କରୋନାକୁ ନେଇ ମିଛ ପ୍ରଚାର କରି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗିରଫ

କରୋନାକୁ ନେଇ ମିଛ ପ୍ରଚାର କରି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗିରଫ

#କରୋନାକୁ_ନେଇ_ମିଛ_ପ୍ରଚାର_କରି_ପୂର୍ବତନ_ବ୍ଲକ୍_ଅଧ୍ୟକ୍ଷ_ଗିରଫ      ଜଗତସିଂହପୁର  : କରୋନାକୁ ନେଇ ସୋସିଆଲ ମିଡିଆରେ ମିଛ ପ୍ରଚାର କରିବା ଅଭିଯୋଗରେ ଏରସମାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମାନସରଞ୍ଜନ ସେଠୀଙ୍କ ସମେତ ପୂର୍ବତନ ସରପଞ୍ଚ ଦୀପକ ଦାସ, ଉମେଶ ରାଉତ ଓ ଜ୍ୟୋତି ପ୍ରକାଶ ସାହୁ ଗିରଫ ହୋଇଥିବା ଜଣାଯାଇଛି। ରାଜ୍ୟ ବାହାରୁ ଆସିଥିବା ଜଣେ ଲୋକ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ବେଳେ ଉକ୍ତ ଲୋକଟି କରୋନା ସଂକ୍ରମିତ ବୋଲି ସେମାନେ ହ୍ବାଟସଅପ୍ ଗ୍ରୁପ୍ ଏବଂ ଫେସବୁକ୍ ଜରିଆରେ ଅପପ୍ରଚାର କରିଥିଲେ।ଗତକାଲି […]

Continue Reading
ପାରାଦୀପରେ ସ୍ୱାମୀ-ସ୍ତ୍ରୀଙ୍କୁ କରୋନା ସନ୍ଦେହ

ପାରାଦୀପରେ ସ୍ୱାମୀ-ସ୍ତ୍ରୀଙ୍କୁ କରୋନା ସନ୍ଦେହ

#ପାରାଦୀପରେ_ସ୍ୱାମୀ-ସ୍ତ୍ରୀଙ୍କୁ_କରୋନା_ସନ୍ଦେହ    ପାରାଦୀପ :   ପାରାଦୀପରେ ୨ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ। ସିଙ୍ଗାପୁରରୁ ପାରାଦୀପ ଅଭିମୁଖେ ଆସିଥିବା ଏକ ଜାହାଜର ଜଣେ କ୍ରିଉ ମେମ୍ବରକୁ କରୋନା ହୋଇଥିବା ସନ୍ଦେହ କରାଯାଉଛି। ଆଜି ପାରାଦୀପ ବନ୍ଦରରେ ବର୍ଥିଙ୍ଗ୍ କରିଥିବା ଜାହାଜ ଏମ୍.ଟି. କେମଷ୍ଟାର ସ୍ଟେଲାରର କ୍ରିଉ ମେମ୍ବରଙ୍କ ଠାରେ କରୋନା ଲକ୍ଷଣ ଥିବା ସନ୍ଦେହ କରାଯାଇଛି। ତାଙ୍କ ସହ ସ୍ତ୍ରୀ ଆସିଥିଲେ ମଧ୍ୟ ତାଙ୍କ ଶରୀରରେ କରୋନା ଅଛି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରାଯାଉଛି। ଉଭୟଙ୍କୁ […]

Continue Reading
ଦେଶରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୭୨୪ରେ ପହଂଚିଲା

ପାରାଦୀପରେ ‘କରୋନା’ ସନ୍ଦିଗ୍ଧ

#ପାରାଦୀପରେ_କରୋନା_ସନ୍ଦିଗ୍ଧ    ପାରାଦୀପ : ସିଙ୍ଗାପୁରରୁ ଆସି ପାରାଦୀପ ବନ୍ଦରରେ ଆଜି ଲାଗିଥିବା ଏକ ଜାହାଜରେ ଦୁଇ ଜଣ ‘କରୋନା’ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ସେମାନେ ସ୍ୱାମୀ ଓ ସ୍ତ୍ରୀ ବୋଲି ଜଣାପଡ଼ିଛି।  ସେମାନଙ୍କଠାରେ କରୋନା ଭାଇରସ୍‌ର କିଛିଟା ଲକ୍ଷଣ ଦେଖାଦେଇଛି। ଏନେଇ ସୂଚନା ପାଇବା ପରେ ବନ୍ଦର ଚିକିତ୍ସାଳୟର ଡାକ୍ତରୀ ଟିମ୍ ଜାହାଜରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି। ବନ୍ଦର ଅଧ୍ୟକ୍ଷ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି। ବନ୍ଦର କର୍ତ୍ତୃପକ୍ଷ ଉଭୟଙ୍କୁ କଟକ ପଠାଇବାର ବ୍ୟବସ୍ଥା କରୁଥିବାର […]

Continue Reading
ଟ୍ରକ ଧକ୍କାରେ ୧୦ମ ଶ୍ରେଣୀ ଛାତ୍ର ମୃତ

ଟ୍ରକ ଧକ୍କାରେ ୧୦ମ ଶ୍ରେଣୀ ଛାତ୍ର ମୃତ

#ଟ୍ରକ_ଧକ୍କାରେ_୧୦ମ_ଶ୍ରେଣୀ_ଛାତ୍ର_ମୃତ  ପାରାଦୀପ : ପାରାଦୀପ୍ ଲକ୍ ଥାନା ସମ୍ମୁଖରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ  ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଗତସିଂହପୁର ଏରସମା କୋଠୀ ଅଞ୍ଚଳର କୁନା ମଲ୍ଲିକଙ୍କ ପୁଅ ଜଗନ୍ନାଥ ବୋଲି ଜଣାପଡିଛି ।  ଜଗନ୍ନାଥ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିଲେ। ଶନିବାର ଦିନ ଜଗନ୍ନାଥ କୌଣସି କାମରେ ଏକ ତାଙ୍କ ମଉସା ଘର ପାରାଦୀପ ଗଡ ଗ୍ରାମକୁ ଯାଇଥିଲେ। ରାସ୍ତାରେ ଆସୁଥିବା ସମୟରେ ହଠାତ ଏକ ଟ୍ରକ […]

Continue Reading
୨ ଦିନ ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ

୨ ଦିନ ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ

#୨_ଦିନ_ପରେ_ମିଳିଲା_ନିଖୋଜ_ନାବାଳକଙ୍କ_ମୃତଦେହ   ଜଗତସିଂହପୁର(ମହେଶ୍ବର ତ୍ରିପାଠୀ): ଦୁଇ ଦିନ ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଘାଟରେ ଗାଧୋଉଥିବା ବେଳେ ନାବାଳକଜଣକ ଗତ ଗୁରୁବାରଠୁ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କିଛି ପତ୍ତା ମିଳିପାରିନଥିଲା। ଆଜି ସକାଳୁ ପାଣିରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟଲୋକେ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ମୃତଦେହ ନିଖୋଜ ନାବାଳକଙ୍କର ବୋଲି ସୂଚନା ମିଳିଛି। ତାଙ୍କ ନାଁ ରୁଦ୍ର ନାରାୟଣ […]

Continue Reading
#ପୂର୍ବତନ_ବିଧାୟକ_ବିଜୟ_ନାୟକଙ୍କ_ପରଲୋକ

ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ପରଲୋକ

#ପୂର୍ବତନ_ବିଧାୟକ_ବିଜୟ_ନାୟକଙ୍କ_ପରଲୋକ   ଜଗତସିଂହପୁର : (ମହେଶ୍ବର ତ୍ରିପାଠୀ) ପୂର୍ବତନ  କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଶ୍ରୀ ନାୟକ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୯ଟା ୪୫ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ […]

Continue Reading

ଇଂଜିନିୟରଙ୍କ ମହାନତା : ୪୦ଲକ୍ଷ ଟଙ୍କାର ଜମି କିଣିଲେ , ୨୩ଜଣ ଭୂମିହୀନ ଗରିବ ଆଦିବାସୀଙ୍କ ପାଇଁଙ୍କୁ ବାଣ୍ଟିଦେଲେ

ଜଗତସିଂହପୁର : ( ମହେଶ୍ବର ତ୍ରିପାଠୀ ) ପେଶାରେ ଇଞ୍ଜିନିୟର ହେଲେ ନିଶା ସମାଜର ଗରିବ ଗୁରୁବାଙ୍କ ସେବା । ଏଭଳି ମହାନତା ପାଇଁ ଏବେ ଜଗତସିଂହପୁର ବ୍ଲକ ଖେରାସ ଅ‌ଞ୍ଚଳର ଇଞ୍ଜିନିୟର ପ୍ରୀତିରଞ୍ଜନ ମହାରଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଜମି ପାଇଁ ବାପ–ପୁଅ ଓ ଭାଇ ଭାଇ ମଧ୍ୟରେ ଲଢେ଼ଇ ହେଉଛି। ରକ୍ତାକ୍ତ ସଂଘର୍ଷ ଘଟୁଛି। ମାମଲା କୋର୍ଟ କଚେରିରେ ଗଡୁଛି। କିନ୍ତୁ ପ୍ରୀତିରଞ୍ଜନ ଜମି କିଣି ଗରିବ ଆଦିବାସୀ ଭୂମିହୀନଙ୍କୁ ବାଣ୍ଟି […]

Continue Reading

ଟ୍ରକ୍‌ ପଛରେ ପିଟି ହେଲା କାର୍‌ :ଜଣଙ୍କର ମୃତ୍ୟୁ

ପାରାଦୀପ : କଟକ-ପାରାଦୀପ ରାସ୍ତାର ଲୋକନାଥ ଗଡ଼ା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ କାର୍‌ଟିଏ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତକ ହେଲେ ସାରଦା ପ୍ରସନ୍ନ ସ୍ୱାଇଁ। ତାଙ୍କ ଘର ପାରାଦୀପର ନୂଆବଜାର ଅଞ୍ଚଳରେ। ଆହତ ଶିବ ପ୍ରସାଦ ସିଂ ଓ ଦୀପକ ଜେନାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ବିଜୟ କୁମାର ସାହୁଙ୍କୁ […]

Continue Reading

କରୋନା ଭାଇରସ ପାଇଁ ପାରାଦୀପ ବନ୍ଦରରେ ଆଲର୍ଟ

ପାରାଦୀପ: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ପାରାଦୀପ ବନ୍ଦରରେ ସୋମବାର ଆଲର୍ଟ ଜାରି କରାଯାଇଛି। ଏହାପରେ ଜଗତସିଂହପୁର  ଜିଲ୍ଲାପାଳ ଓ  ବନ୍ଦରର ମୁଖ୍ୟଚିକିତ୍ସା ଅଧିକାରୀ ପୋର୍ଟ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଅନ୍ୟ ପକ୍ଷରେ ପାରାଦୀପ ବନ୍ଦରର ୪ ନମ୍ବର ଗେଟ୍‌ରେ ସ୍କାନର ଲଗା ଯାଇଛି। ବିଦେଶରୁ ଆସୁଥିବା ଜାହାଜର କର୍ମଚାରୀଙ୍କ ପରୀକ୍ଷା ପରେ ସେମାନଙ୍କୁ ବନ୍ଦର ଅଞ୍ଚଳକୁ ଛଡ଼ାଯିବ। ସେହିପରି  କରୋନା ଭୂତାଣୁ […]

Continue Reading

ଦୁଷ୍କର୍ମ ଉଦ୍ୟମ କରି କଙ୍ଗାରୁ କୋର୍ଟରେ ତଣ୍ଡ ଗଣିଲେ ଯୁବକ

ଜଗତସିଂହପୁର :  ( ମହେଶ୍ବର ତ୍ରିପାଠୀ ) ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଲା ଅଭିଯୁକ୍ତ। ଗ୍ରାମବାସୀମାନେ ଅଭିଯୁକ୍ତକୁ ଧରିବା ପରେ ନିସ୍ତୁକ ମାଡ ମାରିବା ସହ କଙ୍ଗାରୁ କୋର୍ଟରେ ଜୋରିମାନା ଲଗାଯାଇଛି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓଟି ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ଥିବା ଏକ ରେଳଓ୍ବେ ଲେବଲକ୍ରସିଂ ନିକଟ ରାସ୍ତାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଟିଉସନ […]

Continue Reading