ଭବାନୀପାଟଣା ସହରରେ ୧୪୪ ଧାରା ଜାରୀ

ଭବାନୀପାଟଣା ସହରରେ ୧୪୪ ଧାରା ଜାରୀ

ଓଡିଶା କଳାହାଣ୍ଡି ଜିଲ୍ଲା ବଡ ଖବର
#ଭବାନୀପାଟଣା_ସହରରେ_୧୪୪_ଧାରା_ଜାରୀ        ଭବାନୀପାଟଣା : (ରଜନୀକାନ୍ତ ମୁନି )ପ୍ରବସୀ ଶ୍ରମିକଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ଟ୍ରେନ ଗୋଆ ଠାରୁ ଭବାନୀପାଟଣା ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରିକରଯାଇଛି l ଏନେଇ ଭବାନୀପାଟଣା ଉପଜିଲାପାଳ ସୁଶାନ୍ତ କୁମାର ସିଂ ଏକ ପ୍ରେସ ରିଲିଜ ଜାରୀ କରିଛନ୍ତି l
ଜିଲ୍ଲା ପ୍ରଶାସନ ପକ୍ଷ ରୁ ଏହାକୁ ଗରୁତ୍ବର ସହ ଗ୍ରହଣ କରି ଭବାନୀପାଟଣା ରେଳ ଷ୍ଟେସନ ଠାରୁ  ପାଞ୍ଚଶହ ମିଟର ତଥା ସଦର ଥାନା ଅନ୍ତର୍ଗତ ରେଳ ଷ୍ଟେସନ ରୁ ଭଙ୍ଗlବାରି ( ଓ. ୟୁ .ଏ. ଟି.)କଲେଜ, ପରମାନଦପୁର, ମେଦିନୀପୁର ଛକ, ଆମ୍ୱେଦକ ଛକ ପର୍ଯ୍ୟନ୍ତ ଓ ଟାଉନ ଥାନା ସମ୍ପୂର୍ଣ ଅଞ୍ଚଳ କୁ ୧୪୪ଧାରା ଲାଗୁ କରାଯାଇଛି l