ବରିଷ୍ଠ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର

ବରିଷ୍ଠ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର

#ବରିଷ୍ଠ_ପ୍ରଶାସକ_ପ୍ରିୟବ୍ରତ_ପଟ୍ଟନାୟକଙ୍କ_ଅନ୍ତିମ_ସଂସ୍କାର        ଭୁବନେଶ୍ବର: ବରିଷ୍ଠ ପ୍ରଶାସକ ତଥା ୧୯୭୬ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର ସତ୍ୟନଗର ଶ୍ମଶାନରେ ଅନୁଷ୍ଠିତ ହୋଇଛି । ଆଜି ଅପରାହ୍ନରେ ତାଙ୍କର ମରଶରୀର ମୁମ୍ବାଇରୁ ଆସି ପହଞ୍ଚିଥିଲା ଏବଂ ଏହାପରେ ତାଙ୍କ ବାସଭବନକୁ ନିଆଯାଇଥିଲା । ପରେ ଭୁବନେଶ୍ବର କ୍ଲବରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାତି ପ୍ରାୟ ୮.୩୦ ବେଳକୁ ସତ୍ୟନଗର ଶ୍ମଶାନ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ମନ୍ତ୍ରୀ ଅରୁଣ […]

Continue Reading
ଭୁବନେଶ୍ୱରରେ ଆଉ ୯୧ ପଜିଟିଭ୍, ମଞ୍ଚେଶ୍ୱର ଅଟାକଳରୁ ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୨୬ ଅକ୍ରାନ୍ତ

ଭୁବନେଶ୍ୱରରେ ଆଉ ୯୧ ପଜିଟିଭ୍, ମଞ୍ଚେଶ୍ୱର ଅଟାକଳରୁ ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୨୬ ଅକ୍ରାନ୍ତ

#ଭୁବନେଶ୍ୱରରେ_ଆଉ_୯୧_ପଜିଟିଭ୍          ଭୁବନେଶ୍ୱର  :  ଭୁବନେଶ୍ୱରରୁ ବୁଧବାର ଆଉ ୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୯୧ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨ଜଣ ଏବଂ ୧୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିନ୍ତା ଜନକ ବିଷୟ ହେଉଛି ମଂଚେଶ୍ୱରରୁ ଜଣେ ସୁପରସ୍ପ୍ରେଡରଙ୍କ ଠାରୁ ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି । ମଂଚେଶ୍ୱର ଅଂଚଳରେ ଥିବା ଏକ ଅଟାକଳର ୨୬ ଜଣ କର୍ମଚାରୀ ଜଣେ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ବୟସ […]

Continue Reading
ଭୁବନେଶ୍ୱରରୁ ଆଉ ୪୯ କରୋନା ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧କୁ ବୃଦ୍ଧି

ଭୁବନେଶ୍ୱରରୁ ଆଉ ୪୯ କରୋନା ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧କୁ ବୃଦ୍ଧି

#ଭୁବନେଶ୍ୱରରୁ_ଆଉ_୪୯_କରୋନା_ଆକ୍ରାନ୍ତ_ଚିହ୍ନଟ       ଭୁବନେଶ୍ୱର  :  ରାଜଧାନୀ ଭୁବନେଶ୍ୱରରୁ ସୋମବାର ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ଲୋକାଲ ମାମଲା ରହିଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧ କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୫୩ ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୭୬କୁ ବୃଦ୍ଧି ପାଇଛି । ବର୍ତମାନ ପର୍ଯ୍ୟନ୍ତ ୧୧ […]

Continue Reading
ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

#ଓଡ଼ିଆ_ଚଳଚ୍ଚିତ୍ର_ଜଗତର_କିମ୍ବଦନ୍ତି_ଅଭିନେତା_ବିଜୟ_ମହାନ୍ତିଙ୍କ_ପରଲୋକ       ଭୁବନେଶ୍ବର :    ଓଡିଆ ଚଳଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ଓଡ଼ିଆ ଦର୍ଶକଙ୍କୁ ଦୀର୍ଘ ପାଞ୍ଚ ଦଶକ ଧରି ନିଜ ଅଭିନୟର ମାୟାରେ ବାନ୍ଧି ରଖିଥିବା ସେହି ଅପ୍ରତିନ୍ଦ୍ବନ୍ଦ୍ବୀ ଅଭିନେତାଙ୍କର  ସୋମବାର ସଂଧ୍ୟାରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ  ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହେବାରୁ ତାଙ୍କୁ ସୋମବାର ସଂଧ୍ୟାରେ ଭୁବନେଶ୍ୱରସ୍ଥିତ କେୟାର ହସପିଟାଲରେ ଭର୍ତ୍ତି କରାଯାଇଥିଲା। […]

Continue Reading
ବିଜେଡିର ନୂଆ ୩୬ ସାଧାରଣ ସମ୍ପାଦକ , ସମସ୍ତଙ୍କୁ ମିଳିଲା ଦାୟିତ୍ୱ

ବିଜେଡିର ନୂଆ ୩୬ ସାଧାରଣ ସମ୍ପାଦକ , ସମସ୍ତଙ୍କୁ ମିଳିଲା ଦାୟିତ୍ୱ

#ବିଜେଡିର_ନୂଆ_୩୬_ସାଧାରଣ_ସମ୍ପାଦକ      ଭୁୁବନେଶ୍ୱର  :  ବିଜେଡିରେ ୩୬ ଜଣ ସାଧାରଣ ସଂପାଦକ ନିଯୁକ୍ତି ଦେଇଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସେହି ୩୬ ଜଣଙ୍କୁ ସାଧାରଣ ସଂପାଦକଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡିଶା ଦାୟିତ୍ୱ ଦିଆଯାଇଥିବା ବେଳେ ଚନ୍ଦ୍ର ସାରଥୀ ବେହେରା , ଗୀତାଂଜଳୀ ସେଠୀଙ୍କୁ ଅନୂସୂଚିତ ଜାତି ସଶକ୍ତିକରଣ ,ବିଶ୍ୱଜିତ ମହାନ୍ତି , ମନୋହର ରନ୍ଧାରୀଙ୍କୁ ସଶକ୍ତ ଓଡିଶା, ପୂର୍ଣ୍ଣ […]

Continue Reading
ଗୋ୧୯ ଜିଲ୍ଲାରୁ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଗୋଟିଏ ଦିନରେ ଭୁବନେଶ୍ୱରରୁ ରେକର୍ଡ ସଂଖ୍ୟକ ୯୦ ଜଣ କରୋନା ପଜିଟିଭ୍

#ଭୁବନେଶ୍ୱରରୁ_ରେକର୍ଡ_ସଂଖ୍ୟକ_୯୦_କରୋନା_ପଜିଟିଭ୍            ଭୁବନେଶ୍ୱର  : କରୋନା ଆକ୍ରାନ୍ତ ଚିହ୍ନଟରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର । ବୁଧବାର ଗୋଟିଏ ଦିନରେ ଭୁବନେଶ୍ୱରରୁ ରେକର୍ଡ ସଂଖ୍ୟକ ୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୯୦ ଟି ମାମଲା ମଧ୍ୟରୁ ୬୩ ଟି କ୍ୱାରେଂଟାଇନ୍ ମାମଲା ହାଇଥିବା ବେଳେ ୨୭ଟି ଲୋକାଲ କଂଟାକ୍ଟ କେସ୍ ରହିଛି । ଅନ୍ୟପକ୍ଷରେ ୨୪ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ଭୁବନେଶ୍ୱରର […]

Continue Reading
ରାଜଧାନୀରୁ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀରୁ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ

#ରାଜଧାନୀରୁ_ଆଉ_୫୧_କରୋନା_ଆକ୍ରାନ୍ତ_ଚିହ୍ନଟ             ଭୁବନେଶ୍ବର   : ଭୁବନେଶ୍ବରରେ ମଙ୍ଗଳବାର ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୧୬ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏଥିସହ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୯କୁ ବୃଦ୍ଧି ହୋଇଛି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।ସୂଚନା ଅନୁଯାୟୀ, ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ୩୬୧ ଜଣ ସୁସ୍ଥ ହୋଇଥିବା […]

Continue Reading
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

#ଆଇପିଏସ_ସ୍ତରରେ_ବଡ଼ ଧରଣର_ଅଦଳବଦଳ       ଭୁବନେଶ୍ବର : ରାଜ୍ୟ ସରକାର ମଙ୍ଗଳବାର ଆଇପିଏସ ସ୍ତରରେ  ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ବିଭିନ୍ନ ଜିଲ୍ଲାର ଏସପିଙ୍କ ସହ କଟକ- ଭୁବନେଶ୍ବରର ପାଇଁ ନୂଆ ଡିସିପି ମଧ୍ୟ ନିଯୁକ୍ତ ହୋଇଛନ୍ତି। ପୁରୀ ଏସପି ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କନ୍ଧମାଳ ଏସପି  ପ୍ରତୀକ ସିଂହଙ୍କୁ କଟକ ଡିସିପି ଭାବେ ଦାୟିତ୍ବ ମିଳିଛି। ୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଆର୍‌କେ ଶର୍ମାଙ୍କୁ ଇଣ୍ଟେଲିଜେନ୍ସି ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି।  […]

Continue Reading
କଟକ : ସଟଡାଉନ୍ ଉଠିଲା, ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ

କଟକ : ସଟଡାଉନ୍ ଉଠିଲା, ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ

#କଟକରୁ_ସଟଡାଉନ୍_ଉଠିଲା             କଟକ: କଟକ ଜିଲ୍ଲାରୁ ସୋମବାର  ସଟଡାଉନ୍‌ ଉଠା ଯାଇଛି।  ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ଗତ ଜୁଲାଇ ୪ ତାରିଖରେ ସଟଡାଉନ୍‌ ଘୋଷଣା କରିଥିଲା। ଏଥିସହିତ ମାଳିସାହିରୁ ରାଣିହାଟ ପର୍ଯ୍ୟନ୍ତ ଥିବା କଣ୍ଟେନମେଣ୍ଟ ମଧ୍ୟ ଉଠାଇ ଦିଆଯାଇଛି।ସଟ୍‌ଡାଉନ୍‌ ହଟିବା ପରେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୋଭିଡ-୧୯ ଗାଇଡଲାଇନ୍‌ ନିୟମକୁ ଅନୁସରଣ କରି ଦେକାନ ଓ ସପିଂ ମଲ ଆଦି ଖୋଲା ଯିବ ବୋଲି […]

Continue Reading
ହଟସ୍ପଟ୍ ଅଂଚଳରୁ ଆସୁଥିବାରୁ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି

ହଟସ୍ପଟ୍ ଅଂଚଳରୁ ଆସୁଥିବାରୁ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି

#ହଟସ୍ପଟ୍_ଅଂଚଳରୁ_ଆସୁଥିବାରୁ_ଭୁବନେଶ୍ୱରରେ_ଆକ୍ରାନ୍ତଙ୍କ_ସଂଖ୍ୟା_ବଢୁଛି          ଭୁବନେଶ୍ୱର   :  ରାଜ୍ୟର ଅନ୍ୟାନ୍ୟ ହଟସ୍ପଟ୍ ଅଂଚଳରୁ ଲୋକେ ଭୁବନେଶ୍ୱରରୁ ଆସୁଥିବାରୁ ଭୁବନେଶ୍ୱରରେ ସଂକ୍ରମଣ ବଢୁଛି । ବସ୍ତି ଅଂଚଳରେ କରୋନା ମୁକାବିଲା ପାଇଁ ସ୍ଲମ୍ କମିଟି ଗଠନ କରାଯାଇଛି । ସେହିପରି ୱାର୍ଡ କମିଟି ମାନେ ମଧ୍ୟ ସକ୍ରିୟ ଅଛନ୍ତି । ବସ୍ତି ଅଂଚଳରେ ଯେପରି ସଂକ୍ରମଣ ନବଢିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ । ବିଏମସି କମିଶନର କହିଛନ୍ତି […]

Continue Reading