୧୪ ଜିଲ୍ଲାରେ ଲକ୍‌ଡାଉନ୍‌ ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ

୧୪ ଜିଲ୍ଲାରେ ଲକ୍‌ଡାଉନ୍‌ ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ

#୧୪_ଜିଲ୍ଲାରେ_ଲକ୍‌ଡାଉନ୍‌_ବସ୍‌,_ଟ୍ରେନ୍‌_ଚଳାଚଳ_ବନ୍ଦ     ଭୁବନେଶ୍ୱର  : ‘କରୋନା’ ବିରୋଧୀ ଲଢ଼େଇ ପାଇଁ କଟକଣାକୁ ଆହୁରି କଠୋର କରିଛନ୍ତି ରାଜ୍ୟ ସରକାର। ଆଗରୁ ଖୋର୍ଦ୍ଧା, କଟକ, ଗଞ୍ଜାମ, ଅନୁଗୋଳ, କେନ୍ଦ୍ରାପଡ଼ା ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏଥିରେ ଯୋଡ଼ି ହୋଇଛି ଆଉ ୯ ଜିଲ୍ଲା- ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା। ଏହି ୯ ଜିଲ୍ଲା ପାଇଁ କଟକଣା ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ରାତି ୯ଟା ଯାଏଁ ଜାରି […]

Continue Reading

ଏ ସପ୍ତାହର ରାଶିଫଳ

ମେଷ :ରବି ଓ ସୋମବାର: ସାମାଜିକ ପଦ ପ୍ରତିଷ୍ଠା ବଢ଼ିବ। ମଙ୍ଗଳ ଓ ବୁଧବାର: ସଫଳତାର ପାହଚ ଚଢ଼ିବେ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିରେ ଲାଭ ପାଇବେ। ବୃଷ :  ରବି ଓ ସୋମବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ମଙ୍ଗଳ ଓ ବୁଧବାର: କର୍ମକ୍ଷେତ୍ରରେ ସ୍ଥିତି ସୁଧାର ହେବ। ଗୁରୁ, ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମିଥୁନ :ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ ଓ […]

Continue Reading
୧୨ଘଣ୍ଟିଆ ବାଙ୍କୀ ବନ୍ଦ

୧୨ଘଣ୍ଟିଆ ବାଙ୍କୀ ବନ୍ଦ

#୧_ଘଣ୍ଟିଆ_ବାଙ୍କୀ_ବନ୍ଦ    ବାଙ୍କୀ : ବାଙ୍କୀ ଖଜୁରିପଦା ଡବଲ୍ ମର୍ଡର ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ  ବାଙ୍କୀ ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦଳ ଦାବି କରିଛି। ଆଜି ସକାଳେ ବାଙ୍କୀର ବିଭିନ୍ନ ସ୍ଥାନରେ ଟାୟାର ଜାଳି କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିଛନ୍ତି। ଫଳରେ ବାଙ୍କୀ-କଟକ-ବୈଦେଶ୍ୱର-କଳାପଥର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ସୁରକ୍ଷା […]

Continue Reading
ଟ୍ରକ ଭିତରେ ଡ୍ରାଇଭରକୁ ହତ୍ୟା କରି ହେଲପର ଫେରାର

ଟ୍ରକ ଭିତରେ ଡ୍ରାଇଭରକୁ ହତ୍ୟା କରି ହେଲପର ଫେରାର

#ଟ୍ରକ_ଭିତରେ_ଡ୍ରାଇଭରକୁ_ହତ୍ୟା_କରି_ହେଲପର_ଫେରାର     ରାୟଗଡା : ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଏକ ପେଟ୍ରେଲ ପମ୍ପ ନିକଟରେ ପାର୍କିଙ୍ଗ କରିଥିବା ଏକ ଟ୍ରକ ଚାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ମଙ୍ଗଳବାର ସଂଧ୍ୟା ସମୟରେ ରାଉଲକେଲାରୁ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କାରଖାନା ମଧ୍ୟରେ ଥିବା ଏଲଆଣ୍ଡଟି କମ୍ପାନିଙ୍କୁ ମାଲ ନେଇ ଆସୁଥିବା ସମୟରେ ଗାଡିଟି ପାର୍କିଂ କରି ଅଟକି ରହିଥିଲା। ବୁଧବାର ସକାଳେ ମାଲ […]

Continue Reading
ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ଜାଳିଲେ ମମତା

ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ଜାଳିଲେ ମମତା

#ଶ୍ରୀଜଗନ୍ନାଥଙ୍କ_ନିକଟରେ_ଦୀପ_ଜାଳିଲେ_ମମତା  ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାୟ ୪ଟା ୧୦ରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସେ ଅଧଘଣ୍ଟା ମନ୍ଦିର ପରିସରରେ ବିତାଇବା ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ଜାଳି ବିଶ୍ୱ ଶାନ୍ତି ପାଇଁ ଆଶୀର୍ବାଦ ମାଗିଥିଲେ। ସନ୍ଧ୍ୟା ୪ଟା ୫୦ରେ ଶ୍ରୀମନ୍ଦିରରୁ ବାହାରି ଆସିଥିଲେ। ତେବେ ଶ୍ରୀମନ୍ଦିର ଦର୍ଶନ ଶେଷ କରି ମମତା ବାନାର୍ଜୀ ଗଣମାଧ୍ୟମ ନିକଟରେ ନିଜର ପ୍ରତିକ୍ରିୟା ରଖିଥିଲେ। ସେ […]

Continue Reading
ପତ୍ନୀ ଓ ଝିଅକୁ ହତ୍ୟା କରି ବାପାର ଆତ୍ମହତ୍ୟା !

ପତ୍ନୀ ଓ ଝିଅକୁ ହତ୍ୟା କରି ବାପାର ଆତ୍ମହତ୍ୟା !

#ପତ୍ନୀ_ଓ_ଝିଅକୁ_ହତ୍ୟା_କରି_ବାପାର_ଆତ୍ମହତ୍ୟା    ଛତ୍ରପୁର: ବୁଧବାର ସକାଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆଛତ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘର ଭିତରୁ ପରିବାରର ତିନି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏକ ବନ୍ଦ ଥିବା ଘରେ ବାପା ମାଆ ଓ ଝିଅର ମରି ପଡ଼ିଥିବା ଦେଖିବାକୁ ମିଳିଛି।ମୃତକମାନେ ହେଲେ ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଊର୍ମିଳା ଏବଂ ଯୁକ୍ତ ଦୁଇ ପଢୁଥିବା ସେମାନଙ୍କ କନ୍ୟା ସୁନୀତା। ଏହି ଘଟଣା ସମଗ୍ର ଅଚଳରେ ଚାଞ୍ଚଲ୍ୟ ଖେଳାଇ […]

Continue Reading
ପୋଖରୀଭିତ୍ତିକ କୃଷିକୁ ଟାଟା ଷ୍ଟିଲର_ପ୍ରୋତ୍ସାହନ

ଚାଷୀମାନଙ୍କ ସଶକ୍ତିକରଣ ପାଇଁ ପୋଖରୀଭିତ୍ତିକ କୃଷିକୁ ଟାଟା ଷ୍ଟିଲର ପ୍ରୋତ୍ସାହନ

  #ପୋଖରୀଭିତ୍ତିକ_କୃଷିକୁ_ଟାଟା_ଷ୍ଟିଲର_ପ୍ରୋତ୍ସାହନ   ଯାଜପୁର :  (ବିଶ୍ବଜିତ ରଣା) ସମଗ୍ର ଯାଜପୁର ଜିଲ୍ଲାରେ ଜଳବାୟୁ ପିରବର୍ତ୍ତନ କୃଷି ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହାଫଳରେ ଜିଲ୍ଲାର ଚାଷୀ ଓ ବିଶେଷ ଭାବେ କ୍ଷୁଦ୍ରଚାଷୀମାନଙ୍କ ଜୀବନଜୀବିକା ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ । ଦୀର୍ଘସ୍ଥାୟୀ ଉତ୍ପାଦନ ଓ ଏକ ସ୍ଥାୟୀ ଆୟକୁ ସୁନିଶ୍ଚିତ କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ କାକୁଡ଼ିଆ ଗ୍ରାମରେ କୃଷିର ଅନ୍ତର୍ଭୁକ୍ତକାରୀ ବିକାଶ ପାଇଁ ପୋଖରୀ ଭିତ୍ତିିକ କୃଷି ନିମନ୍ତେ ଏକ […]

Continue Reading

ଉସେନ୍‌ ବୋଲ୍ଟଙ୍କୁ ପଛରେ ପକାଇଲେ ଶ୍ରୀନିବାସ !

#ଉସେନ୍‌_ବୋଲ୍ଟଙ୍କୁ_ପଛରେ_ପକାଇଲେ_ଶ୍ରୀନିବାସ  ବେଙ୍ଗାଲୁରୁ: ଉସେନ ବୋଲ୍ଟ ବିଶ୍ଵର ସବୁଠୁ ଦ୍ରୁତତମ ଧାବକ ଭାବେ ପରିଚିତ। ସବୁଠୁ କମ୍‌ ସମୟରେ ୧୦୦ ଦୌଡ଼ର ରେକର୍ଡ ତାଙ୍କ ନାମରେ ରହିଛି। କିନ୍ତୁ ବୋଲ୍ଟଙ୍କୁ ବି ପଛରେ ପକାଇ ଦେଇଛନ୍ତି ଜଣେ ଭାରତୀୟ। ସେ ହେଉଛନ୍ତି କର୍ଣ୍ଣାଟକର ଶ୍ରୀନିବାସ ଗୌଡ଼ା। ମଇଁଷି ଦୌଡ଼ ପ୍ରତିଯୋଗିତାରେ ଭାଗନେଇଥିବା ନିଜର ୨ଟି ମଇଁଷିଙ୍କ ସହିତ ଭାଗନେଇଥିବା ଶ୍ରୀନିବାସ ୯.୫୫ ସେକେଣ୍ଡରେ ୧୦୦ ମିଟର ଅତିକ୍ରିମ କରିଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ […]

Continue Reading

ସଡ଼କ ଦୁର୍ଘଟଣାରେ ଜିନ୍ଦଲ କଂପାନିର କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

#ସଡ଼କ_ ଦୁର୍ଘଟଣାରେ_ ଜିନ୍ଦଲ_ କଂପାନିର_ କର୍ମଚାରୀଙ୍କ_ ମୃତ୍ୟୁ_ କ୍ଷତିପୂରଣ _ଦାବିରେ_ ରାସ୍ତା_ ଅବରୋଧ ଯାଜପୁର: ଯାଜପୁର ଜିଲ୍ଲାର ମନୋହରପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜିନ୍ଦଲ କଂପାନିର ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଯାଜପୁର ଜିଲ୍ଲାର ହାତିବାରି ପଞ୍ଚାୟତ ଅନ୍ତର୍ଗତ କରଡ଼ାପାଳ ଗ୍ରାମର ତନ୍ମୟ କୁମାର ବଳ ନାମକ ଜଣେ ଯୁବକ ଜିନ୍ଦଲ କଂପାନିରୁ ରାତି […]

Continue Reading

ଏସ୍‌ସି, ଏସ୍‌ଟି ଏବଂ ଓବିସି ବର୍ଗଙ୍କ ପାଇଁ ୧,୩୮, ୭୦୦ କୋଟି

ନୂଆଦିଲ୍ଲୀ: ମୋଦି-୨ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ହାତ ଖୋଲା ବ୍ୟୟବରାଦ କରିଛନ୍ତି। ଏହି ୩ ବର୍ଗର ବିକାଶ ପାଇଁ ୨୦୨୦-୨୧ ବଜେଟରେ ମୋଟ ୧,୩୮ ୭୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଅନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କ ବିକାଶ ପାଇଁ ବଜେଟରେ ୮୫ […]

Continue Reading