ଚିନ୍ତା ବଢାଉଛି ଗଞ୍ଜାମ , ମୁକାବିଲା ପାଇଁ ଗଲେ ୧୩୦ ଡାକ୍ତର, ୫ ଓଏଏସ ଅଧିକାରୀ

ଚିନ୍ତା ବଢାଉଛି ଗଞ୍ଜାମ , ମୁକାବିଲା ପାଇଁ ଗଲେ ୧୩୦ ଡାକ୍ତର, ୫ ଓଏଏସ ଅଧିକାରୀ

#ଚିନ୍ତା_ବଢାଉଛି_ଗଞ୍ଜାମ         ଭୁବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେଉଛି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୩୫ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫୮୮ ଥିବାବେଳେ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚିଛି ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଜିଲ୍ଲାରେ […]

Continue Reading
ବୁଧବାର ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ବୁଧବାର ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

#ବୁଧବାର_ପ୍ରକାଶ_ପାଇବ_ସିବିଏସ୍‌ଇ_ଦଶମ_ପରୀକ୍ଷା ଫଳ             ନୂଆଦିିଲ୍ଲୀ : ଆସନ୍ତାକାଲି ପ୍ରକାଶ ପାଇବ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍(ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ। ସିବିଏସ୍‌ଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବାର ଥିଲା ମାତ୍ର ତାହା ବୁଧବାର ପ୍ରକାଶ ପାଇବ ବୋଲି ସୂଚନା ରହିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ନିଶଙ୍କ ଟୁଇଟ କରି ଏହି  ସୂଚନା ଦେଇଛନ୍ତି । ଗତକାଲି ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇସାରିଛି। ପୂର୍ବଭଳି ଦଶମ ଶ୍ରେଣୀ […]

Continue Reading
ଓଡ଼ିଶା, ଆନ୍ଧ୍ର‌ପ୍ରଦେଶ,ବିହାର ଓ ଗୋଆରେ ପ୍ରବଳ ବର୍ଷା

ଓଡ଼ିଶା, ଆନ୍ଧ୍ର‌ପ୍ରଦେଶ,ବିହାର ଓ ଗୋଆରେ ପ୍ରବଳ ବର୍ଷା

#ଓଡ଼ିଶା,_ଆନ୍ଧ୍ର‌ପ୍ରଦେଶ,_ବିହାର_ଓ_ଗୋଆରେ_ପ୍ରବଳ_ବର୍ଷା               ନୂଆଦିଲ୍ଲୀ : ବିହାର, ଓଡ଼ିଶା, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, କୋଙ୍କଣ ଏବଂ ଗୋଆରେ ଜୁଲାଇ ୧୫ ତାରିଖରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ଦିନ କହିଛି। ଏହାଛଡ଼ା, ଉତ୍ତର ପ୍ରଦେଶ, ରାଜସ୍ଥାନ, ପଶ୍ଚମ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକ୍କିମ୍, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ […]

Continue Reading
ରାଜଧାନୀରୁ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀରୁ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ

#ରାଜଧାନୀରୁ_ଆଉ_୫୧_କରୋନା_ଆକ୍ରାନ୍ତ_ଚିହ୍ନଟ             ଭୁବନେଶ୍ବର   : ଭୁବନେଶ୍ବରରେ ମଙ୍ଗଳବାର ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୧୬ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏଥିସହ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୯କୁ ବୃଦ୍ଧି ହୋଇଛି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।ସୂଚନା ଅନୁଯାୟୀ, ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ୩୬୧ ଜଣ ସୁସ୍ଥ ହୋଇଥିବା […]

Continue Reading
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

#ଆଇପିଏସ_ସ୍ତରରେ_ବଡ଼ ଧରଣର_ଅଦଳବଦଳ       ଭୁବନେଶ୍ବର : ରାଜ୍ୟ ସରକାର ମଙ୍ଗଳବାର ଆଇପିଏସ ସ୍ତରରେ  ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ବିଭିନ୍ନ ଜିଲ୍ଲାର ଏସପିଙ୍କ ସହ କଟକ- ଭୁବନେଶ୍ବରର ପାଇଁ ନୂଆ ଡିସିପି ମଧ୍ୟ ନିଯୁକ୍ତ ହୋଇଛନ୍ତି। ପୁରୀ ଏସପି ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କନ୍ଧମାଳ ଏସପି  ପ୍ରତୀକ ସିଂହଙ୍କୁ କଟକ ଡିସିପି ଭାବେ ଦାୟିତ୍ବ ମିଳିଛି। ୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଆର୍‌କେ ଶର୍ମାଙ୍କୁ ଇଣ୍ଟେଲିଜେନ୍ସି ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି।  […]

Continue Reading
ବୁଧବାର ଠାରୁ ଆରମ୍ଭ ହେବ ପ୍ଲାଜମା ଥେରାପି

ବୁଧବାର ଠାରୁ ଆରମ୍ଭ ହେବ ପ୍ଲାଜମା ଥେରାପି

#ବୁଧବାର_ଠାରୁ_ଆରମ୍ଭ_ହେବ_ପ୍ଲାଜମା_ଥେରାପି        ଭୁବନେଶ୍ୱର : ବୁଧବାରଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଭୁବନେଶ୍ୱର ସମ୍‌, କିମ୍ସ ଓ କଟକ ଅଶ୍ୱିନୀରେ ପ୍ଲାଜମା ଥେରାପି ଆରମ୍ଭ ହେବ। କଟକ ଏସସିବି ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭ ହଜାର ପରୀକ୍ଷଣ କରାଯାଉଥିବା ବେଳେ ସପ୍ତାହେ ମଧ୍ୟରେ ଏହାକୁ ୯ ହଜାରକୁ ବୃଦ୍ଧି କରାଯିବ ବୋଲି […]

Continue Reading
ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟ ବିଦା, କହିଲେ ସତ୍ୟକୁ ହଇରାଣ କରାଯାଇପାରେ, ପରାଜିତ ନୁହେଁ

ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟ ବିଦା, କହିଲେ ସତ୍ୟକୁ ହଇରାଣ କରାଯାଇପାରେ, ପରାଜିତ ନୁହେଁ

#ଉପମୁଖ୍ୟମନ୍ତ୍ରୀ_ପଦରୁ_ସଚିନ_ପାଇଲଟ_ବିଦା       ଜୟପୁର : ରାଜସ୍ଥାନ ସରକାରରେ ବିଦ୍ରୋହ ସୃଷ୍ଟି କରିଥିବା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟରେ କ୍ଷମତାଶୀନ କଂଗ୍ରେସ ସରକାର। ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। ଏହା ସହିତ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦବୀରୁ ମଧ୍ୟ ବିଦା କରାଯାଇଛି। ସଚିନଙ୍କ ୨ ଘନିଷ୍ଠ ସହଯୋଗୀ ମନ୍ତ୍ରୀ ବିଶ୍ଵେନ୍ଦ୍ର ସିଂହ ଏବଂ ରମେଶ ମୀଣାଙ୍କୁ ବି ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ପାଇଲଟ୍‌ଙ୍କ ସ୍ଥାନରେ ଗୋବିନ୍ଦ ସିଂହଙ୍କୁ ନୂଆ ପିସିସି […]

Continue Reading
କରୋନା ରୋଗୀଙ୍କ ସୁବିଧା ଓ ନିରାପତ୍ତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

କରୋନା ରୋଗୀଙ୍କ ସୁବିଧା ଓ ନିରାପତ୍ତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

#କରୋନା_ରୋଗୀଙ୍କ_ସୁବିଧା_ଓ_ନିରାପତ୍ତା_ଉପରେ_ମୁଖ୍ୟମନ୍ତ୍ରୀଙ୍କ_ଗୁରୁତ୍ବ          ଭୁବନେଶ୍ବର : ମଙ୍ଗଳବାରଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ  କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ।  ଏହାସହିତ ରାଜ୍ୟର ୫ଟି ଫୋକସ୍‌ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହାସହିତ କୋଭିଡ ଯୁଦ୍ଧରେ ଆଗରେ ରହି କାର୍ଯ୍ୟ କରୁଥିବା ଯୋଦ୍ଧାମାନଙ୍କର ମନୋବଳକୁ  ଉଚ୍ଚା ରଖିବା ପାଇଁ […]

Continue Reading
୨୪ ଘଣ୍ଟାରେ ୫୪୩ କରୋନା ପଜିଟିଭ୍ ଚିହ୍ନଟ ,ସଂକ୍ରମିତଙ୍କ ସଂଖ୍ୟାରେ ସବୁଠୁ ଆଗରେ ଗଞ୍ଜାମ

୨୪ ଘଣ୍ଟାରେ ୫୪୩ କରୋନା ପଜିଟିଭ୍ ଚିହ୍ନଟ ,ସଂକ୍ରମିତଙ୍କ ସଂଖ୍ୟାରେ ସବୁଠୁ ଆଗରେ ଗଞ୍ଜାମ

#ସଂକ୍ରମିତଙ୍କ_ସଂଖ୍ୟାରେ_ସବୁଠୁ_ଆଗରେ_ଗଞ୍ଜାମ          ଭୁବନେଶ୍ବର  :   ମଙ୍ଗଳବାର ରାଜ୍ୟରେ ୫୪୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୫୪ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୮୯ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତ ମଙ୍ଗଳବାର ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ […]

Continue Reading
ଆଜିଠୁ ବ୍ରହ୍ମପୁର ସିଲ,ଜରୁରୀ ସ୍ଥଳେ ୧୦୦କଲ

ଆଜିଠୁ ବ୍ରହ୍ମପୁର ସିଲ,ଜରୁରୀ ସ୍ଥଳେ ୧୦୦କଲ

#ଆଜିଠୁ_ବ୍ରହ୍ମପୁର_ସିଲ,_ଜରୁରୀ_ସ୍ଥଳେ_୧୦୦କୁ_କଲ        ବ୍ରହ୍ମପୁର    :  ଆସନ୍ତା କାଲି ଅର୍ଥାତ ୧୪ ତାରିଖ ମଙ୍ଗଳ ବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ରହ୍ମପୁର ସହର କୁ ସିଲ କରିଦିଆଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ବି ଏମ ସି କମିସସନର ଚକ୍ରବର୍ତ୍ତୀ ସିଂ ରାଠୋର। ଏହି ସମୟରେ ବାହାର ଲୋକେ ବ୍ରହ୍ମପୁର ସହର କୁ ଓ ବ୍ରହ୍ମପୁର ଲୋକେ ସହର ବାହାର କୁ ଯାଇ ପାରିବେନି।କୋରୋନା ସଂକ୍ରମଣ  କୁରୋକିବା ପାଇଁ ବ୍ରହ୍ମପୁର ସହରର ସମସ୍ତ ପ୍ରବେଶ ପଥ କୁ […]

Continue Reading