୨୪ ଘଣ୍ଟାରେ ୫୪୩ କରୋନା ପଜିଟିଭ୍ ଚିହ୍ନଟ ,ସଂକ୍ରମିତଙ୍କ ସଂଖ୍ୟାରେ ସବୁଠୁ ଆଗରେ ଗଞ୍ଜାମ

ଜଗତସିଂହପୁର ଜିଲ୍ଲାରେ ୪ ନୂଆ କରୋନା ପଜିଟିଭି ଚିହ୍ନଟ

#ଜଗତସିଂହପୁର_ଜିଲ୍ଲାରେ_୪_ନୂଆ_କରୋନା_ପଜିଟିଭି_ଚିହ୍ନଟ         ଜଗତସିଂହପୁର  : କରୋନା ଭୁତାଣୁ ପ୍ରତିଦିନ ବିଶ୍ୱରେ ମୁଣ୍ଡ ନେଇଚାଲି ଥିବାବେଳେ ଓଡିଶା ମଧ୍ୟ କରୋନା କବଳରୁ ବାଦ ପଡ଼ିନାହିଁ । ପ୍ରତିଦିନ ପଜିଟିଭି ସଂଖ୍ୟା ବୃଦ୍ଧି ପାଉଛି । ସେହିପରି ରବିବାର  ଜଗତସିଂହପୁର ଜିଲ୍ଲାରେ ୪ ଜଣ ନୂଆ କରୋନା ପଜିଟିଭି କୁ ମିଶାଇ ଜିଲ୍ଲାରେ ୨୭୨ ସଂଖ୍ୟାରେ ପହଂଚିଲାଣି । ସେଥିମଧ୍ୟରୁ ୧୬୮ଣ ସୁସ୍ଥ ହୋଇ ଫେରିଥିବାବେଳେ ୧୦୪ଜଣ ଚିକିତ୍ସାଧୀନ ଅଛନ୍ତି । ର ଚିହ୍ନଟ ୪ଜଣ ମଧ୍ୟରୁ   ରଘୁନାଥପୁର ବ୍ଲକ […]

Continue Reading
ଚୋରା ଚାଲାଣ ହେଉଥିବା ୨୦୦୦ ଲିଟର କିରୋସିନ ଜବତ କଲେ ଗ୍ରାମବାସୀ

ଚୋରା ଚାଲାଣ ହେଉଥିବା ୨୦୦୦ ଲିଟର କିରୋସିନ ଜବତ କଲେ ଗ୍ରାମବାସୀ

#୨୦୦୦_ଲିଟର_କିରୋସିନ_ଜବତକଲେ_ଗ୍ରାମବାସୀ              ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତେନ୍ତୁଳିବେଳରି ନଗରପଡ଼ାରେ କିରୋସିନ ଚୋରା ଚାଲାଣ ବେଳେ ଗ୍ାମବାସୀ ୨୦୦୦ଲିଟର ଧରିଛନ୍ତି। ଜିଲ୍ଲାରେ କିଛି ଦିନ ହେବ କିରୋସିନ ଚୋରା ଚାଲାଣ ହେଉଥିବାରଅଭିଯୋଗ ଶୁଣିବାକୁ ମିଳୁଥିଲା। ହେଲେ ଗତ ରାତିରେ ଅନ୍ଧାରର ସୁଯୋଗ ନେଇ ଚୋରା ଚାଲାଣ କରାଯାଉଥିବା ବେଳେ ଗ୍ରାମବାସୀଙ୍କ ନଜରରେ ଧରାପଡିଛି। ଏକ ଗାଡ଼ିରେ ୮ ଟା ବ୍ୟାରେଲ ଓ ୩ ଟି ଜାରରେ ପାଖାପାଖି ୨୦୦୦ ଲିଟର କିରୋସିନ ପଡିଛି । ଏତେ ପରିମାଣରେ […]

Continue Reading
ଜଗତସିଂହପୁରରେ ୩୩ କରୋନା ପଜିଟିଭ୍‌,୧୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଜଗତସିଂହପୁରରେ ୩୩ କରୋନା ପଜିଟିଭ୍‌,୧୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

#ଜଗତସିଂହପୁରରେ_୩୩_କରୋନା_ପଜିଟିଭ୍‌          ଜଗତସିଂହପୁର :  ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୩୩ ଜଣ କରୋନା ପଜିଟିଭ୍‌ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଛି।  ଏଥିମଧ୍ୟରୁ ୬୮ଜଣ ସୁସ୍ଥ ହୋଇଥିବା ବେଳେ ଅବଶିଷ୍ଟ ୬୨ଜଣ ଚିକିତ୍ସାଧୀନ ଅଛନ୍ତି । ବୁଧବାର ଚିହ୍ନଟ ୩୩ଜଣଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକ ଅଞ୍ଚଳର ୮ ଜଣ ଥିବାବେଳେ କୁଜଙ୍ଗର ୩, ନାଉଗାଁ ୧୮, ରଘୁନାଥପୁର ୨ ଓ ତିର୍ତ୍ତୋଲ ବ୍ଲକ […]

Continue Reading
ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମନ୍ଦିରରେ ସ୍ନାନଯାତ୍ରା

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମନ୍ଦିରରେ ସ୍ନାନଯାତ୍ରା

#ଜଗତସିଂହପୁର_ଜିଲ୍ଲାର_ବିଭିନ୍ନ_ମନ୍ଦିରରେ_ସ୍ନାନଯାତ୍ରା            ଜଗତସିଂହପୁର  : ମହାମାରୀ କରୋନା ପାଇଁ ରାଜ୍ୟ ସରକାରଙ୍କ   କରୋନା ସହିତ ଲଢେଇ କରି ଜନସାଧାରଣଙ୍କ ଜୀବନ ରକ୍ଷା ପାଇଁ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟରେ ଶୁକ୍ରବାର ଜଗତରନାଥ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଭକ୍ତଙ୍କ ଅନୁପସ୍ଥିତରେ ନିରାଡ଼ମ୍ବର ଭାବରେ ଶେଷ ହୋଇଛି । ଜିଲ୍ଲାର ସିଦ୍ଧାଳ ଠାରେ ଅବସ୍ଥିତ ମନ୍ଦିରର ପରମ୍ପରା ଅନୁଯାୟୀ ଜିଲ୍ଲାର ଜିଲ୍ଲାପାଳ ମନ୍ଦିର ରାଜା ଭାବେ ଛେରାପହଁରା କରନ୍ତି । କିନ୍ତୁ […]

Continue Reading
ଜଗତସିଂହପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟ ବୈଠକ

ଜଗତସିଂହପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟ ବୈଠକ

#ଜିଲ୍ଲାସ୍ତରୀୟ_ପ୍ରାକୃତିକ_ବିପର୍ଯ୍ୟୟ_କମିଟ_ବୈଠ         ଜଗତସିଂହପୁର  :   ଜଗତସିଂହପୁର ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ  ରଘୁନନ୍ଦନ ଦାସ କହିଲେ ଯେ, ମହାନଦୀ ଓ କାଠଯୋଡ଼ି ମଧ୍ୟଭାଗରେ ଜଗତସିଂହପୁର ଜିଲ୍ଲା ଅବସ୍ଥିତ । ବନ୍ୟା ହେଲେ ଏ ଜିଲ୍ଲାର ଅଧିକାଂଶ ଅଂଚଳ ଜଳମଗ୍ନ ହୋଇଯାଏ । ଜିଲ୍ଲା ପାଇଁ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ବନ୍ୟା ସମୟରେ […]

Continue Reading
ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଶିଳ୍ପସଚିବଙ୍କ ସମୀକ୍ଷା

ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଶିଳ୍ପସଚିବଙ୍କ ସମୀକ୍ଷା

#ସମ୍ଭାବ୍ୟ_ବାତ୍ୟାର_ମୁକାବିଲା_ନିମନ୍ତେ_ଶିଳ୍ପସଚିବଙ୍କ_ସମୀକ୍ଷା           ଜଗତସିଂହପୁର : ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ଦାୟୀତ୍ୱରେ ଥିବା  ଶିଳ୍ପ ବିଭାଗର ଶାସନ ସଚିବ ହେମନ୍ତ କୁମାର ଶର୍ମା ସୋମବାର ସଦଭାବନା ଗୃହରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକରେ ଆଲୋଚନା କରିଥିଲେ । ବାତ୍ୟା ପୂର୍ବରୁ କିପରି  ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯିବ ସାମାଜିକ ଦୂରତା ରକ୍ଷା କରି ଲୋକଙ୍କୁ ଥଇଥାନ କରାଇବା , ଖାଇବା ପିଇବା ,ପଶୁ ଖାଦ୍ୟ , ପଲିଥିନ , ଡଙ୍ଗା […]

Continue Reading
ଅଦିନିଆ ବର୍ଷା ହେକ୍ଟର ହେକ୍ଟର ମୁଗ ବିରି ଫସଲ ଉଜାଡିଲା

ଅଦିନିଆ ବର୍ଷା ହେକ୍ଟର ହେକ୍ଟର ମୁଗ ବିରି ଫସଲ ଉଜାଡିଲା

#ଅଦିନିଆ_ବର୍ଷା_ହେକ୍ଟର_ହେକ୍ଟର_ମୁଗ_ବିରି_ଫସଲ_ଉଜାଡିଲା               ଜଗତସିଂହପୁର  : କରୋନା ଭୁତାଣୁ କୁ ହରାଇବା ପାଇଁ ସରକାର ସଟଡାଉନ ଓ ଲକ ଡାଉନ କରି ସାମାଜିକ ଦୂରତା ରକ୍ଷା କରି ଓଡିଶା ସ୍ଥିତି କୁ ଠିକ ଠାକ ରଖିବା ସହ କରୋନା ସହ ଲଢେ଼ଇ ଜାରି ରଖିଥିବା ବେଳେ ଚାଷୀ ବିଲରେ କରିଥିବା ପନିପରିବା ଠିକ ସମୟରେ ବିକ୍ରି କରିନପାରି ଉଚିତ ମୂଲ୍ୟ ପାଇପାରୁନାହିଁ ।  ରବି ଫସଲ ଅମଳ ସମୟରେ  ଅଦିନିଆ ବର୍ଷା ଯୋଗୁଁ ଚାଷୀ  ମୁଗ ବିରି ବିଲରୁ ଘରକୁ […]

Continue Reading
ଭୁବନେଶ୍ୱର ଲଷ୍ମୀସାଗର ରୁ ଆସି କ୍ବାରେଣ୍ଟାଇନରେ ଥିବା ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର ଲଷ୍ମୀସାଗର ରୁ ଆସି କ୍ବାରେଣ୍ଟାଇନରେ ଥିବା ମହିଳାଙ୍କ ମୃତ୍ୟୁ

 #କ୍ବାରେଣ୍ଟାଇନରେ_ଥିବା_ମହିଳାଙ୍କ_ମୃତ୍ୟୁ         ଜଗତସିଂହପୁର :   ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକର ୧୯ଟି ,ମୁଖ୍ୟାସ୍ବାସ୍ଥ୍ୟ କେନ୍ଦ୍ର ଗୋଟିଏ ଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ୩ଟି କ୍ବାରେଣ୍ଟାଇନ ହଲ କରାଯାଇଥିବାବେଳେ ରାଢଙ୍ଗ ରେ ବାହାର ରାଜ୍ୟରୁ ଆସିଥିବା ଜଣେ ଓ ଜୟଷୋଳ ରେ ଭୁବନେଶ୍ୱର ଲଷ୍ମୀସାଗରରୁ ଆସିଥିବା ୨ଜଣଙ୍କୁ ରଖାଯାଇଥିଲା । ଜୟଷୋଳ କ୍ୱାରେଣ୍ଟାଇନ ହଲରେ ଥିବା ୨ଜଣଙ୍କ ମଧ୍ୟରୁ ରଣହତା ଗ୍ରାମର ସୁରେନ୍ଦ୍ର ସ୍ଵାଇଁଙ୍କର ସ୍ତ୍ରୀ ଶାନ୍ତିଲତା ସ୍ଵାଇଁ( ୫୮)କର୍କଟ ରୋଗରେ ପୀଡିତ […]

Continue Reading

ପାରାଦୀପ ଠାରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ ୧୯ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ଆଜି

#ପାରାଦୀପ_ଠାରେ_୧୦୦_ଶଯ୍ୟା_ବିଶିଷ୍ଟ_କୋଭିଡ_୧୯_ସ୍ୱାସ୍ଥ୍ୟ_କେନ୍ଦ୍ର_କାର୍ଯ୍ୟକ୍ଷମ_ହେବ_ଆଜି            ଜଗତସିଂହପୁର  : ( ମହେଶ୍ବର ତ୍ରିପାଠୀ )        ଜଗତସିଂହପୁର ଜିଲ୍ଲା ପାରାଦୀପ ଠାରେ ଥିବା ବିଜୁ ଯାତ୍ରୀନିବାସ ରେ ସୋମବାର ଠାରୁ ୧୦୦  ଶଯ୍ୟା ବିଶିଷ୍ଟ କୋଭିଡ ୧୯ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।ଏ ନିମନ୍ତେ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି ।ଏହି ତ୍ରିପାକ୍ଷିକ ଚୁକ୍ତିନାମା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ,ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ପୋର୍ଟ […]

Continue Reading
ତିନି ଶକ୍ତିପୀଠ ସମେତ ପଞ୍ଚସଖା ମହାପୁରୁଷ ଭକ୍ତିପୀଠରେ ୧୪୪ ଜାରୀ

ତିନି ଶକ୍ତିପୀଠ ସମେତ ପଞ୍ଚସଖା ମହାପୁରୁଷ ଭକ୍ତିପୀଠରେ ୧୪୪ ଜାରୀ

#ତିନି_ଶକ୍ତିପୀଠ_ସମେତ_ପଞ୍ଚସଖା_ମହାପୁରୁଷ_ଭକ୍ତିପୀଠରେ_୧୪୪_ଜାରୀ          ଜଗତସିଂହପୁର      :   ଜଗତସିଂହପୁର ଜିଲ୍ଲାର ତିନି ପ୍ରମୁଖ ଶକ୍ତି ପୀଠ ସମେତ ଗୋଟିଏ ଭକ୍ତି ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଦିନ ପାଇଁ ୧୪୪ ଧାରା ଜାରୀ କରାଯାଇଛି ।  ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ସେହି ପୀଠ ଗୁଡିକ ହେଲା ବାଲିକୁଦା ପରହାଟ ସ୍ଥିତ ଭଗବତୀ ମନ୍ଦିର, ତିର୍ତ୍ତୋଲ ଥାନା ଅନ୍ତର୍ଗତ ଝଙ୍କଡ଼ ଶାରଳା ପୀଠ, ପାରାଦ୍ୱୀପର ଶାରଳା ମନ୍ଦିର ଏବଂ […]

Continue Reading