କଟକରେ ଚିହ୍ନଟ ହେଲେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତହ୍ନଟ

ଅନ୍ୟ ଦୁଇ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଗଲା

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ଅନ୍ୟ_ଦୁଇ_ଜଣଙ୍କ_ସ୍ୱାବ_ନମୁନା_ପରୀକ୍ଷା_ପାଇଁ_ପଠାଗଲା         କେନ୍ଦ୍ରାପଡା  :  କରୋନା ଭୟରେ ବିଭିନ୍ନ୍ ରାଜ୍ୟ ତଥା ବିଦେଶରୁ ଜିଲ୍ଲାକୁ ଫେରୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କର କରୋନା ଟେଷ୍ଟ ପାଇଁ ସ୍ୱାବ ପଠାଯାଉଛି । ପୂର୍ବରୁ ୬ ଜଣଙ୍କ ସ୍ୱାବ ପଠା ଯାଇଥିବା\ ବେଳେ ରବିବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ରେ ଜଣଙ୍କର ଏବଂ କେନ୍ଦ୍ରାପଡା ପୈାରଂଚଳ ଅନ୍ତର୍ଗତ ଗୋପ ଗ୍ରାମର ଏହି ଦୁଇ ବ୍ୟକ୍ତିଙ୍କର ସ୍ୱାବ ଟେଷ୍ଟ ପାଇଁ ଭୁବନେଶଯବର ପଠାଯାଇଥିବା ଜଣା ପଡିଛି ।