ନୟାଗଡ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ କରୋନା ଭୁତାଣୁକୁ ରୋକିବାକୁ ପ୍ରାଥମିକତl ଦିଆଯିବ

ନୟାଗଡ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ କରୋନା ଭୁତାଣୁକୁ ରୋକିବାକୁ ପ୍ରାଥମିକତl ଦିଆଯିବ

ଓଡିଶା ଜିଲ୍ଲା ନୟାଗଡ଼
#କରୋନା_ଭୁତାଣୁକୁ_ରୋକିବାକୁ_ପ୍ରାଥମିକତl_ଦିଆଯିବ      ନୟାଗଡ: (ଶ୍ରୀକାନ୍ତ କୁମାର ରାଉତ)  ନୟାଗଡ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦେଖିବା ନିମନ୍ତେ ନୂତନ ଭାବେ ଯୋଗ ଦାନ କରିଛନ୍ତି  ପ୍ରତ୍ୟୁଷ ଦିବାକର l  ଦାୟିତ୍ୱ ଗ୍ରହଣ କରିବା ପରେ ଏସପିପ୍ରଥମେ ଓଡଗାଁ ଆଦର୍ଶ ଥାନା ଓ ଖଣ୍ଡପଡା ଥାନା ପରିଦର୍ଶନ କରିବା ସମୟରେ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସାମ୍ପ୍ରତିକ ପରିସ୍ଥିତି ରେ କରୋନା  ଭୁତlଣୁର ସଂକ୍ରମଣ ନେଇ ସମସ୍ତ ପୋଲିସ ଅଧିକାରୀ ତତ୍ପର ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ l କରୋନା  ପାଇଁ ଜିଲ୍ଲା ର ସମସ୍ତ ଥାନା ଓ ଫାଣ୍ଡିରେ ଆନୁସଙ୍ଗୀକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି l
Attachments area