ସଟ୍ ଡାଉନ୍ ଉଲ୍ଲଂଘନ, ଭୁବନେଶ୍ୱରରେ ୪୫ ଜଣଙ୍କୁ କ୍ୱାରେଂଟାଇନ ସେଣ୍ଟରକୁ ପଠାଗଲା

ସଟ୍ ଡାଉନ୍ ଉଲ୍ଲଂଘନ, ଭୁବନେଶ୍ୱରରେ ୪୫ ଜଣଙ୍କୁ କ୍ୱାରେଂଟାଇନ ସେଣ୍ଟରକୁ ପଠାଗଲା

ଓଡିଶା ବଡ ଖବର ମହାନଗର

#ସଟ୍_ଡାଉନ୍_ଉଲ୍ଲଂଘନ,_୪୫_ଜଣଙ୍କୁ_କ୍ୱାରେଣ୍ଟାଇନ_ସେଣ୍ଟରକୁ_ପଠାଗଲା    ଭୁବନେଶ୍ୱର  :  ଭୁବନେଶ୍ୱରରେ ଶଟ ଡାଉନ କଟକଣା ଭାଙ୍ଗିଥିବା ଅଭିଯୋଗରେ ପୋଲିସ ବର୍ତମାନ ସୁଦ୍ଧା ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଂଟାଇନ ସେଂଟରକୁ ପଠାଇଥିବା କମିଶନରେଟ ପୋଲିସ ପକ୍ଷରୁ ପ୍ରକାଶ କରା ଯାଇଛି । ଏହା ବ୍ୟତୀତ ପୋଲିସ ପକ୍ଷରୁ ଆଉ ୬୪ ଜଣଙ୍କୁ ଅଟକ ରଖା ଯାଇଥିବା ଜଣା ପଡିଛି ।
ମୁଖ୍ୟ ରାସ୍ତା ସହିତ ଗଳି କନ୍ଦିରେ ମଧ୍ୟ କଟକଣା ଲାଗୁ ହୋଇଥିବା କହିବା ସହବ ଘରୁ ବାହାରିଲେ କ୍ୱାରେଂଟାଇନ ସେଂଟରକୁ ପଠାଇ ଦିଆ ଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି । ୪୫ ଜଣଙ୍କୁ କ୍ୱାରେଂଟାଇନ ସେଣ୍ଟରକୁ ପଠାଗଲା