ରେକର୍ଡ :୨୪ ଘଂଟାରେ ଦେଶରେ ୩୨୯୬୫ ଆକ୍ରାନ୍ତ ୬୦୬ ଜଣଙ୍କର ମୃତ୍ୟୁ

ରେକର୍ଡ :୨୪ ଘଂଟାରେ ଦେଶରେ ୩୨୯୬୫ ଆକ୍ରାନ୍ତ ୬୦୬ ଜଣଙ୍କର ମୃତ୍ୟୁ

#ରେକର୍ଡ_୨୪_ଘଂଟାରେ_ଦେଶରେ_୩୨୯୬୫_ଆକ୍ରାନ୍ତ       ନୂଆଦିଲ୍ଲୀ  : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୨୯୬୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହା ସହିତ କରୋନା ମାମଲା ସଂଖ୍ୟା ୯୬୮୮୭୬ କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟା ମଧ୍ୟରେ ୬୦୬ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ବର୍ତମାନ ୩୩୧୧୪୬ ସକ୍ରିୟ ରୋଗୀ ଅଛନ୍ତି । ଏଥି ସହିତ ବର୍ତମାନ ସୁଦ୍ଧା ୨୪୯୧୫ […]

Continue Reading
ରାଜ୍ୟରେ ଆଉ ଦୁଇ ମୁଣ୍ଡ ନେଲା କରୋନା

ରାଜ୍ୟରେ ଆଉ ଦୁଇ ମୁଣ୍ଡ ନେଲା କରୋନା

#ରାଜ୍ୟରେ_ଆଉ_ଦୁଇ_ମୁଣ୍ଡ_ନେଲା_କରୋନା      ଭୁବନେଶ୍ୱର  : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନେ ଉଭୟ ଗଂଜାମ ଜିଲ୍ଲାର । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ […]

Continue Reading
#ରାଜ୍ୟରେ_ଆଉ_୪୯୪_କରୋନା_ଆକ୍ରାନ୍ତ_ଚିହ୍ନଟ 

ରାଜ୍ୟରେ ଆଉ ୪୯୪ କରୋନା ଆକ୍ରାନ୍ତ ଚିହ୍ନଟ

#ରାଜ୍ୟରେ_ଆଉ_୪୯୪_କରୋନା_ଆକ୍ରାନ୍ତ_ଚିହ୍ନଟ     ଭୁବନେଶ୍ୱର  :  ରାଜ୍ୟରେ ଆଜି ଆଉ ୪୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୫୩୯୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୪୯୪ ଜଣଙ୍କ ମଧ୍ୟରୁ ୩୨୨ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୭୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ […]

Continue Reading
କଟକ ଏସସିବିରେ କୋଭିଡ଼ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ, ମାଗଣାରେ ଉପଲବ୍ଧ ହେବ ପ୍ଲାଜମା ଥେରାପି

କଟକ ଏସସିବିରେ କୋଭିଡ଼ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ, ମାଗଣାରେ ଉପଲବ୍ଧ ହେବ ପ୍ଲାଜମା ଥେରାପି

#କଟକ_ଏସସିବିରେ_କୋଭିଡ଼_ପ୍ଲାଜମା_ବ୍ୟାଙ୍କ_ଉଦ୍ଘାଟିତ             ଭୁବନେଶ୍ୱର    :   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ କଟକ ଏସ.ସି.ବି ମେଡ଼ିକାଲ କଳେଜରେ କୋଭିଡ଼ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ କରଥବବା ଦେଶର ସ୍ୱଳ୍ପ କେତେକ ରାଜ୍ୟ ମାନଙ୍କ କ୍ଳବ୍ରେ ଓଡ଼ିଶା ସାମିଲ ହୋଇପାରିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଏହି ବ୍ୟବସ୍ଥା ଗ୍ରହଣ କରିବାରେ ଓଡ଼ିଶା ହେଉଛି ଦେଶର ତୃତୀୟ […]

Continue Reading
ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ , ପାସ୍ ହାର ୯୧.୪୬%,ଭୁବନେଶ୍ୱର ରିଜିଅନରେ ୯୩.୨୦ % ଛାତ୍ରଛାତ୍ରୀ ପାସ୍

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ , ପାସ୍ ହାର ୯୧.୪୬%,ଭୁବନେଶ୍ୱର ରିଜିଅନରେ ୯୩.୨୦ % ଛାତ୍ରଛାତ୍ରୀ ପାସ୍

#ପ୍ରକାଶ_ପାଇଲା_ସିବିଏସଇ_ଦଶମ_ରେଜଲ୍ଟ       ଭୁବନେଶ୍ୱର    : ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷର ପାସହାର ୯୧.୪୬ ପ୍ରତିଶତ ରହିଛି । ମୋଟ୧୭ ଲକ୍ଷ ୧୩ ହଜାର ୧୨୧ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୂର୍ବବର୍ଷ ଅପେକ୍ଷା ପାସ ହାର ୦.୩୬ ପ୍ରତିଶତ ଅଧିକ […]

Continue Reading
ଗୋ୧୯ ଜିଲ୍ଲାରୁ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଗୋଟିଏ ଦିନରେ ଭୁବନେଶ୍ୱରରୁ ରେକର୍ଡ ସଂଖ୍ୟକ ୯୦ ଜଣ କରୋନା ପଜିଟିଭ୍

#ଭୁବନେଶ୍ୱରରୁ_ରେକର୍ଡ_ସଂଖ୍ୟକ_୯୦_କରୋନା_ପଜିଟିଭ୍            ଭୁବନେଶ୍ୱର  : କରୋନା ଆକ୍ରାନ୍ତ ଚିହ୍ନଟରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର । ବୁଧବାର ଗୋଟିଏ ଦିନରେ ଭୁବନେଶ୍ୱରରୁ ରେକର୍ଡ ସଂଖ୍ୟକ ୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୯୦ ଟି ମାମଲା ମଧ୍ୟରୁ ୬୩ ଟି କ୍ୱାରେଂଟାଇନ୍ ମାମଲା ହାଇଥିବା ବେଳେ ୨୭ଟି ଲୋକାଲ କଂଟାକ୍ଟ କେସ୍ ରହିଛି । ଅନ୍ୟପକ୍ଷରେ ୨୪ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ଭୁବନେଶ୍ୱରର […]

Continue Reading
ରାଜ୍ୟରେ ଆଉ ତିନିି ଜଣଙ୍କର କରୋନାରେ ମୃତ୍ୟୁ

ରାଜ୍ୟରେ ଆଉ ତିନିି ଜଣଙ୍କର କରୋନାରେ ମୃତ୍ୟୁ

#ରାଜ୍ୟରେ_ଆଉ_ତିନିି ଜଣଙ୍କର_କରୋନାରେ_ମୃତ୍ୟୁ      ଭୁବନେଶ୍ୱର  : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୭ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ୨ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଭୁବନେଶ୍ୱରର […]

Continue Reading
ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୪୮୯୮ କୁ ବୃଦ୍ଧି

ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୪୮୯୮ କୁ ବୃଦ୍ଧି

#ଆଉ_୬୧୮_କରୋନା_ଆକ୍ରାନ୍ତ_ଚିହ୍ନଟ        ଭୁବନେଶ୍ୱର   :  ରାଜ୍ୟରେ ଆଜି ଆଉ ୬୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୪୮୯୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୬୧୮ ଜଣଙ୍କ ମଧ୍ୟରୁ ୪୧୧ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨୦୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ […]

Continue Reading
ବିଶ୍ୱ ଶାନ୍ତି ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସଂପର୍କ ଗୁରୁତ୍ୱପୂର୍ଣ୍ଣ

ବିଶ୍ୱ ଶାନ୍ତି ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସଂପର୍କ ଗୁରୁତ୍ୱପୂର୍ଣ୍ଣ

#ବିଶ୍ୱ_ଶାନ୍ତି_ପାଇଁ_ଭାରତ_ଓ_ୟୁରୋପୀୟ_ସଂଘ_ମଧ୍ୟରେ_ସଂପର୍କ_ଗୁରୁତ୍ୱପୂର୍ଣ୍ଣ      ନୂଆଦିଲ୍ଲୀ : ପଂଚଦଶ ଭାରତ-ୟୁରୋପୀୟ ସଂଘ (ଭର୍ଚୁଆଲ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି ।ସେ କହିଛନ୍ତି ଯେ କୋଭିଡ-୧୯ କାରଣରୁ ମାର୍ଚ୍ଚରେ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ (ଇଣ୍ଡିଆ-ଇୟୁ ସମ୍ମିଟ)କୁ ସ୍ଥଗିତ କରିବାକୁ ପଡିଥିଲା । ତେବେ ସେ ଯାହା ହେଉ ଭଲକଥା ହେଲା ଆଜି ଆମେ ଭର୍ଚୁଆଲ ମାଧ୍ୟମରେ ଏକତ୍ର ହୋଇପାରିଛନ୍ତି । ସର୍ବପ୍ରଥମେ ମୁଁ ୟୁରୋପରେ କରୋନା ଭୂତାଣୁ ଦ୍ୱାରା ହୋଇଥିବା କ୍ଷତି ପାଇଁ ସମବେଦନା […]

Continue Reading
ଭୟଙ୍କର ରୁପ ନେଉଛି କରୋନା : ୨୪ ଘଣ୍ଟାରେ ୨୯,୪୨୯ ସଂକ୍ରମିତ, ୫୮୨ ମୃତ

ଭୟଙ୍କର ରୁପ ନେଉଛି କରୋନା : ୨୪ ଘଣ୍ଟାରେ ୨୯,୪୨୯ ସଂକ୍ରମିତ, ୫୮୨ ମୃତ

#୨୪_ଘଣ୍ଟାରେ_୨୯,୪୨୯_ସଂକ୍ରମିତ,_୫୮୨_ମୃତ       ନୂଆଦିଲ୍ଲୀ :  ଭୟଙ୍କର ହେଉଛି କରୋନା ସ୍ଥିତି। ଦେଶରେ ପ୍ରତିଦିନ  ଆକ୍ରାନ୍ତଙ୍କ ସଂଖ୍ୟା  ବଢିବାରେ ଲାଗିଛି । ବୁଧବାର ପୁଣି ୨୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୯ ଲକ୍ଷ ୩୬ ହଜାରରେ ପହଞ୍ଚିଛି।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮୨ ଜର କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୨୪ ହଜାର ଟପିଛି […]

Continue Reading