ରୋହିତଙ୍କ ସ୍ତାନରେ ଖେଳିବେ ମୟଙ୍କ ଅଗ୍ରୱାଲ ଓ ଶୁଭମନ ଗିଲ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ହିଟମ୍ୟାନ ରୋହିତ ଶର୍ମା ଆହତ ହେବା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ଓ ଟେଷ୍ଟ ଦଳରୁ ବାଦ ପଡ଼ିଛନ୍ତି। ରୋହିତଙ୍କ ସ୍ତାନରେ ଟିମ୍ ଇଣ୍ଡିଆର ଦୁଇ ଯୁବ ଖେଳାଳି ଦଳରେ ସ୍ତାନ ପାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚପାଇଁ ରୋହିତଙ୍କ ସ୍ତାନରେ ମୟଙ୍କ ଅଗ୍ରୱାଲ ଖେଳିବାକୁ ଥିବା ବେଳେ ଟେଷ୍ଟ ସିରିଜରେ ଶୁଭମନ ଗିଲଙ୍କୁ ଚୟନ କରାଯାଇଛି। ଭାରତୀୟ କ୍ରିକେଟ ଦଳ ବୁଧବାର ଠାରୁ ନ୍ୟୁଜିଲାଣ୍ଡ […]

Continue Reading

ସକ୍ଷମ-୨୦୨୦,ଇନ୍ଧନ ସଂରକ୍ଷଣ ପାଇଁ ପଦଯାତ୍ରା

ବ୍ରହ୍ମପୁର: ଇନ୍ଧନ ସରି ସରି ଆସୁ ଥିବା ବେଳେ ଏହାର ସଂରକ୍ଷଣ ଆମର ଦାଇତ୍ୱ ।ପେଟ୍ରୋଲିୟମ ର ଅପବ୍ୟବହାର ନକରି ବର୍ତ୍ତମାନ ସଂରକ୍ଷଣ କରିବା ସମୟର ଆବଶ୍ୟକତା ବୋଲି ହେଚ ପି ସି ଏଲ ଦ୍ୱାରା ସକ୍ଷମ-୨୦୨୦ କୁ ଉଦଘାଟନ କରି ବିଭିନ୍ନ ଅତିଥି ମାନେ ଯୋଗ ଦେଇ କହି ଥିଲେ। ଏନେଇ ବିଭିନ୍ନ ସ୍କୁଲ ଓ କଲେଜ ର ପ୍ରାୟ୬୦୦ରୁ ଉର୍ଧ୍ଵ ଛାତ୍ର ଛତ୍ରୀ ପଦଯାତ୍ରା ବାହାରି ଥିଲା। ପଦଯାତ୍ରା ସ୍ଥାନୀୟ ଖଲ୍ଲିକୋଟ କଲେଜ ସମ୍ମୁଖ […]

Continue Reading

ସତ ‌ହେଲା ଭବିଷ୍ୟବାଣୀ ! ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ ବଲ୍‌ କିମ୍ବଦନ୍ତି କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ବାସ୍କେଟ ବଲ୍‌ କିମ୍ବଦନ୍ତୀ କୋବି ବ୍ରାଏଣ୍ଟଙ୍କ ରବିବାର ଦିନ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ  ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପାହଡ଼ରେ ଧକ୍କା ଖାଇ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ୧୩ ବର୍ଷର ଝିଅ ମଧ୍ୟ ପ୍ରାଣ ହରାଇଥିବା ବେଳେ ବିମାନ ଭିତରେ ଥିବା ଅନ୍ୟ ୧୩ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା। ତେବେ ୮ବର୍ଷ ପୂର୍ବରୁ କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ ହେଲିକପ୍ଟର ଦୁର୍ଘଟଣାରେ ହେବ […]

Continue Reading

ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଲା ଭାରତ

ରାଜକୋଟ୍‌: ମୁମ୍ବାଇରେ ଲଜ୍ଜାଜନକ ପରାଜୟ ପରେ ସମାଲୋଚନାର ଶିକାର ହୋଇଥିବା ଟିମ୍ ଇଣ୍ଡିଆ ରାଜକୋଟରେ ରାଜକୀୟ ବିଜୟ ହାସଲ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିବା ‘କର ବା ମର’ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଥିଲା। ସିରିଜର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ୍ ରବିବାର ବେଙ୍ଗାଲୁରୁରେ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ଏହି ମୁକାବିଲାରେ […]

Continue Reading

ସିରିଜ୍ ଜିତିଲା ଭାରତ

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୨୦୧ ରନ୍‌ କରିଛି। ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବା ଲାଗି ୨୦୨ ରନ୍‌ କରିବାକୁ ପଡ଼ିବ। ପୁଣେର  ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସ୍‌ନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟି-୨୦ ମ୍ୟାଚରେ ଟସ୍‌ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଓପନର ଲୋକେଶ ରାହୁଲ […]

Continue Reading

୨୯ ରୁ ଅଶୋକ ଦାସ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଯାଜପୁର : ପ୍ରତିବର୍ଷ ପରି ଚଳିତବର୍ଷ ଜାନୁଆରୀ ୨୯ ତାରିଖଠାରୁ ୭ମ ଅଶୋକ ଦାସ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଯାଜପୁର ଜିଲ୍ଲା ସଦରମହକୁମାସ୍ଥ ଅଶୋକ ମଇଦାନ(କିଲ୍ଲା ପଡ଼ିଆ)ଠାରେ ୯ ଦିନବ୍ୟାପୀ ଅନୁଷ୍ଠିତ ହେବ । ମେଲବୋର୍ଣ୍ଣ କ୍ରିକେଟ୍ କ୍ଲବ୍ ଦ୍ୱାରା ଆୟୋଜିତ ତଥା ଅଶୋକ ଦାସ ଫାଉଣ୍ଡେସନ୍ ସହାୟତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଓ ଝାଡ଼ଖଣ୍ଡ, ଛତିଶଗଡ଼ରୁ ସମୁଦାୟ ୧୦ଟି କ୍ରିକେଟ୍ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଏହି ଅବସରରେ […]

Continue Reading

ଜାନୁଆରି ୧୯ରେ ଟାଟା ଷ୍ଟିଲ୍ ଭୁବନେଶ୍ୱର ହାଫ୍ ମାରାଥନର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହେବ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ  ଘୋଷଣା କରାଯାଇଛି ଯେ ଟାଟା ଷ୍ଟିଲ୍ ଭୁବନେଶ୍ୱର ହାଫ୍ ମାରାଥନ୍ (ଟିଏସଟିଏଚ୍ଏମ୍)ର ପଞ୍ଚମ ସଂସ୍କରଣ ଯାହା କଳିଙ୍ଗ ଷ୍ଟାଡିୟମରେ ୨୦୨୦ ଜାନୁଆରି ୧୨ରେ ଅନୁଷ୍ଠିତ ହେବାର ଥିଲା ତାହା ସ୍ଥଗିତ କରାଯାଇଛି ଏବଂ ତାହା ଆସନ୍ତା ୨୦୨୦ ଜାନୁଆରି ୧୯, ରବିବାର ଦିନ ଅନୁଷ୍ଠିତ ହେବ । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗିତାରେ ଆୟୋଜନ କରାଯାଉଥିବା ଟିଏସବିଏଚଏମ ୨୦୨୦ ଜବରଦସ୍ତ ସମର୍ଥନ ହାସଲ କରିଛି ଏବଂ […]

Continue Reading

ଇନ୍ଦୋର ଟି-୨୦: ୭ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ ହରାଇଲା ଭାରତ

ଇନ୍ଦୋର: ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୭ ଓ୍ଵିକେଟ୍‌ରେ ବିଜୟୀ ହେବା ସହିତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିିଛି। ବିରାଟ ବାହିନୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ଶ୍ରୀଲଙ୍କା ବ୍ୟାଟିଂ କରି ୯ଟି ଓ୍ଵିକେଟ୍‌ରେ ୧୪୨ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୪୩ ରନ୍‌ ଟାର୍ଗେଟ ମିଳିଥିଲା। ଭାରତ ପାଇଁ ଓପନର […]

Continue Reading