ମଦ ପିଇ ଗାଡି ଚଳାଇବା ଅଭିଯୋଗରେ ପୁଲିସକୁ ଅଟକ ରଖିଲା ପୁଲିସ

ମଦ ପିଇ ଗାଡି ଚଳାଇବା ଅଭିଯୋଗରେ ପୁଲିସକୁ ଅଟକ ରଖିଲା ପୁଲିସ

#ମଦ_ପିଇ_ଗାଡି_ଚଳାଇବା_ଅଭିଯୋଗରେ_ପୁଲିସ_ଅଟକ   ଧର୍ମଗଡ : ଧର୍ମଗଡରେ ମୋ ସରକାରର କମାଲ ଦେଖିବାକୁ ମିଳିଛି। ଏଥର ନିଜ ସହୋଦରକୁ ଅଟକ ରଖିଛି ପୋଲିସ। ଧର୍ମଗଡ ଥାନାର ପିସିଆର ଭ୍ୟାନ ଡ୍ୟୁଟି କରୁଥିବା ଜଣେ ହୋମଗାର୍ଡକୁ ଅଟକ ରଖି ଆଲକୋହଲ ପରୀକ୍ଷା ପାଇଁ ପୋଲିସ ଭବାନୀପାଟଣା ପଠାଇଛି। ଅଭିଯୋଗ ଅନୁଯାୟୀ ଏହି ଡ୍ରାଇଭର ଜଣକ ମଦ ପିଇ ପିସିଆର ଭ୍ୟାନରେ ଡ୍ୟୁଟି କରୁଥିଲେ। ଡ୍ୟୁଟି ସମୟରେ ଗାଡି ଡ୍ରାଇଭର ବୁଲୁ ନାଏକ ମୋବାଇଲ ଫୋନକୁ କାନରେ ଜାକି କଥା ହୋଇ ହୋଇ […]

Continue Reading
ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ କଳାହାଣ୍ଡି ଗସ୍ତ – ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ

ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ କଳାହାଣ୍ଡି ଗସ୍ତ – ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ

#ଜାତୀୟ_ସୁରକ୍ଷା_ଉପଦେଷ୍ଟାଙ୍କ_କଳାହାଣ୍ଡି_ଗସ୍ତ    ଭବାନୀପାଟଣା : (ରଜନୀ କାନ୍ତ ମୁନି)  ଭାରତ ସରକାରଙ୍କ ଗୃହ ବିଭାଗ ବରିଷ୍ଠ ସୁରକ୍ଷା ଉପଦେଷ୍ଟା କେ. ବିଜୟ କୁମାର ବୁଧବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମାଓ ପ୍ରବଣ ଅଞ୍ଚଳରେ ମାଓ ଦମନ ପାଇଁ ନିୟୋଜିତ ଥିବା ସିଆରପିଏଫ୍‍ ଓ ବିଏସ୍‍ଏଫ୍‍ ଅଧିକାରୀଙ୍କ ସହିତ ଗୁପ୍ତ ବୈଠକ କରିଛନ୍ତି। ଓଡିଶାର ଅତ୍ୟଧିକ ମାଓପ୍ରବଣ କଳାହାଣ୍ଡି, ରାୟଗଡା, ବଲାଙ୍ଗିର, ନୂଆପଡା ଓ କନ୍ଧମାଳ ଜିଲ୍ଲା ସମେତ ଛତିଶଗଡ ରାଜ୍ୟର ମାଓପ୍ରବଣ ଗରିଆବନ୍ଧ, ଧମ୍‍ତରି ଓ […]

Continue Reading
ଧର୍ମଗଡ଼ର ପୂର୍ବତନ ବିଧାୟକ ବୀର ସିପକାଙ୍କର ପରଲୋକ

ଧର୍ମଗଡ଼ର ପୂର୍ବତନ ବିଧାୟକ ବୀର ସିପକାଙ୍କର ପରଲୋକ

#ଧର୍ମଗଡ଼ର_ପୂର୍ବତନ_ବିଧାୟକ_ବୀର_ସିପକାଙ୍କ_ପରଲୋକ   ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଧର୍ମଗଡର ପୂର୍ବତନ ବିଧାୟକ ବୀର ସିପକାଙ୍କ ଆଜି ୬୪ ବର୍ଷ ବୟସରେ ତାଙ୍କ ଗୋଲାମୁଣ୍ଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ସହିତ ତାଙ୍କର ଧର୍ମପତ୍ନୀ ବଡ଼ ପୁଅ ଉପସ୍ଥିତ ଥିଲେ। ବଡ଼ ଝିଅର ବାହା ଘର ସରିଥିବା ବେଳେ ସାନପୁଅ ଓ ସାନ ଝିଅ ମୁମ୍ବାଇରେ ପାଠ ପଢୁଛନ୍ତି। ବୀର ସିପକାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ […]

Continue Reading
ରାଜପଥରେ ବୁଲିଲା ଗଜରାଜ

ରାଜପଥରେ ବୁଲିଲା ଗଜରାଜ

#ରାଜପଥରେ_ବୁଲିଲା_ଗଜରାଜ    ଭବାନୀପାଟଣା  : ( ରଜନୀ କାନ୍ତ ମୁନୀ )କଳାହାଣ୍ଡି ଜିଲ୍ଲା କରଳା ପାଟ ଅଭୟାରଣ୍ୟ ରାସ୍ତାରେ ଆଜି ଏକ ଗଜରାଜ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଲେ। ଉକ୍ତ ସମୟରେ ରାଜପଥରେ ଯାଉଥିବା ସରକାରୀ ବସ୍‌ ଦୁଇ ଘଣ୍ଟା ଅଟକି ରହିଲା । ସକାଳେ ଥୁଆମୂଳ ରାମପୁରରୁ ଏକ ସରକାରୀ ବସ୍‌ ଭାଵନୀପାଟଣା ଅଭିମୁଖେ ଯାଉଥିଲା। ଉକ୍ତ ବସ୍‌ରେ ୪୦ରୁ ଉର୍ଦ୍ଧ୍ୱ  ଯାତ୍ରୀ  ଥିଲେ। ମାତ୍ର ରାଜପଥରେ ହାତୀ ବୁଲୁଥିବା ଦେଖି ଡ୍ରାଇଭର ଆଗକୁ ଗାଡ଼ି […]

Continue Reading
ବାଇକ୍‌ ଦୁର୍ଘଟଣାରେ ଦୁଇ ମୃତ, ୨ ଗୁରୁତର

ବାଇକ୍‌ ଦୁର୍ଘଟଣାରେ ଦୁଇ ମୃତ, ୨ ଗୁରୁତର

#ବାଇକ୍‌_ଦୁର୍ଘଟଣାରେ_ଦୁଇ_ମୃତ,_୨_ଗୁରୁତର   ଭବାନୀପାଟଣା : (ରଜନୀକାନ୍ତ ମୁନୀ) ଭବାନୀପାଟଣା ଅନ୍ତର୍ଗତ ମ.ରାମପୁର ରାସ୍ତାର ଡୁବୁଙ୍ଗ ନିକଟରେ ଦୁର୍ଘଟଣାରେ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିିତ ରାତିରେ ମ.ରାମପୁର ରାସ୍ତାର ଡୁବୁଙ୍ଗ ନିକଟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟ ଦୁଇ […]

Continue Reading
ଧର୍ମଗଡ଼ରେ ପ୍ରଶାସନ ତରଫରୁ ଚଢାଉ : ୪୬୦କ୍ଵିଣ୍ଟାଲ ଧାନ ଜବତ

ଧର୍ମଗଡ଼ରେ ପ୍ରଶାସନ ତରଫରୁ ଚଢାଉ : ୪୬୦କ୍ଵିଣ୍ଟାଲ ଧାନ ଜବତ

#ଧର୍ମଗଡ଼ରେ_ପ୍ରଶାସନ_ତରଫରୁ_ଚଢାଉ  ଧର୍ମଗଡ଼ : କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ରବିବାର ୪୬୦କ୍ଵିଣ୍ଟାଲ ଧାନ ଜବତ ହୋଇଛି। ଧର୍ମଗଡ଼ ଉପଜିଲାପାଳ ପଦ୍ମନାଭ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ  କଲମପୁର ବିଡ଼ିଓ, କଲମପୁର ତହସିଲଦାର, ଗୋଲାମୁଣ୍ଡା ଅତିରିକ୍ତ ତହସିଲଦାର, ଜୁନାଗଡ଼ ଆରଏମସି ସେକ୍ରେଟାରୀ, ଜୟପାଟଣା ତହସିଲଦାର,ଏସିଏସଓ ଧର୍ମଗଡ଼ ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ ।ଏହି ଟିମ୍ କଲମପୁରର ଦେବୁ ଜୈନ ଘର ସାମନା ଏକ ଗାଡିରୁ ୭୬କ୍ଵିଣ୍ଟାଲ, ଜୟପାଟଣା ଅମିତ ଅଗ୍ରୱାଲ […]

Continue Reading
ଭବାନୀପାଟଣାରେ ଡିଜପି ଅଭୟଙ୍କ ମାଓ ସମୀକ୍ଷା ବୈଠକ

ଭବାନୀପାଟଣାରେ ଡିଜପି ଅଭୟଙ୍କ ମାଓ ସମୀକ୍ଷା ବୈଠକ

#ଭବାନୀପାଟଣାରେ_ଡିଜପିଙ୍କ_ମାଓ_ସମୀକ୍ଷା_ବୈଠକ  ଭବାନୀପାଟଣା: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ କୁମାର ଆଜି କଳାହାଣ୍ଡି ଦିନିକିଆ ଗସ୍ତ କରି ଭବାନୀପାଟଣାରେ ମାଓ ସମୀକ୍ଷା କରିଛନ୍ତି। ଭବାନୀପାଟଣା ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ କିଭଳି ମାଓଦମନ କରାଯାଇପାରିବ ସେ ନେଇ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିବା ଜଣାଯାଇଛି। ମାଓ ଦମନ ପାଇଁ କ’ଣ ସବୁ ଆବଶ୍ୟକ ଏବଂ କେଉଁ ପଦ୍ଧତିରେ ଏହି ଜିଲ୍ଲାଗୁଡ଼ିକରୁ ମାଓ […]

Continue Reading

ଡାକ୍ତରଖାନାରେ ରକ୍ତ କାଳବଜାରୀ : ୮ଗିରଫ

ଧର୍ମଗଡ : କଳାହାଣ୍ଡି ଜିଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରକ୍ତର କଳାବଜାରୀ ଅଭିଯୋଗରେ ଧର୍ମଗଡ ପୁଲିସ ରକ୍ତ ଭଣ୍ଡାର ଦୁଇ ଜଣ ଟେକନିସିଆନ ସମେତ ୮ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୪ଜଣ ଦଲାଲ ଓ ଦୁଇ ଜଣ ଅଭ୍ୟାସଗତ ରକ୍ତ ଦାତା ଅଛନ୍ତି। ଗିରଫ ଟେକନିସିଆନ ଦୁଇ ଜଣ ହେଲେ ପ୍ରକାଶ କୁମାର ପଣ୍ଡା,ରମେଶ ନାଗ ଏବଂ ଦଲାଲ ତିନି ଜଣ ହେଲେ ପ୍ରତାପ ବଗର୍ତ୍ତି ,ଲକ୍ଷ୍ମଣ ନାଏକ ଓ ଅମ୍ବୁ […]

Continue Reading

ଜିଲ୍ଲା ସ୍ତରୀୟ ଭୋଟର ସଚେତନତା ଦିବସ ପାଳିତ

ଭବାନୀ ପାଟଣା : ( ରଜନୀକାନ୍ତ ମୁନୀ ) ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ସହକାରୀ ଜିଲ୍ଲାପାଳ ଶୁଭଦିପ୍ତl ମହାନ୍ତି, ଏହି ସଭା ରେ ଏ ଡିଏମ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ଆସିଷ୍ଟାଣ୍ଟ କଲେକ୍ଟର ସୁରେନ୍ଦ୍ର କୁମାର ତ୍ରିପାଠୀ, ସୁଭଦ୍ରା ମୁଣ୍ଡିକା, ଶଙ୍କର ବାଗ, ଜ୍ୟୋସ୍ନା ମୟୀ ମାଝୀ ପ୍ରମୁଖ ଭୋଟର ସଚେତନତା ଉପରେ ଆଲୋଚନା କରିଥିଲେ । ଏହି ଅବସର […]

Continue Reading

ହାଇକୋର୍ଟଙ୍କ ନିର୍ଦ୍ଦେଶ : ଛତର ଯାତ୍ରାରେ ବଳି ପଡିଲେ ଦାୟୀ ରହିବେ ଜିଲ୍ଲାପାଳ ,ଏସ୍‌ପି

କଟକ:  ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ବଳି ଉପରେ କୋର୍ଟ ଲଗାଇଲେ କଡା ଅଙ୍କୁଶ । ହାଇକୋର୍ଟ ଏଥିନେଇ ରଖିଛନ୍ତିସ୍ପଷ୍ଟ ନିର୍ଦ୍ଦେଶ । ଯଦି ଛତର ଯାତ୍ରାରେ ପଶୁ ବଳି ପଡେ , ତେବେ ଦାୟୀ ହେବେ କଳାହାଣ୍ଡି ଜିଲ୍ଲାପାଳ ଏବଂ ପୋଲିସ ଅଧିକ୍ଷକ । ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶରେ ରହିଛି ଆହୁରି କିଛି ତଥ୍ୟ । ପଶୁ ବଳି ରୋକିବାକୁ ଜନସଚେତନତା କାର୍ଯ୍ୟକ୍ରମ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଅଦାଲତ […]

Continue Reading