ନକଲି ସୁନାର ପେଣ୍ଠ ସ୍ଥଳ ଗଞ୍ଜାମ,ଭଞ୍ଜନଗରରେ ବେପାରୀଙ୍କ ଘର ଖାନ ତଲାସ ବ୍ରହ୍ମପୁରରେ କେବେ?

ନକଲି ସୁନାର ପେଣ୍ଠ ସ୍ଥଳ ଗଞ୍ଜାମ,ଭଞ୍ଜନଗରରେ ବେପାରୀଙ୍କ ଘର ଖାନ ତଲାସ ବ୍ରହ୍ମପୁରରେ କେବେ?

#ନକଲି_ସୁନାର_ପେଣ୍ଠ_ସ୍ଥଳ_ଗଞ୍ଜାମ    ବ୍ରହ୍ମପୁର : ଗଞ୍ଜାମ ଏବେ ନକଲି ସୁନାର ପେଣ୍ଠସ୍ଥଳ ପାଲଟିଛି । ଏକଥା ଆମେ କହୁନୁ ବରଂ କିଛି ଦିନ ତଳେ ଘଟିଥିବା ଘଟଣା ବଳୀରୁ ଏହା ପ୍ରମାଣିତ ହେବାକୁ ଲାଗିଛି । ରାଜ୍ୟ ବାହାରୁ ବ୍ରହ୍ମପୁର ଦେଇ ସମଗ୍ର ଜିଲ୍ଲା ତଥା ରାଜ୍ୟରେ ନକଲି ସୁନା ବେପାରର ଚେର ଲମ୍ବିବାର ବହୁବାର ଅଭିଯୋଗ ହୋଇଥିଲେ ହେଁ ସମ୍ପ୍ରତ୍ତି ଗଂଜାମ ଜିଲ୍ଲା ଭଂଜନଗର ଠାରେ ନକଲି ସୁନା ବନ୍ଧକ ରଖି କୁଲାଡ଼ ଆନ୍ଧ୍ର ବ୍ୟାଙ୍କରୁ କୋଟି […]

Continue Reading
ସ୍ୱଷ୍ଟ ଦିବାଲୋକରେ ନାବାଳିକାଙ୍କ ଠାରୁ ଲୂଟିନେଲେ ଦୁର୍ବୃତ୍ତ

ସ୍ୱଷ୍ଟ ଦିବାଲୋକରେ ନାବାଳିକାଙ୍କ ଠାରୁ ଲୂଟିନେଲେ ଦୁର୍ବୃତ୍ତ

#ମହିଳାଙ୍କ_ଠାରୁ_ଲୂଟିନେଲେ_ଦୁର୍ବୃତ୍ତ   କୋଦଳା : ଶନିବାର ସ୍ୱଷ୍ଟ ଦିବାଲୋକରେ ଫାସି କୋଦଳା ମୁଖ୍ୟ ରାସ୍ତା ର ବାଳିକା ବିଦ୍ୟାଳୟ ନିକଟ ରେ ଜଣେ ନାବାଳିକା  ଠାରୁ ଦୁଇଜଣ ଦୁର୍ବୃତ୍ତ ୨୫ ହଜାର ଟଙ୍କା ଓ କିଛି ଗୁରୁତ୍ବପୂର୍ଣ ଡକୁମେଣ୍ଟ ଛଡାଇ ନେଇ ଚମ୍ପଟ ମାରିଥିବା ଜଣାପଡ଼ିଛି । ସୂଚନାରୁ ଜଣାପଡିଛିଯେ, ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରେଙ୍ଗିଟିପଲି ଗ୍ରାମର ଶ୍ୟାମ ପ୍ରଧାନଙ୍କ ନାବାଳିକା କନ୍ୟା ଲିଜା ପ୍ରଧାନ ନିଜ ପରିବାରର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ନିଜ […]

Continue Reading
କରୋନା ଭାଇରସ: ନିବେଶକ ହରାଇଲେ ୧୧ ଲକ୍ଷ କୋଟି

କରୋନା ଭାଇରସ: ନିବେଶକ ହରାଇଲେ ୧୧ ଲକ୍ଷ କୋଟି

 #ନିବେଶକ_ହରାଇଲେ_୧୧_ଲକ୍ଷ_କୋଟି     ନୂଆଦିଲ୍ଲୀ: କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ମହାମାରୀ ଘୋଷଣା ପରେ ଏବେ ସାରା ବିଶ୍ୱରେ ଭୟର ଆତଙ୍କ ଖେଳିଯାଇଛି। ଭାରତରେ ବି ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୭୪ ଜଣ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି କରୋନାର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ବିଏସ୍ଇ ଓ ନିଫ୍ଟି ଧରାଶାୟୀ ହେବାରୁ ଗୋଟିଏ ଦିନରେ ନିବେଶକମାନେ ପ୍ରାୟ ୧୧.୪୨ ଲକ୍ଷ କୋଟି […]

Continue Reading

ରାଜ୍ୟ ସରକାରମାନଙ୍କୁ ଚିଠି ଲେଖିଲା ଆରବିଆଇ; ୟେସ୍‌ ବ୍ୟାଙ୍କ୍‌ ପରିପ୍ରେକ୍ଷୀରେ ଘରୋଇ ବ୍ୟାଙ୍କ୍‌ରୁ ଜମା ଉଠାନ୍ତୁ ନାହିଁ; ଜମା ସୁରକ୍ଷିତ ଅଛି

#ରାଜ୍ୟ_ସରକାର_ମାନଙ୍କୁ_ଚିଠି ଲେଖିଲା_ଆରବିଆଇ     ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ଦୁର୍ନୀତି ପଦାକୁ ଆସିବା ପରେ ଏବେ ସମଗ୍ର ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ୟେସ୍‌ ବ୍ୟାଙ୍କ ଦୁର୍ନୀତିକୁ ଦେଖିବା ପରେ ଏବେ କେବଳ ମାତ୍ର ସାଧାରଣ ଜନତା ନୁହନ୍ତି; ବରଂ ବିଭିନ୍ନ ରାଜ୍ୟର ରାଜ୍ୟ ସରକାରମାନେ ମଧ୍ୟ ଭୟଭୀତ ହୋଇ ପଡ଼ିଛନ୍ତି। ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆତଙ୍କିତ ହୋଇ ନିଜ ନିଜର ଜମାଟଙ୍କା ବୁଡ଼ିଯିବା ଆଶଙ୍କାରେ […]

Continue Reading
ଜମାକାରୀଙ୍କୁ ଏସବିଆଇର ଉପହାର

ଜମାକାରୀଙ୍କୁ ଏସବିଆଇର ଉପହାର

#ଜମାକାରୀଙ୍କୁ_ଏସବିଆଇର_ଉପହାର       ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ଆଜି ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା କରିଛି। ଏଣିକି ଗ୍ରାହକଙ୍କ ସେଭିଙ୍ଗସ ଆକାଉଣ୍ଟରରେ ସର୍ବନିମ୍ନ ଜମା ରାଶି ରଖିବା ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ। ଅର୍ଥାତ ଏଣିକି ସେଭିଙ୍ଗସ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିପାରିବ। ପୂର୍ବରୁ ମେଟ୍ରୋ ଅଞ୍ଚଳରେ ସେଭିଙ୍ଗ ଆକାଉଣ୍ଟ ଖୋଲିଥିବା ଲୋକମାନଙ୍କୁ ନିଜ ଆକାଉଣ୍ଟରେ ସର୍ବନିମ୍ନ ୩ ହଜାର, ସେମି ଅର୍ବାନ ଅଞ୍ଚଳରେ ୨ ହଜାର ଓ ଗ୍ରାମାଞ୍ଚଳରେ ୧ ହଜାର ଟଙ୍କା ରଖିବାକୁ […]

Continue Reading
୧୫ ମାସ ମଧ୍ୟରେ ଭାରତରେ ଆକାଶରେ ଉଡିବ କାର

ସ୍ବପ୍ନ ହେବ ସାକାର : ୧୫ ମାସ ମଧ୍ୟରେ ଭାରତରେ ଆକାଶରେ ଉଡିବ କାର

#୧୫_ମାସ_ମଧ୍ୟରେ_ଭାରତରେ_ଆକାଶରେ_ଉଡିବ_କାର     ଅହମ୍ମଦାବାଦ : ସଡ଼କରେ ଚାଲୁଥିବାବେଳେ ୩ ମିନିଟ ମଧ୍ୟରେ କୌଣସି କାର ବିମାନ ଭଳି ଆକାଶରେ ଉଡିବା ଏହା କୌଣସି ସ୍ଵପ୍ନଠାରୁ କମ ନୁହେଁ । ତେବେ ଏହି ସ୍ୱପ୍ନ ଆସନ୍ତା ୧୫ ମାସ ମଧ୍ୟରେ ଗୁଜୁରାଟରେ ସାକାର ହେବାକୁ ଯାଉଛି । ନେଦରଲାଣ୍ଡର କମ୍ପାନୀ ପାଲ ଭି ଏବେ ଗୁଜୁରାଟରେ ଫ୍ଲାଇଙ୍ଗ କାର ବା ଉଦନ୍ତ କାର ନିର୍ମାଣ କରିବ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ସହ କମ୍ପାନୀ ପକ୍ଷରୁ ଆଲୋଚନା […]

Continue Reading
ୟେସ୍‌ ବ୍ୟାଙ୍କ୍‌ ସଂସ୍ଥାପକଙ୍କ ବାସଭବନରେ ଇଡିର ଚଢ଼ାଉ

ୟେସ୍‌ ବ୍ୟାଙ୍କ୍‌ ସଂସ୍ଥାପକଙ୍କ ବାସଭବନରେ ଇଡିର ଚଢ଼ାଉ

#ୟେସ୍‌_ବ୍ୟାଙ୍କ୍‌_ସଂସ୍ଥାପକଙ୍କ_ବାସଭବନରେ_ଇଡିର_ଚଢ଼ାଉ    ନୂଆଦିଲ୍ଲୀ: ଶୁକ୍ରବାର ରାତିରୁ ପ୍ରବର୍ତ୍ତନ ନିର୍ଦେଶାଳୟ ୟେସ୍‌ ବ୍ୟାଙ୍କ୍‌ର ସଂସ୍ଥାପକ ରାଣା କପୁରଙ୍କ ମୁମ୍ବାଇର ଓ୍ଵର୍ଲିସ୍ଥିତ ‘ସମୁଦ୍ର ମହଲ’ ବାସଭବନରେ ଚଢ଼ାଉ ଆରମ୍ଭ କରିଛି। ‘ଅପ୍‌ ପାଓ୍ଵାର୍‌ କର୍ପୋରେସନ୍‌’ର ଭବିଷ୍ୟନିଧି ପାଣ୍ଠି ବିନିଯୋଗ ବିଷୟକୁ ନେଇ ‘ଦିଓ୍ଵାନ ହାଉସିଂ ଫାଇନାନ୍‌ସ୍‌ କର୍ପୋରେସନ୍‌’ ବିରୋଧରେ ବିରୋଧରେ ‘ପିଏମ୍‌ଏଲ୍‌ଏ’ ଚାଲିଥିଲା। ଏଥିପାଇଁ କପୁରଙ୍କ ଘର ତଲାସ କରାଯାଉଛି ବୋଲି ଜଣାପଡ଼ିଛି। ରିୟଲିଟି ଫାର୍ମ ‘ଦିଓ୍ଵାନ ହାଉସିଂ ଫାଇନାନ୍‌ସ୍‌ କର୍ପୋରେସନ୍‌’କୁ (ଡିଏଚ୍‌ଏଫ୍‌ଏଲ୍‌) ୟେସ୍‌ ବ୍ୟାଙ୍କ୍‌ ଯୋଗାଇଥିବା ଋଣ ସଂକ୍ରାନ୍ତରେ ତାଙ୍କୁ […]

Continue Reading
ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ବୈଠକରେ ଋଣ ପ୍ରଦାନ ଉପରେ ଗୁରୁତ୍ୱ

ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ବୈଠକରେ ଋଣ ପ୍ରଦାନ ଉପରେ ଗୁରୁତ୍ୱ

#ଜିଲ୍ଲାସ୍ତରୀୟ_ବ୍ୟାଙ୍କର୍ସ_ବୈଠକ    କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ମାନଙ୍କ ବୈଠକ ଶୁକ୍ରବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରଧାନମନ୍ତ୍ରୀ ଋଣ ଯୋଜନା, ଜିବିକା ମିଶନ୍ ଶକ୍ତି, କୃଷିଋଣ ଏବଂ ଅନ୍ୟାନ୍ୟ ଋଣ ସଂପର୍କରେ ଆଲୋଚନା କରାଯାଇଥିଲା । ତେବେ ଆମô୍ ନିର୍ଭରଶୀଳ ହେବାପାଇଁ ଶିକ୍ଷିତ ଯୁବକମାନଙ୍କୁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନରେ […]

Continue Reading
କାଳିଆ ଟଙ୍କା ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ରାଜ୍ୟ ସରକାର

ୟେସ ବ୍ୟାଙ୍କ ପୁନରୁଦ୍ଧାର ପାଇଁ ରିଜର୍ଭ ବ୍ୟାଙ୍କର ଯୋଜନା – ପୁଞ୍ଜି ବିନିଯୋଗ କରିବ ଷ୍ଟେଟ ବ୍ୟାଙ୍କ

#ୟେସ_ବ୍ୟାଙ୍କ_ପୁନରୁଦ୍ଧାର_ପାଇଁ_ରିଜର୍ଭ_ବ୍ୟାଙ୍କର_ଯୋଜନା    ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ପୁନରୁଦ୍ଧାର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ – ଆରବିଆଇ ଏକ ଡ୍ରାଫ୍ଟ ଯୋଜନା ୱେବସାଇଟରେ ସ୍ଥାନିତ କରିଛି। ଗତ ସନ୍ଧ୍ୟାରେ ୟେସ ବ୍ୟାଙ୍କର ପରିଚାଳନା ଭାର ନିଜ ଅଧୀନକୁ ନେବା ପରେ ଆଜି ରିଜର୍ଭ ବ୍ୟାଙ୍କ ଏଭଳି ପ୍ରସ୍ତାବ ରଖିଛି। ଏଥି ସହିତ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟେସ ବ୍ୟାଙ୍କରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଏହାର ପୁନରୁଦ୍ଧାର ଯୋଜନାରେ […]

Continue Reading
ୟେସ ବ୍ୟାଙ୍କ ସଙ୍କଟର ସମାଧାନ ଖୁବ୍‌ଶୀଘ୍ର ହେବ: ଆରବିଆଇ ଗଭର୍ଣ୍ଣର

ୟେସ ବ୍ୟାଙ୍କ ସଙ୍କଟର ସମାଧାନ ଖୁବ୍‌ଶୀଘ୍ର ହେବ: ଆରବିଆଇ ଗଭର୍ଣ୍ଣର

#ୟେସ_ବ୍ୟାଙ୍କ_ସଙ୍କଟର_ସମାଧାନ-ଖୁବ୍‌ଶୀଘ୍ର    ମୁମ୍ବଇ: ୟେସ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖାଦେଇଥିବାବେଳେ ଏହା ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି, ୟେସ୍‌ ବ୍ୟାଙ୍କ ସମ୍ପର୍କରେ ବ୍ୟାପକ  ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଆର୍ଥିକ ବ୍ୟବସ୍ଥାର ସୁରକ୍ଷା ନିଶ୍ଚିତ କରିବା ଏହାର ଲକ୍ଷ୍ୟ। ରିଜର୍ଭ ବ୍ୟାଙ୍କ ଖୁବ୍‌ଶୀଘ୍ର ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଏକ ଯୋଜନା କରିବ। ସୂଚନାଯୋଗ୍ୟ, ୟେସ୍‌ ବ୍ୟାଙ୍କର ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ଆରବିଆଇ ଏହା ଉପରେ […]

Continue Reading