ଅସହାୟ ମହିଳା ଉଦ୍ଧାର କଲା ପୋଲିସ

ଅସହାୟ ମହିଳା ଉଦ୍ଧାର କଲା ପୋଲିସ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ଅସହାୟ_ମହିଳା_ଉଦ୍ଧାର_କଲା_ପୋଲିସ           କେନ୍ଦ୍ରାପଡା  :  କେନ୍ଦ୍ରାପଡା ପୈାରାଂଚଳ ର ମହିପାଳ ବାୟାବାବାଙ୍କ ନୃସିଂହ ଟିକିରି ମଠ ନିକଟରେ ବୁଲୁଥିବା ଜଣେ ମହିଳାଙ୍କୁ ଟାଉନ ପୋଲିସ ଉଦ୍ଧାର କରିଥିବା ଜଣା ପଡିଛି । ଲକ ଡାଉନ ସମୟରେ ଦୋକାନ ବଜାର ବନ୍ଦ ଥିବାବେଳେ ଏହି ମହିଳା ଜଣକ ବୁଲୁଥିବା ସ୍ଥାନୀୟ ଯୁବକ
ମାନେ ସନ୍ଦେହ କରି ପୋଲିସ କୁ ଖବର ଦେଇଥିଲେ । ଚାନ୍ଦୋଳ ନିକଟବର୍ତୀ କୁସୁନପୁର ର ଅନାମ ଦାସ ଛକ ଅଶୋକ ମହାନ୍ତିଙ୍କ ପତ୍ନୀ ଜୟଶ୍ରୀ ମହାନ୍ତି ବୋଲି ପରିଚୟ ଦେଉଛନ୍ତି । ଟାଉନ ପୋଲିସ ସଂପୃକ୍ତ ମହିଳାଙ୍କୁ ରେସୱା ସ୍ୱାଧାର ଗୃହରେ ରଖାଇଥିବା ଜଣା ପଡିଛି ।