୬ ଫୁଟର ଗୋଖର ସାପ ଉଦ୍ଧାର

୬ ଫୁଟର ଗୋଖର ସାପ ଉଦ୍ଧାର

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#୬_ଫୁଟର_ଗୋଖର_ସାପ_ଉଦ୍ଧାର       କେନ୍ଦ୍ରାପଡା  :  କେନ୍ଦ୍ରାପଡା ସହର ର ତିନିମୁହାଣୀ ସ୍ଥିତ ଶ୍ରୀରାମ ମନ୍ଦିର ନିକଟରୁ ଏକ ୬ ଫୁଟର ଗୋଖର ସାପ ଉଦ୍ଧାର କରାଯାଇ ଥିବାର ଜଣା ପଡିଛି । ମନ୍ଦିର ନିକଟରେ ଥିବା ଗ୍ୟାରେଜ ଅଂଚଳରେ ଏହି ସାପଟି ଅଶ୍ରୟ ନେଇଥିଲା । ପରିବେଶ ବିତ୍ ଓ ନେଚରର୍ସ କ୍ଲବର ସଭାପତି ବିରଜା
ପତି ଓ ବିବେକାନନ୍ଦ ମହାରଣା ପ୍ରମୁଖ ଏହି ସାପକୁ ସ୍ନେକ ହେଲପ ଲାଇନ ସହାୟତାରେ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିବାର ଜଣା ପଡିଛି ।