ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି: ଅର୍ଥମନ୍ତ୍ରୀ

ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି: ଅର୍ଥମନ୍ତ୍ରୀ

#ଜମାକାରୀଙ୍କ_ଟଙ୍କା_ସୁରକ୍ଷିତ_ରହିଛି_ଅର୍ଥମନ୍ତ୍ରୀ    ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ଦେବାଳିଆ ସ୍ଥିତି ସାମ୍ନାକୁ ଆସିବା ପରେ ଜମାକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଟଙ୍କା ଉଠାଣ ଉପରେ କଟକଣା ଜାରି କରିବା ପରେ ଗ୍ରାହକମାନେ ଟଙ୍କା ଉଠାଇବା ଲାଗି ଏଟିଏମ କାଉଣ୍ଟରରେ ଭିଡ଼ ଲଗାଉଛନ୍ତି। ଟଙ୍କା ବୁଡ଼ିଯିବା ନେଇ ଆଶଙ୍କା କରି ଜମାକାରୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ସେମାନଙ୍କୁ ଅଶ୍ଵସ୍ତ ରହିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପରାମର୍ଶ ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ଜମାକାରୀମାନେ ନିଶ୍ଚିନ୍ତ […]

Continue Reading
ଆର୍ଥିକ ସଙ୍କଟରେ ୟେସ ବ୍ୟାଙ୍କ

ଆର୍ଥିକ ସଙ୍କଟରେ ୟେସ ବ୍ୟାଙ୍କ

#ଆର୍ଥିକ_ସଙ୍କଟରେ_ୟେସ_ବ୍ୟାଙ୍କ   ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ବୁଡ଼ିଥିବା ୟେସ ବ୍ୟାଙ୍କ ଉପରେ ନୂଆ କଟକଣା ଲାଗୁ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ବ୍ୟାଙ୍କରୁ ଗ୍ରାହକଙ୍କ ଟଙ୍କା ଉଠାଣ ସୀମା ୫୦ ହଜାରକୁ ଧାର୍ଯ୍ୟ କରାଯାଇଛି। ଫଳରେ ଏଣିକି ଖାତାଧାରୀମାନେ ଗୋଟିଏ ମାସରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ। ଆସନ୍ତା ଏପ୍ରିଲ ୩ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ। ଏ ନେଇ ଘୋଷଣା ହେବା ପରେ ଜମାକାରୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କେତେକ ସ୍ଥାନରେ ଗୁରୁବାର […]

Continue Reading
ଟାଟାଷ୍ଟିଲ କଳିଙ୍ଗନଗର ରେ ପ୍ରତିଷ୍ଠାତା ଦିବସ ପାଳିତ

ଟାଟାଷ୍ଟିଲ କଳିଙ୍ଗନଗର ରେ ପ୍ରତିଷ୍ଠାତା ଦିବସ ପାଳିତ

#ଟାଟାଷ୍ଟିଲ_କଳିଙ୍ଗନଗର_ରେ_ପ୍ରତିଷ୍ଠାତା_ଦିବସ_ପାଳିତ   ଯାଜପୁର  : (ବିଶ୍ବଜିତ ରଣା)  ଓଡ଼ିଶାର ଯାଜପୁର ଜିଲ୍ଳାରେ ଅବସ୍ଥିତଟାଟା ଷ୍ଟିଲ କଳିଙ୍ଗନଗର ରେ ଏହାର ପ୍ରତିଷ୍ଠାତା ଓ ଦୂରଦ୍ରଷ୍ଟା ଜାମସେଦଜୀ ଟାଟାଙ୍କ ୧୮୧ତମ ଜନ୍ମବାର୍ଷିକୀ ପ୍ରବଳ ଉତ୍ସାହ ସହ ପାଳିତ ହୋଇଯାଇଛି ।ଏହି ଅବସରରେ ପ୍ରତିଷ୍ଠାତାଙ୍କୁ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଟାଟାଷ୍ଟିଲ କଳିଙ୍ଗନଗର ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୩୦୦ କର୍ମଚାରୀଙ୍କ ଦ୍ୱାରା ପରେଡ ସହିତ ଦିନର ଆରମ୍ଭ ହୋଇଥିଲା । ପ୍ରକଳ୍ପ ଅଞ୍ଚଳରୁଏହି ପରେଡ଼ ଆରମ୍ଭ ହୋଇ ଟାଟା […]

Continue Reading
ଇଞ୍ଜିନିୟର୍‌ ଚାକିରି ଛାଡ଼ି ‘ଚା’ ବିକୁଛନ୍ତି ତାପସ

ଇଞ୍ଜିନିୟର୍‌ ଚାକିରି ଛାଡ଼ି ‘ଚା’ ବିକୁଛନ୍ତି ତାପସ

#ଇଞ୍ଜିନିୟର୍‌_ଚାକିରି_ଛାଡ଼ି_‘ଚା’_ବିକୁଛନ୍ତି_ତାପସ  ବାରିପଦା : ତନ୍ଦୁରି ଟି, ଡ୍ରାଗନ୍‌ ଟି, ବ୍ଲାକ୍‌ ଟି ଓ ଅର୍ଗାନିକ୍‌ ଟି ଏଭଳି ବିଭିନ୍ନ ପ୍ରକାର ‘ଚା’  ଏବେ ବଜାରରେ ଉପଲବ୍ଧ ହେଲାଣି ।କେବଳ ସେତିକି ନୁହେଁ, ଏହାକୁ ନେଇ ମଧ୍ୟ ରୋଜଗାରର ମାଧ୍ୟମ କରାଗଲାଣି। ଏବେ ବାରିପଦା ବାସୀ ଏଭଳି ଭଳିକି ଭଳି ଚା’ର ମଜ୍ଜା ଉଠାଉଛନ୍ତି। ସେମାନଙ୍କ ପାଇଁ ଏହି ସୁଯୋଗ ଆଣି ଦେଇଛନ୍ତି  ବାରିପଦାର ଯୁବ ଇଞ୍ଜିନିୟର୍‌ ତାପସ ଧର ମହାପାତ୍ର। ଇଞ୍ଜିନିୟରିଂ ପାଠ ପଢ଼ିଥିବା ତାପସ ଲକ୍ଷ […]

Continue Reading
କମିଲା ଏଲପିଜି ସିଲିଣ୍ଡରର ଦାମ୍‌

କମିଲା ଏଲପିଜି ସିଲିଣ୍ଡରର ଦାମ୍‌

#କମିଲା_ଏଲପିଜି_ସିଲିଣ୍ଡରର_ଦାମ୍‌  ନୂଆଦିଲ୍ଲୀ: ହୋଲି ପୂର୍ବରୁ ଏଲପିଜି ସିଲିଣ୍ଡରର ଦାମ କମାଇଛନ୍ତି ତୈଳ କମ୍ପାନୀ। ମାର୍ଚ୍ଚ ଆରମ୍ଭରୁ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି। ସେହିପରି ୧୯ କିଲୋଗ୍ରାମର କମର୍ସିଆଲ ସିଲିଣ୍ଡର ୮୪.୫୦ ଟଙ୍କା ଶସ୍ତା ହୋଇଛି। ରାଜଧାନୀ ଦିଲ୍ଲୀରେ ଏଲିପିଜି ଗ୍ୟାସର ଦାମ ୮୫୮.୫୦ ଟଙ୍କା ରହିଥିବା ବେଳେ ଆଜିଠାରୁ ଏହା ୮୦୫.୫୦ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ୮୩୯.୫୦ ପଇସା, ମୁମ୍ୱାଇରେ ୭୭୬.୫୦ ପଇସା ଓ ଚେନ୍ନାଇରେ ୮୨୬ ଟଙ୍କା […]

Continue Reading
ଚୀନରୁ ଆମଦାନି ବନ୍ଦ ହେବା ପରେ ୧୦୫୦ଟି ଜିନିଷ ଲାଗି ଭାରତର ବିକଳ୍ପ ଖୋଜା

ଚୀନରୁ ଆମଦାନି ବନ୍ଦ ହେବା ପରେ ୧୦୫୦ଟି ଜିନିଷ ଲାଗି ଭାରତର ବିକଳ୍ପ ଖୋଜା

#୧୦୫୦ଟି_ଜିନିଷ_ଲାଗି_ଭାରତର_ବିକଳ୍ପ_ଖୋଜା   ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କ ଯୋଗୁ ଭାରତ ସରକାର କେତେକ ସାମଗ୍ରୀର ପ୍ରସ୍ତୁତି ଲାଗି ବିକଳ୍ପ ପନ୍ଥା ଖୋଜୁଛନ୍ତି।ସରକାର ଏବେ କପଡ଼ା, ସୁଟକେଶ, ଆଣ୍ଟିବାୟୋଟିକ, ଭିଟାମିନ ଏବଂ କୀଟନାଶକ ଭଳି ୧୦୫୦ଟି ଜିନିଷ ଅନ୍ୟ ଦେଶରୁ ଆମଦାନି କରିବାକୁ ବିକଳ୍ପ ଖୋଜୁଛନ୍ତି । ଭାରତର ମୋଟ ଆମଦାନିର ୫୦ ପ୍ରତିଶତରୁ ଅଧିକ ଚୀନରୁ ହିଁ ହୋଇଥାଏ । ଭାରତ ଫର୍ମା ଓ କେମିକାଲ, ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ ଏବଂ ପ୍ଲାଷ୍ଟି ଆମଦାନୀ ପାଇଁ ଚୀନ ଉପରେ ନିର୍ଭର […]

Continue Reading
୬୯୨୩ କୋଟି ଟଙ୍କାର ୩ଟିି ନୂତନ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ

୬୯୨୩ କୋଟି ଟଙ୍କାର ୩ଟିି ନୂତନ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ : ନୟାଗଡ଼ରେ ହେବ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ

#ନୟାଗଡ଼ରେ_ହେବ_ଇଣ୍ଟିଗ୍ରେଟେଡ୍_ଷ୍ଟିଲ_ପ୍ଲାଣ୍ଟ  ଭୁବନେଶ୍ୱର : ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଆଜି ରାଜ୍ୟ ସରକାର ୬୯୨୩.୨୬ କୋଟି ଟଙ୍କାର ୩ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ୨୨ତମ ହାଇଲେଭଲ୍ କ୍ଲିୟରାନ୍ସ ଅଥରିଟି(ଏଚ୍ଏଲସିଏ) ବୈଠକରେ ନିତୀଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ଅନୁଷ୍ଠିତ ଏକ ବୈଠକରେ, ଇସ୍ପାତ, ଆଲୁମିନିୟମ ଏବଂ ଥର୍ମାଲ୍ ପାୱାର ଇତ୍ୟାଦି ୩ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି […]

Continue Reading
ଦେଶର ଟ୍ରକ୍ ଚାଳକ ମାନେ ବର୍ଷକୁ ୪୮ ହଜାର କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି !

ଦେଶର ଟ୍ରକ୍ ଚାଳକ ମାନେ ବର୍ଷକୁ ୪୮ ହଜାର କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି !

#ବର୍ଷକୁ_୪୮_ହଜାର_କୋଟି_ଟଙ୍କା_ଲାଞ୍ଚ    ନୂଆଦିଲ୍ଲୀ: ଦେଶର ଟ୍ରକ୍ ଚାଳକଙ୍କ ସଂପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ବେସରକାରୀ ଟ୍ରକ୍ ଚାଳକମାନେ ସାରା ଦେଶରେ ବର୍ଷକୁ ପ୍ରାୟ ୪୮ ହଜାର କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି । ଏକ ତଥ୍ୟ ଅନୁଯାୟୀ ଦେଶରେ ଚାଲୁଥିବା ଟ୍ରକ୍ ଚାଳକଙ୍କୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି ବାଟରେ ବହୁଜାଗାରେ ଲାଞ୍ଚ ଦେବାକୁ ପଡ଼ୁଛି। ଏହି ବାବଦରେ ସେମାନଙ୍କୁ ବାର୍ଷିକ ପ୍ରାୟ ୪୭ ହଜାର ୮୫୨ କୋଟି ଟଙ୍କା ଲାଞ୍ଚ ଦେବାକୁ ପଡ଼ୁଥିବା କୁହାଯାଉଛି। ଦିଲ୍ଲୀ-ଏନସିଆର […]

Continue Reading
ଶେୟାର ବଜାର ପାଇଁ ‘କଳା ଦିନ’, ୧୧୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ଶେୟାର ବଜାର ପାଇଁ ‘କଳା ଦିନ’, ୧୧୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

#ଶେୟାର_ବଜାର_ପାଇଁ _କଳା_ଦିନ  ମୁମ୍ୱାଇ: ଶେୟାର ବଜାର ପାଇଁ ଶୁକ୍ରବାର ‘କଳା ଦିନ’ ପାଲଟିଛି। ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଥିବା କରୋନା ଭାଇରସ ପ୍ରାଣଘାତୀ ପରେ ଧନଘାତୀ ସାଜିଥିବା ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହି ଘାତକ ଭାଇରସର ପ୍ରଭାବ ଶୁକ୍ରବାର ଦେଖିବାକୁ ମିଳିଛି। ବିଏସଇର ସେନସେକ୍ସ ୧୪୪୮.୩୭ ଅଙ୍କ (୩.୬୪%) ଖସି ୩୮, ୨୯୭.୨୯ରେ ବନ୍ଦ ହୋଇଛି ଶେୟାର ବଜାର। ସେହିପରି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ନିଫ୍ଟି) ୪୧୪.୧୦ ଅଙ୍କ (୩.୫୬%) ଖସି ୧୧, […]

Continue Reading
ପୁଣି ଖସିଲା ଜିଡିପି ଅଭିବୃଦ୍ଧି ହାର; ଡିସେମ୍ବର ତ୍ରୈମ‌ାସିକରେ ୪.୭

ପୁଣି ଖସିଲା ଜିଡିପି ଅଭିବୃଦ୍ଧି ହାର; ଡିସେମ୍ବର ତ୍ରୈମ‌ାସିକରେ ୪.୭

#ପୁଣି_ଖସିଲା_ଜିଡିପି  ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ତୁଳନାତ୍ମକ ଭାବେ  ମନ୍ଥର ଗତିରେ ଅଭିବୃଦ୍ଧି କରିଛି।  ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ ତ୍ରୈମ‌ାସିକରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବୃଦ୍ଧିହାର ମାତ୍ର ୪.୭ ପ୍ରତିଶତ ରହିଛି। ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର ୫.୧ ପ୍ରତିଶତ ଥିଲା। ଏହା ସ୍ପଷ୍ଟ ସୂଚିତ କରୁଛି ଯେ ଦେଶର ଅର୍ଥନୀତିର ଅଭିବୃଦ୍ଧି ନିମ୍ନଗାମୀ […]

Continue Reading