ଭାରତରେ ହେବ ୨୦୨୧ ଜୁନିୟର ହକି ବିଶ୍ୱକପ୍‌

#ଭାରତରେ_ହେବ_୨୦୨୧_ଜୁନିୟର_ହକି_ବିଶ୍ୱକପ୍‌ ଲୌସାନେ: ଆସନ୍ତାବର୍ଷ ଭାରତରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବା ନେଇ ସୋମବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ଘୋଷଣା କରିଛି । ଭାରତ ଦ୍ୱିତୀୟଥର ଲାଗି ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଅଧିକାର ପାଇଛି। ଏହା ପୂର୍ବରୁ ୨୦୧୬ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜୁନିୟର ବିଶ୍ୱକପର ଆୟୋଜନ କରାଯାଇଥିଲା, ଯେଉଁଥିରେ ଆୟୋଜକ ଦେଶ ଟ୍ରଫି ଜିତିଥିଲା। ୨୦୨୧ ବିଶ୍ୱକପ୍ ପାଇଁ ଭେନ୍ୟୁ ଏବଂ ତାରିଖର ଘୋଷଣା କରାଯାଇନାହିଁ। ଜୁନିୟର ବିଶ୍ୱକପରେ […]

Continue Reading

ଅଶୋକ ଦାସ ମେମୋରିଆଲ ଆନ୍ତଃ ରାଜ୍ୟ କବାଡି ଉଦଯାପିତ, ମହିଳାରେ କୁଆଖିଆ ଓ ପୁରୁଷରେ କଟକ ଚାମ୍ପିଅନ

ଯାଜପୁର : ( ବିଶ୍ବଜିତ ରଣା )ସ୍ଥାନୀୟ ବାଳାଶ୍ରମ ପଡିଆ ଠାରେ ଦୁଇଦିନ ଧରି ଚାଲିଥିବା ଅଶୋକ ଦାସ ମେମୋରିଆଲ ଆନ୍ତଃରାଜ୍ୟ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ମା ବିରଜା ୟୁଥ୍ କ୍ଲବ ସହଯୋଗ କ୍ରମେ ତଥା କେବି ଟ୍ରେଡର୍ସ ପ୍ରାୟୋଜିତ ଏହି ଉଭୟ ମହିଳା ଓ ପୁରୁଷ କବାଡି ପ୍ରତିଯୋଗୀତାରେ ଭୁବନେଶ୍ୱର, ପିପିଲି, ଢେଙ୍କାନାଳ ସାଇ, କଟକ, ଖଣ୍ଡିତର କବାଡି ଆସୋସିଏସନ, କୁଆଖିଆ, ବାରଙ୍ଗ, ପୁରୀ, ଗଞ୍ଜାମ, ବାଲେଶ୍ୱର ଓ ପାଣିକୋଇଲି ଅଞ୍ଚଳରୁ ୧୨ଟି […]

Continue Reading

ଆନ୍ତଃକଲେଜ ଡ଼୍ରପ୍ରୋବଲ୍ ପ୍ରତିଯୋଗିତା,ନରସିଂହଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଚମ୍ପିୟାନ

ଯାଜପୁର : ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପରିସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ୨ଦିନିଆ ଆନ୍ତଃକଲେଜର ପୁରୁଷ ଓ ମହିଳାଡ଼୍ରପ୍ରୋବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ୧୨ଟି ଲେଖାଏଁ ଦଳ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର ଉଦ୍ଘାଟିତ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଫକୀର ମୋହନ ମଲ୍ଲିକ ମୁଖ୍ୟଅତିଥି ଓ ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ବିଭାଗର ମୁଖ୍ୟ ଅମ୍ବିକା ପ୍ରସାଦ ରାୟ ମୁଖବକ୍ତା ଭାବେ ଯୋଗଦେଇଥିଲେ । ଏହି […]

Continue Reading

ବାଂଲାଦେଶ ନୂଆ ଚାମ୍ପିୟନ୍‌ ,ଲଢ଼ିକି ହାରିଲା ଭାରତ

ପୋଚେଫଷ୍ଟ୍ରୁମ୍‌: ଇତିହାସ ରଚିଲା ବାଂଲାଦେଶ ଯୁବ କ୍ରିକେଟ୍ ଟିମ୍। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ରବିବାର ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ୩ ୱିକେଟରେ ହରାଇ ପ୍ରଥମଥର ଟାଇଟଲ୍ ଜିତିବାର ସ୍ୱାଦ ଚାଖିଛି। ଅନ୍ୟପକ୍ଷରେ ଖରାପ ବ୍ୟାଟିଂ କାରଣରୁ ଭାରତ ଟାଇଟଲ୍ ବଜାୟ ରଖିବାରେ ବିଫଳ ହୋଇଛି। ଫାଇନାଲ୍ ମୁକାବିଲା ଆଶା ମୁତାବକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଯଶସ୍ୱୀ ଜୈଶ୍ୱାଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତୀୟ ଟିମ୍ ବାଂଲାଦେଶ ବୋଲରଙ୍କୁ ସାମ୍ନା କରିନପାରି […]

Continue Reading

ନ୍ୟୁଜିଲାଣ୍ଡଠାରୁ ୨୨ରନରେ ହାରି ଏକଦିବସୀୟ ସିରିଜ୍ ହାତଛଡ଼ା କଲା ଟିମ୍ ଇଣ୍ଡିଆ

ଅକଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଟି-୨୦ ସିରିଜକୁ ୫-୦ରେ ଜିତିବା ପରେ ଏକଦିବସୀୟ ସିରିଜକୁ ୨-୦ରେ ହାତଛଡ଼ା କରିଛି।  ଆଜି ଅକଲାଣ୍ଡର  ଇଡେନ୍ ପାର୍କରେ ଅନୁଷ୍ଠିତ ଏକଦିବସୀୟ ସିରିଜର ଦ୍ବିତୀୟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ଭାରତକୁ ୨୨ରନରେ ପରାସ୍ତ କରିଛି। ଆଜି ଟସ୍ ଜିଣି ଅଧିନାୟକ ବିରାଟ କୋହଲି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଶା କରାଯାଉଥିଲା କି ପଛରେ ବ୍ୟାଟିଂ ଜିତିବାରେ ସହାୟକ ହେବ। ମାତ୍ର ସେପରି ହେଲାନାହିଁ।  ନ୍ୟୁଜଲାଣ୍ଡ ଦଳ […]

Continue Reading

ଏଫଆଇଏଚ୍ ପ୍ରୋ ଲିଗ୍ : ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କଲା ଭାରତ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଏଫଆଇଏଚ୍ ପ୍ରୋ ଲିଗରେ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି ଭାରତ। ଭାରତ ପକ୍ଷରୁ ମନଦୀପ ସିଂହ ଖେଳ ଆରମ୍ଭର ଦ୍ବିତୀୟ ମିନିଟରେ ଓ ରମନଦୀପ ସିଂହ ୪୬ମିନିଟରେ ଗୋଲ୍ କରିଥିଲେ। ସେହିଭଳି ବେଲଜିୟମ ପକ୍ଷରୁ ଗୌଥିୟର୍ ବୋକାର୍ଡ ୩୩ମିନିଟରେ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ମ୍ୟାଚରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଗୋଲକିପର କ୍ରିଷନ ପାଠକ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Continue Reading

ମୋ ବସ୍‌ରେ ଭାରତୀୟ ହକି ଖେଳାଳି

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିିୟମ୍‌ରେ ଶନିବାର ଭାରତ ଓ ବେଲ୍‍ଜିୟମ ମଧ୍ୟରେ ପ୍ରୋ-ଲିଗ୍‍ ହକି ମ୍ୟାଚ୍‍ ଖେଳାଯିବ। ମ୍ୟାଚ୍‍ ପୂର୍ବରୁ ଆଜି(ଶୁକ୍ରବାର) ଅପରାହ୍ନରେ ମୋ ବସ୍‌ରେ ଯାତ୍ରା କରି ଖେଳାଳି ଅଭ୍ୟାସ କରିବାକୁ ଷ୍ଟାଡିୟମ୍‍କୁ ଯାଇଛନ୍ତି। ଭାରତୀୟ ଖେଳାଳିମାନେ ହୋଟେଲ ସାଣ୍ଡି ଟାୱରରୁ ମୋ ବସ୍‍ ଯୋଗେ କଳିଙ୍ଗ ଷ୍ଟାଡିୟମକୁ ଯାଇଛନ୍ତି। ଏହା ସହିତ ହକି ପ୍ରୋ-ଲିଗ୍‍ ୨ୟ ସଂସ୍କରଣ ଟ୍ରଫିକୁ ମଧ୍ୟ ଖେଳାଳିମାନଙ୍କ ସହ ମୋ ବସ୍‌ ଯୋଗେ ଷ୍ଟାଡିୟମ୍‌କୁ ନିଆଯାଇଛି।

Continue Reading

ଅଶୋକ ଦାସ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ୟୁନିଅନ୍ ସ୍ପୋଟିଂ କଟକ ଏବଂ ଛତିଶଗଡ଼ ଫରେଷ୍ଟ ଇଲେଭେନ୍

ଯାଜପୁର (ବିଶ୍ବଜିତ ରଣା ) ଯାଜପୁର ଏମ୍.ସି.ସି. କ୍ଲବ୍ ଆନୁକୂଲ୍ୟରେ ଅଶୋକ ମୈଦାନ(ବାଳାଶ୍ରମ ପଡ଼ିଆ)ଠାରେ ଅନୁଷ୍ଠିତ ଅଶୋକ ଦାସ ମେମୋରିଆଲ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ଓ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଆର.ୱାଇ.ସି.ସି ରାଉରକେଲା ସହିତ ୟୁନିଅନ୍ ସ୍ପୋଟିଂ କଟକ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଆର.ୱାଇ.ସି.ସି ରାଉରକେଲା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୬ ଓଭର ଖେଳି […]

Continue Reading

ଭାରତକୁ ୪ ଓ୍ଵିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

ହାମିଲଟନ : ହାମିଲଟନ (ନ୍ୟୁଜିଲାଣ୍ଡ)ର ସେଡନ ପାର୍କଠାରେ ଚାଲିଥିବା ଭାରତ ନ୍ୟୁଜିଲାଣ୍ଡ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୪ ଓ୍ଵିକେଟରେ ପରାସ୍ତ କରିଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ଲଢୁଆ ଶତକ ବଳରେ ନ୍ୟୁଜିଲାଣ୍ଡ ଏହି ବିଜୟ ହାସଲ କରିବା ସହ ସିରିଜରେ ୧-୦ରେ ଅଗୁଆ ରହିଛି । ୮୪ ବଲରେ ୧୦୯ ରନ କରି ଅପରାଜିତ ଥିବା ଟେଲରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ଭାରତ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା […]

Continue Reading

୧୯ବର୍ଷରୁ କମ ବିଶ୍ୱକପ କ୍ରିକେଟ : ପାକିସ୍ତାନକୁ ୧୦ଓ୍ବିକେଟ୍‌ରେ ହରାଇଲା ଭାରତ

ପୋଚେଫଷ୍ଟ୍ରୁମ୍‌: ପୁଣି ବିଶ୍ୱକପରେ ପାକିସ୍ତାନକୁ ଧରାଶାୟୀ କରିଛି ଭାରତ । ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଦୁଇ ଓପ୍ନର ଯଶସ୍ୱୀ ଜୈସୱାଲଙ୍କ ଶତକ ଓ ଦିବ୍ୟାଂଶ ସାକ୍ସେନାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୦ ୱିକେଟରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଫାଇନାଲରେ ଭାରତର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ କିମ୍ବା ବାଂଲାଦେଶ ସହ ହେବ। ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ କ୍ରମାଗତ ତୃତୀୟଥର ଲାଗି ଫାଇନାଲ୍ ଟିକେଟ୍ କାଟିଛି। ମଙ୍ଗଳବାର […]

Continue Reading