ମହିପାଳ ଶନି ମନ୍ଦିର କମିଟି ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ   

ମହିପାଳ ଶନି ମନ୍ଦିର କମିଟି ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ମହିପାଳ_ଶନି_ମନ୍ଦିର_କମିଟି_ତରଫରୁ_ରନ୍ଧା_ଖାଦ୍ୟ_ବଣ୍ଟନ      କେନ୍ଦ୍ରାପଡା  :     କେନ୍ଦ୍ରାପଡା ପୈାରାଂଚଳର ମହିପାଳ ସ୍ଥିତ ଶନି ମନ୍ଦିର କମିଟି ପ୩ରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ମଙ୍ଗଳବାର ମଧ୍ୟାହ୍ନରେ ପ୍ରାୟ ୩୦୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇ ମହିପାଳ , କଜଳା, ନୂଆ ବସଷ୍ଟାଣ୍ଡ, ଜନଜାତି ବସ୍ତି ଅଂଚଳରେ ଏହି ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ଦାସ, ମିର ମୁର୍ସିଦ, ସୁକ ମହାନ୍ତି, ପ୍ରଭାତ ମହାନ୍ତି, ରବିନ୍ଦ୍ର କୁମାର ଜେନା, ଅମୁଲ୍ୟ ସାମନ୍ତରାୟ, ଜିତେନ୍ଦ୍ର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।