ସାଢେ ପାଞ୍ଚ ଘଣ୍ଟା ବିଳମ୍ବରେ ଭବାନୀପାଟଣାରେ ପହଞ୍ଚିଲା ଶ୍ରମିକ ସ୍ଵତନ୍ତ୍ର ଟ୍ରେନ

ସାଢେ ପାଞ୍ଚ ଘଣ୍ଟା ବିଳମ୍ବରେ ଭବାନୀପାଟଣାରେ ପହଞ୍ଚିଲା ଶ୍ରମିକ ସ୍ଵତନ୍ତ୍ର ଟ୍ରେନ

#ସାଢେ_ପାଞ୍ଚ_ଘଣ୍ଟା_ବିଳମ୍ବରେ_ପହଞ୍ଚିଲା_ଶ୍ରମିକ_ସ୍ଵତନ୍ତ୍ର_ଟ୍ରେନ      ଭବାନୀପାଟଣା: ( ରଜନୀ କାନ୍ତ ମୁନି )  ରାତି ୧୦ଟାରେ ରାଜକୋଟ ଠାରୁ ଆସିଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଭବାନୀପାଟଣା ରେଳ ଷ୍ଟେସନରେ  ସାଢ଼େ ପାଞ୍ଚ ଘଣ୍ଟା ବିଳମ୍ବ ରେ ପହଞ୍ଚିଥିଲା । ଏହି ଟ୍ରେନ ଯୋଗେ ୧୦ ଟି ଜିଲ୍ଲାର ୧୬୨୪ ଜଣ  ଓ କଳାହାଣ୍ଡି ଜିଲ୍ଲାର ସର୍ବାଧିକ ୧୦୭୭ ଜଣ ପ୍ରବାସୀ ଆସି ପହଞ୍ଚିଥିଲେ । ସେମାନଙ୍କ ନିମନ୍ତେ ଭବାନୀପାଟଣା ରେଳ ଷ୍ଟେସନ ଠାରେ ୨୦ ଟି କାଉଣ୍ଟର ଖୋଲା ଯାଇଥିଲା । […]

Continue Reading
ଦୋକାନ ଖୋଲିବାକୁ ଅନୁମତି ଦେଲା ଜିଲ୍ଲା ପ୍ରଶାସନ

ଦୋକାନ ଖୋଲିବାକୁ ଅନୁମତି ଦେଲା ଜିଲ୍ଲା ପ୍ରଶାସନ

#ଦୋକାନ_ଖୋଲିବାକୁ_ଅନୁମତି_ଦେଲା_ଜିଲ୍ଲା_ପ୍ରଶାସନ            ଭବାନୀପାଟଣା : (ରଜନୀକାନ୍ତ ମୁନୀ) ମଙ୍ଗଳବାର ଠାରୁ ଭବାନୀପାଟଣାରେ କେତେକ ଦୋକାନ ଖୋଲାଯିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଠାରୁ ସପିଙ୍ଗମଲ, ଚା ଦୋକାନ,ଫୁଡ଼ଷ୍ଟଲ, ଅଳଙ୍କାର ଦୋକାନ,ବ୍ୟୁଟି ପାର୍ଲର, ସ୍ପା, ବ୍ୟାୟମଶାଳା,ଠେଲା ଦୋକାନ ଏବଂ ପାନ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ସକାଳ ୬ ଟା.ରୁ ଦିନ ୧୧ଟା ଯାଏଁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଘରୋଇ କମ୍ପ୍ଲେକ୍ସ,ମାର୍କେଟ […]

Continue Reading
ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଦେଶୀ ମହୁଲ ମଦ ସହ ଦୁଇ ବାଇକ ଜବତ

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଦେଶୀ ମହୁଲ ମଦ ସହ ଦୁଇ ବାଇକ ଜବତ

  #ଅବକାରୀ_ବିଭାଗର_ଚଢାଉ_ଦେଶୀ_ମହୁଲ_ମଦ_ଓ_ବାଇକ_ଜବତ     ଧର୍ମଗଡ  :  ( ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ )   ଲକଡାଉନ ବେଳେ ମଦ ଦୋକାନ ବନ୍ଦ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏବେ ବେଆଇନ ଭାବେ ବହୁଳ ମାତ୍ରାରେ ମଦ ବିକ୍ରି ଚାଲିଛି। ଜୟପାଟଣା ଅବକାରୀ ସବ ଇନ୍ସପେକ୍ଟର ସୁରେନ୍ଦ୍ର ମୁଣ୍ଡାଙ୍କ ନେତୃତ୍ୱରେ ଧର୍ମଗଡ଼, ଭବାନୀପାଟଣା ଓ ଜୟପାଟଣା ଅବକାରୀ ବିଭାଗ ପକ୍ଷରୁ ଚାରିଟି ସ୍କ୍ବାଆଡ ଗଠନ କରି ବଡ଼କାର୍ଲ୍ଲାକୋଟ ଗ୍ରାମପଞ୍ଚାୟତ ତୁମରିଖୋଲ ଅଞ୍ଚଳରେ ଚଢାଉ କରାଯାଇଥିଲା। ଚଢାଉ ରେ ପ୍ରାୟ […]

Continue Reading
ଦେଶୀ ମଦ ରାନ୍ଧୁଥିବା ସମୟରେ ଜଣେ ଗିରଫ

ଦେଶୀ ମଦ ରାନ୍ଧୁଥିବା ସମୟରେ ଜଣେ ଗିରଫ

#ଦେଶୀ_ମଦ_ରାନ୍ଧୁଥିବା_ସମୟରେ_ଜଣେ_ଗିରଫ        ଭବାନୀପାଟଣା  :  (ରଜନୀ କାନ୍ତ ମୁନି )    କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ  ମେଲ ଘୁଟୁ ଗ୍ରାମ ରେ ଦେଶୀ ମଦ ରାନ୍ଧୁଥିବା ସମୟରେ ଜଣେ ବ୍ୟକ୍ତିକୁ ବିଶ୍ୱନାଥ ପୁର ପୋଲିସ   ଗିରଫ କରିବା ସହ ମଦ ଜବତ କରିଛି l ପୋଲିସ ସୂତ୍ରରୁ  ଜଣାପଡିଛିଯେ, ଆଜି ପୋଲିସ କୋଭିଡି-19 ପାଇଁ ଏହି ଅଞ୍ଚଳ ରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ର ରୁ ଦେଶୀ ମଦ ରନ୍ଧା ହୋଇ ବିକ୍ରି ହେଉ […]

Continue Reading
#କରୋନା_ଆକ୍ରାନ୍ତଙ୍କ_ସଂଖ୍ୟା_୫୦ ଛୁଇଁଲା          

ପୁଣି କଳାହାଣ୍ଡିରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

#କଳାହାଣ୍ଡିରୁ_ଚିହ୍ନଟ_ହେଲେ_ଆଉ_ଜଣେ_କରୋନା_ଆକ୍ରାନ୍ତ          ଭବାନୀପାଟଣା: ( ରଜନୀକାନ୍ତ ମୁନୀ ) ଗତକାଲି ରାତିରେ ଚିହ୍ନଟ ହୋଇଥିବା ଚାରିଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ଜଣେ କଳାହାଣ୍ଡିର ବୋଲି ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗହରସଦ୍ ସୂଚନା ଦେଇଛନ୍ତି। ଏହାଫଳରେ କଳାହାଣ୍ଡିର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। କଳାହାଣ୍ଡିର ପ୍ରଥମ କରୋନା ଆକ୍ରାନ୍ତଙ୍କ ସହ କ୍ରିକେଟ୍ ଖେଳିବା ସମୟରେ ସମ୍ଭବତଃ ସେ ସଂକ୍ରମିତ ହେଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ତାଙ୍କୁ କଟକର ଅଶ୍ୱିନୀ କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ ଓ ତାଙ୍କର ସଂସ୍ପର୍ଶରେ […]

Continue Reading
ଜୀବିକା ହରାଇ ବସିଛନ୍ତି ଛୋଟ ବ୍ୟବସାୟୀ

ଜୀବିକା ହରାଇ ବସିଛନ୍ତି ଛୋଟ ବ୍ୟବସାୟୀ

#ଜୀବିକା_ହରାଇ_ବସିଛନ୍ତି_ଛୋଟ_ବ୍ୟବସାୟୀ       ଭବାନୀପାଟଣା  : ( ରଜନୀକାନ୍ତ ମୁନୀ )   ଲକଡାଉନ ହେବାପରେ ସମସ୍ତ ବ୍ୟାସାୟିକ ପ୍ରତିଷ୍ଠାନ ବନ୍ଦ ହେବା ଫଳରେ ଛୋଟ ବ୍ୟବସାୟୀ ଜୀବିକା ହରାଇ ବସିଛନ୍ତି l ପାନ ଦୋକାନ, ଚା’ ଦୋକାନ,   ମୋବାଇଲ ମରାମତି ଦୋକାନ,ଜେରକ୍ସ ଦୋକାନ, ସାଇକେଲ ମରାମତି ଦୋକାନ, ସେଲୁନ, ଜଳଖିଆ ଦୋକାନ, ଫୁଟପାଥ ରେ ବସି ବ୍ୟବସାୟ କରୁଥିବା ବ୍ୟକ୍ତି, ଅଟୋ ଚାଳକ , ସମ୍ପୂର୍ଣ ଜୀବିକା ହରାଇଛନ୍ତି । ଏମାନେ ଦୈନିକ ରୋଜଗାର କରୁଥିଲେ ଚଳୁଥିଲେ […]

Continue Reading
ଭବାନୀପାଟଣାରେ ମାଓବାଦୀ ଓ ଏସଓଜି ଯବାନମାନଙ୍କ ମଧ୍ୟରେ ଗୁଳିଗୁଳା ବିନିମୟ

ଭବାନୀପାଟଣାରେ ମାଓବାଦୀ ଓ ଏସଓଜି ଯବାନମାନଙ୍କ ମଧ୍ୟରେ ଗୁଳିଗୁଳା ବିନିମୟ

#ମାଓବାଦୀ_ଓ_ଏସଓଜି_ଯବାନମାନଙ୍କ_ମଧ୍ୟରେ_ଗୁଳିଗୁଳା_ବିନିମୟ      ଭବାନୀପାଟଣା: (ରଜନୀକାନ୍ତ ମୁନୀ) କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ଏବଂ ଏସଓଜି ଯବାନମାନଙ୍କ ମଧ୍ୟରେ ଭିଷଣ ଗୁଳିଗୁଳା ବିନିମୟ ଜାରି ଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର ସମୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଯୁଗସାଇପାଟଣା ଅଞ୍ଚଳରେ ମାଓବାଦୀ ଏବଂ ଏସଓଜି ଯବାନମାନଙ୍କ ମଧ୍ୟରେ ଭିଷଣ ଗୁଳିଗୁଳା ବିନିମୟ ଆରମ୍ଭ ହୋଇଥିଲା| ଏହି ସମୟରେ ବିପୁଳ ମାତ୍ରାରେ କ୍ୟାମ୍ପ ସାମଗ୍ରୀ ଜବତ କରାଯାଇଛି , ସର୍ଚ୍ଚ ଅପରେସନ୍ ତୀବ୍ର ହୋଇଛି ଏବଂ […]

Continue Reading
କରୋନା ନିୟମ ଉଲଂଘନ: ୭ ଗିରଫ, ଗଞ୍ଜାମରେ ୪୭ ମାମଲା

କରୋନା ନିୟମ ଉଲଂଘନ: ୭ ଗିରଫ, ଗଞ୍ଜାମରେ ୪୭ ମାମଲା

#କରୋନା_ନିୟମ_ଉଲଂଘନ_୭_ଗିରଫ     ଭବାନୀପାଟଣା/ବ୍ରହ୍ମପୁର : କରୋନା ନିୟମ ଉଲଂଘନ କରି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ ୩ ଜଣ ଗିରଫ ହୋଇଥିବା ବେଳେ କନ୍ଧମାଳରେ ୪ ଜଣ ଗିରଫ ହୋଇଛନ୍ତି।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ କରୋନା ଗାଇଡ଼ଲାଇନ ଉଲଂଘନ କରି ଟାଉନ ଥାନା ପୁଲିସ ଦ୍ୱାରା ୩ଜଣ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହରର କଲେଜ ଛକ ନିକଟରେ ଜିଲ୍ଳା ପ୍ରଶାସନର ବାରଣ ସତ୍ତ୍ୱେ ଚାହା […]

Continue Reading
ଟ୍ରାକ୍ଟର ଓଲଟି ୩ ମହିଳାଙ୍କ ସମେତ ୪ ମୃତ

ଟ୍ରାକ୍ଟର ଓଲଟି ୩ ମହିଳାଙ୍କ ସମେତ ୪ ମୃତ

#ଟ୍ରାକ୍ଟର_ଓଲଟି_୪_ମୃତ      ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ କାଦୋପଦର ଛକ ନିକଟରେ ଟ୍ରାକ୍ଟର ଓଲଟି  ୩ ଜଣ ମହିଳା ଶ୍ରମିକ ଓ ଜଣେ ପୁରୁଷ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଶ୍ରମିକଙ୍କୁ ଗୁରୁତର  ଅବସ୍ଥାରେ ସଦରମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା -ଥୁଆମୁଳ ରାମପୁର ୪୪ ନମ୍ବର ରାଜ୍ୟ ରାଜପଥ କାଦୋପଦର ଛକ ନିକଟରେ ଟ୍ରାକ୍ଟର ଓଲଟି […]

Continue Reading
ମାଣିକେଶ୍ୱରୀ ମଲ୍ଟି ହସ୍ପିଟାଲରେ ଜିଲା ପ୍ରଶାସନର ଚଢ଼ାଉ

ମା ମାଣିକେଶ୍ୱରୀ ମଲ୍ଟି ହସ୍ପିଟାଲରେ ଜିଲା ପ୍ରଶାସନର ଚଢ଼ାଉ

#ମା_ମାଣିକେଶ୍ୱରୀ_ମଲ୍ଟି_ହସ୍ପିଟାଲରେ _ଚଢ଼ାଉ    ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଥିବା ମା ମାଣିକେଶ୍ୱରୀ ମଲ୍ଟି ହସ୍ପିଟାଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ନଷ୍ଟ ହୋଇଥିବା ବର୍ଯ୍ୟବସ୍ତୁକୁ ସର୍ବସାଧାରଣ ସ୍ଥାନରେ ନଷ୍ଟ କରିବା ଭଳି ଅଭିଯୋଗ ପୂର୍ବରୁ ମଧ୍ୟ ହୋଇଆସୁଥିଲା। ଆଜି ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ପୁଲିସ ବିଭାଗ, ଅଗ୍ନିଶମ ବିଭାଗ , ରାଜସ୍ୱ ବିଭାଗ, ସେଲଟେକ୍ସ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଏକ କାଳୀନ ଚଢ଼ାଉ ଜାରି ରହିଛି […]

Continue Reading