ଅନାଥାଶ୍ରମରେ ନାବାଳିକାର ଦଉଡ଼ି ଦେଇ ଆତ୍ମହତ୍ୟା

ଅନାଥାଶ୍ରମରେ ନାବାଳିକାର ଦଉଡ଼ି ଦେଇ ଆତ୍ମହତ୍ୟା

#ଅନାଥାଶ୍ରମରେ_ନାବାଳିକାର_ଆତ୍ମହତ୍ୟା             ଧର୍ମଗଡ  :  ( ଲକ୍ଷ୍ମୀକାନ୍ତ ଧଙ୍ଗଡା ମାଝୀ)        କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୂର୍ ଫାଣ୍ଡି ଅଧିନସ୍ଥ ପଣ୍ଡକୁଲ ଗ୍ରାମରେ ଥିବା ଅନାଥ ଆଶ୍ରମରେ ଏକ ଝିଅ ବେକରେ ଓଢନୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଧର୍ମଗଡ଼ ଥାନା  ଥନଟ ଗ୍ରାମର ଭୂମି ତାଣ୍ଡି (୧୩) ଗତ ୨୦୧୬ ମସିହାରୁ ପଣ୍ଡକୁଳ ସ୍ଥିତ ଅନାଥ ଆଶ୍ରମରେ ରହି ଆସୁଥିଲେ । ତେବେ ଗୁରୁବାର ସେ ବାଥରୁମ୍ କୁ ଯାଇ ନ ଫେରିବାରୁ […]

Continue Reading
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ମୋରାରୀ ବାପୁଙ୍କ ବିରୁଦ୍ଧରେ ଏତାଲା ଦାୟର

କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ମୋରାରୀ ବାପୁଙ୍କ ବିରୁଦ୍ଧରେ ଏତାଲା ଦାୟର

            ଭବାନୀପାଟଣା : ( ରଜନୀକାନ୍ତ ମୁନୀ )  ବିଶିଷ୍ଟ ପ୍ରବଚକ ମୋରାରୀ ବାପୁ କୃଷ୍ଣ, ବଳରାମ ଓ ଯଦୁକୁଳ ଉପରେ ଅଭଦ୍ରୋଚିତ ଟିପ୍ପଣୀ ପ୍ରଦାନ କରିଥିବାରୁ ଦେଶ ସାରା ଅସନ୍ତୋଷର ବାତାବରଣ ଦେଖାଯାଇଛି । ମୋରାରୀ ବାପୁଙ୍କ ଏହି ଅପଶବ୍ଦକୁ ଦେଶସାରା ନିନ୍ଦା କରାଯାଉଛି । ଗୁଜରାତର ଏହି ପ୍ରବଚକଙ୍କ ବିରୁଦ୍ଧରେ ଦେଶର ବିଭିନ୍ନ ଥାନାରେ ଏତେଲା ଦିଆଯାଉଛି । ସେହି କ୍ରମରେ ଧର୍ମଗଡ ଥାନାରେ ମୋରାରୀ ବାପୁଙ୍କ ବିରୁଦ୍ଧରେ ଏତାଲା ଦେଇଛି କଳାହାଣ୍ଡି ଜିଲ୍ଲା […]

Continue Reading
ପୁଣି ବସ ଭଡା କରି ଆସିଲେ ପ୍ରବାସୀ ଓଡ଼ିଆ-ସରକାର ଙ୍କ ପଦକ୍ଷେପ ଉପରେ ପ୍ରଶ୍ନ

ପୁଣି ବସ ଭଡା କରି ଆସିଲେ ପ୍ରବାସୀ ଓଡ଼ିଆ-ସରକାର ଙ୍କ ପଦକ୍ଷେପ ଉପରେ ପ୍ରଶ୍ନ

#ପୁଣି_ବସ_ଭଡା_କରି_ଆସିଲେ_ପ୍ରବାସୀ_ଓଡ଼ିଆ               ଧର୍ମଗଡ : (ଲକ୍ଷ୍ମୀକାନ୍ତ ଧଙ୍ଗଡା ମାଝୀ )  ପୁଣି  ବସ ଭଡା କରି ଗୋଆରୁ  ଘର ବାହୁଡା କରିଛନ୍ତି ଓଡିଆ ପ୍ରବାସୀ।ଗୋଆ ଠାରୁ ୨ଲକ୍ଷ ୪୭ହଜାର ଟଙ୍କାରେ ବସ ଭଡା କରି ନିଜ ଭିଟାମାଟିକୁ ଲେଉଟି ଥିବା ଜଣାପଡିଛି।ସେମାନଙ୍କୁ ପର୍ଲା ସଂଗରୋଧ କେନ୍ଦ୍ରରେ ରଖାଯାଇଛି।ତେବେ ପ୍ରବାସୀ ଓଡ଼ିଆଙ୍କ କହିବା କଥାଯେ, ଲକଡାଉନ ଯୋଗୁଁ କମ୍ପାନୀ ଗୁଡିକ ବନ୍ଦ ହୋଇଯିବା ଫଳରେ ନାହିଁ ନ ଥୁବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅର୍ଥ ଅଭାବ କାରଣରୁ ଖାଇବା ପିଇବାର […]

Continue Reading
ତିନୋଟି ଗୋଡ ଥିବା କୁକୁଡା ଛୁଆ

ତିନୋଟି ଗୋଡ ଥିବା କୁକୁଡା ଛୁଆ

#ତିନୋଟି_ଗୋଡ_ଥିବା_କୁକୁଡା_ଛୁଆ           ଧର୍ମଗଡ : ( ଲକ୍ଷ୍ମୀ କାନ୍ତ ଧଙ୍ଗଡା ମାଝୀ )     ପୃଥିବୀରେ ଭଗବାନ ମଣିଷ ସହିତ ଅନେକ ଜୀବଜନ୍ତୁ ସୃଷ୍ଟି କରିଛନ୍ତି । ସେଥିମଧ୍ୟରୁ ଦଇବକୃତ ହେଉ ଅବା ତାଙ୍କର ଭାଗ୍ୟର ବିଡମ୍ବନା ହେଉ ଅନେକ ଜୀବ ବିକଳାଙ୍ଗ ଅଛନ୍ତି ତ ଆଉ କେତେ ଜୀବଙ୍କର ଅଦ୍ଭୁତ ପ୍ରକାର ସମସ୍ୟା ଥିବାର ବେଳେବେଳେ ଦେଖାଯାଏ ।ଫଳରେ ଅନେକ ଜୀବ ଅଛନ୍ତି ସେମାନେ ସାଧାରଣ ଜୀବଠାରୁ ଭିନ୍ନ ଦେଖାଯାଆନ୍ତି ।ଏହି ପରି ଏକ ଘଟଣା ଦେଖିବାକୁ […]

Continue Reading
ତାମିଲନାଡୁରେ ପୁଣି ୨ଦାଦନ ଶ୍ରମିକଙ୍କ ମୃତ୍ୟୁ

ତାମିଲନାଡୁରେ ପୁଣି ୨ଦାଦନ ଶ୍ରମିକଙ୍କ ମୃତ୍ୟୁ

#ତାମିଲନାଡୁରେ_ପୁଣି_୨ଦାଦନ_ଶ୍ରମିକଙ୍କ_ମୃତ୍ୟୁ       ଧର୍ମଗଡ : (ଲକ୍ଷ୍ମୀ କାନ୍ତ ଧଙ୍ଗଡା ମାଝୀ) ପୁଣି ଦାଦନ ଦୁଃଖ । ତାମିଲନାଡୁ ରେ କାମ କରୁଥିବା  ୨ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ପ୍ରମିଳା ଚଣ୍ଡୀ ( ୨୨) ଓ ମଦନା ବତୀ ଚଣ୍ଡୀ  (୧୮) ବୋଲି ଜଣାପଡିଛି।ଗତ ଜାନୁଆରୀ ମାସ ରେ ତାମିଲନାଡୁ ଯାଇ ଏକ ଇଟା ଭାଟିରେ ଦାଦନ ଶ୍ରମିକ ଭାବେ ସେମାନେ କାମ କରୁଥିଲେ। ବୂଧବାର ମଧ୍ୟାହ୍ନ  ପ୍ରାୟ ୧୨ଟା ସମୟରେ ଇଟା […]

Continue Reading
କଦେଶରେ ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୮, ୩୯୨

କଳାହାଣ୍ଡି ଜିଲ୍ଲାରେ ଆଉ ପାଞ୍ଚ ଜଣ ନୂଆ କରୋନା ରୋଗୀ ଚିହ୍ନଟ

#କଳାହାଣ୍ଡି_ଜିଲ୍ଲାରେ_ଆଉ_ପାଞ୍ଚ_ଜଣ_ନୂଆ_କରୋନା_ରୋଗୀ_ଚିହ୍ନଟ               ଭବାନୀପାଟଣା :  ( ରଜନୀ କାନ୍ତ ମୁନି ) ସାରା ଦେଶ ରେ କରୋନା ରୋଗୀଙ୍କ ସଂଖ୍ୟା  ବୃଦ୍ଧି ପାଇଥିବା ବେଳେ ଓଡିଶାରେ ମଧ୍ୟ ଏ ସଂଖ୍ୟା ବୃଦ୍ଧି ପାଉଛି l କିନ୍ତୁ ଗୋଟିଏ ଖୁସି ଖବର ଯେତେବି ସଂଖ୍ୟା ବଢୁଛି ବାହାର ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡିଆ ଙ୍କ ମଧ୍ୟରୁ l ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରୁ ଆଉ ପାଞ୍ଚ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି l ସେମାନେ ଗୋଲାମୁଣ୍ଡା ବ୍ଲକର l […]

Continue Reading
ପିଏମ କିଷାନ ଯୋଜନା ତାଲିକାରୁ ଅନେକ ଚାଷୀ ବଞ୍ଚିତ

ପିଏମ କିଷାନ ଯୋଜନା ତାଲିକାରୁ ଅନେକ ଚାଷୀ ବଞ୍ଚିତ

#ପିଏମ_କିଷାନ_ଯୋଜନା_ତାଲିକାରୁ_ଅନେକ_ଚାଷୀ_ବଞ୍ଚିତ            ଭବାନୀପାଟଣା   : ( ରଜନୀ କାନ୍ତ ମୁନି ) କେନ୍ଦ୍ର ସରକାର ସମସ୍ତ ଛୋଟ ଏବଂ ନାମମାତ୍ର   ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ସଦର ବ୍ଲକର ଅନେକ ଚାଷୀ ଙ୍କ ତାଲିକାରେ ନାମ ନାହିଁ l କାଳିଆ ଯୋଜନାରେ ଅନେକ ଚାଷୀ ତାଲିକା ଭୁକ୍ତ ଥାଇ ମଧ୍ୟ ପିଏମ କିଷାନ ରେ ନାମ ନାହିଁ l ଏନେଇ କୃଷି କର୍ମୀ ଙ୍କୁ ଚାଷୀ ମାନେ […]

Continue Reading
କଦେଶରେ ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୮, ୩୯୨

କଳାହାଣ୍ଡିରେ ପୂଣି ଦୁଇ କରୋନା‌ ପଜିଟିଭ ଚିହ୍ନଟ

#କଳାହାଣ୍ଡିରେ_ପୂଣି_ଦୁଇ_କରୋନା‌_ପଜିଟିଭ_ଚିହ୍ନଟ       ଧର୍ମଗଡ : ( ଲକ୍ଷ୍ମୀ କାନ୍ତ ଧଙ୍ଗଡା ମାଝୀ )  କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାରେ ୧୧ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ପୁଣି ଦୁଇ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗ ଫେରନ୍ତା ଦୁଇ ମାଆ (୪୪) ଝିଅ (୧୯) ଜୁନାଗଡ଼ ର ଏକ ଦେୟଯୁକ୍ତ ଟି, ଏମ,ସି, ହୋଟେଲ୍ ରେ ରହୁଥିଲେ , ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିବା ଟ୍ରାଭେଲ ହିଷ୍ଟ୍ରି ଅନୁଯାୟୀ ସେମାନେ‌ପଶ୍ଚିମବଙ୍ଗରୁ ଗତ […]

Continue Reading
ଭବାନୀପାଟଣା ସହରରେ ୧୪୪ ଧାରା ଜାରୀ

ଭବାନୀପାଟଣା ସହରରେ ୧୪୪ ଧାରା ଜାରୀ

#ଭବାନୀପାଟଣା_ସହରରେ_୧୪୪_ଧାରା_ଜାରୀ        ଭବାନୀପାଟଣା : (ରଜନୀକାନ୍ତ ମୁନି )ପ୍ରବସୀ ଶ୍ରମିକଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ଟ୍ରେନ ଗୋଆ ଠାରୁ ଭବାନୀପାଟଣା ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରିକରଯାଇଛି l ଏନେଇ ଭବାନୀପାଟଣା ଉପଜିଲାପାଳ ସୁଶାନ୍ତ କୁମାର ସିଂ ଏକ ପ୍ରେସ ରିଲିଜ ଜାରୀ କରିଛନ୍ତି l ଜିଲ୍ଲା ପ୍ରଶାସନ ପକ୍ଷ ରୁ ଏହାକୁ ଗରୁତ୍ବର ସହ ଗ୍ରହଣ କରି ଭବାନୀପାଟଣା ରେଳ ଷ୍ଟେସନ ଠାରୁ  ପାଞ୍ଚଶହ ମିଟର ତଥା ସଦର ଥାନା ଅନ୍ତର୍ଗତ ରେଳ ଷ୍ଟେସନ ରୁ […]

Continue Reading
କଳାହାଣ୍ଡିରେ ଏଗାର କରୋନା ପଜିଟିଭ ଚିହ୍ନଟ

କଳାହାଣ୍ଡିରେ ଏଗାର କରୋନା ପଜିଟିଭ ଚିହ୍ନଟ

#କଳାହାଣ୍ଡିରେ_ଏଗାର_କରୋନା_ପଜିଟିଭ_ଚିହ୍ନଟ     ଭବାନୀପାଟଣା -(ରଜନୀ କାନ୍ତ ମୁନି )କଳାହାଣ୍ଡି ଜିଲ୍ଲା ରେ ଏଗାର ଜଣ କରୋନା ପଜିଟିଭ  ଚିହ୍ନଟ ହୋଇଥିବା କଳାହାଣ୍ଡି ଜିଲ୍ଲାପାଳ  ସୂଚନା ଦେଇଛନ୍ତି l ଆକ୍ରାନ୍ତ ମାନେ ହେଲେ ଲାଞ୍ଜିଗଡ ବ୍ଲକର ସାତ ଜଣ ଓ ସଦର ବ୍ଲକ ଶଗଡ଼l ପଞ୍ଚାୟତ କ୍ବାରେଣ୍ଟlଇନ ସେଣ୍ଟରରୁ ତିନିଜଣ ଚିହ୍ନଟ ହୋଇ ଛନ୍ତି l ,ହାଛଡା କ୍ବାରେଣ୍ଟlଇନ ସେଣ୍ଟରର ତତ୍ତ୍ୱl ଵଧାନରେ ଦାୟିତ୍ୱରେ ଥିବା ଜଣଙ୍କୁ ମିଶାଇ ଏଗାର ଜଣ ଆକ୍ରାନ୍ତ ହୋଇଛନ୍ତି l ଏମାନେ ସବୁ ଗୁଜୁରାଟ, […]

Continue Reading