ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାର ୪୧ ସକ୍ରିୟ ମାମଲା

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାର ୪୧ ସକ୍ରିୟ ମାମଲା

ଓଡିଶା ମହାନଗର

#ରାଜ୍ୟରେ_ବର୍ତ୍ତମାନ_ସୁଦ୍ଧା_କରୋନାର_୪୧_ସକ୍ରିୟ_ମାମଲା                ଭୁବନେଶ୍ୱର  : ରାଜ୍ୟରେ କରୋନାର ମୋଟ ୪୧ଟି ସକ୍ରିୟ ମାମଲା ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ରାଜ୍ୟରେ ୫୫୩୭ ନମୁନାର ପରୀକ୍ଷା କରା ଯାଇଛି । ଏଥି ମଧ୍ୟରୁ ୬୦ଟି ନମୁନା ପଜିଟିଭ ଆସିଛି । ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।