କରୋନା ସନ୍ଦିଗ୍ଧ ! ଚୀନରେ ଡାକ୍ତରୀ ପଢ଼ୁଥିବା କନ୍ଧମାଳ ଛାତ୍ର ଅସୁସ୍ଥ

ଫୁଲବାଣୀ:  ଚୀନରେ ପ‌ାଠ ପଢ଼ୁଥିବା ଓଡ଼ିଶାର ଛାତ୍ରଙ୍କୁ  କରୋନା ଭାଇରସ ସଂକ୍ରମଣ ସନ୍ଦେହ ! କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀର ଜଣେ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଉକ୍ତ ଛାତ୍ରଜଣକ ୧୦ ଦିନ ତଳେ ଚୀନରୁ ଘରକୁ ଚାଲିଆସିଥିଲେ। ଏହାପରେ ତାଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ଏହପରେ ସେ  କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କୁ ଚିଠି ଲେଖାଇ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ସଂପର୍କରେ ଜଣାଇଥିଲେ ।  ଏହାପରେ […]

Continue Reading

ମହାନଗର ମହୋତ୍ସବର ତୃତୀୟ ସନ୍ଧ୍ୟା। ଦୁର୍ନୀତି ବିରୁଦ୍ଧ ରେ ଶୁନ୍ୟ ସହନ ଶୀଳତା ଚାଲିଛି

ବ୍ରହ୍ମପୁର : ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ନୀତି ବିରୋଧରେ ଶୁନ୍ୟ ସହନ ଶୀଳ ନୀତି ଅବଲମ୍ବନ କରାଯାଉଛି।ଏଥିରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତି, ପ୍ରଶାସକ, ରାଜନେତା କେହି ବି ବର୍ତ୍ତି ପାରିବେନି। ବର୍ତ୍ତମାନ ସରକାର ଏକ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଦେବା ପାଇଁ ତତ୍ପର।ଆଜି ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ତୃତୀୟ ଦିନ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ।ଭିଜିଲାନ୍ସ ଅତିରିକ୍ତ ଏସପି ଶାନ୍ତନୁ କୁମାର ପାଢୀ ମତ […]

Continue Reading

ଓଡ଼ିଶାରୁ ୬ ଜଣ ଜେଲ ଅଧିକାରୀ ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ-୨୦୨୦ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଜେଲ ଅଧିକାରୀମାନଙ୍କୁ ସଂସ୍କାରମୂଳକ ସେବା ପଦକ ପ୍ରଦାନ କରାଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକ୍ରମେ ଦେଶର ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ଏବଂ ୨୯ ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। ଓଡ଼ିଶାରୁ ୩ ଜଣ ଜେଲ ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ […]

Continue Reading

ନୂଆ ରୂପ ପାଇବ କଟକ

କଟକ: ଭାଇଚାରାର ସହର କଟକ ପାଇବ ନୂଆ ରୂପ । ଚମକିବ ଏହାର ରାସ୍ତାଘାଟ । ବର୍ଷ ବର୍ଷ ଧରି କଟକ  ଛାତିରେ ଛିଡ଼ା ହୋଇ ତା’ ପାଇଁ ଗର୍ବ ଗୌରବ ଆଣିଦେଇଥିବା ବଡ଼ ଡାକ୍ତରଖାନାର ହେବ ନବକଳେବର । ଆଜି କଟକ ଗସ୍ତ ଅବସରରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି କିଛି ପ୍ରତିଶ୍ରୁତି କଟକ ସହରବାସୀଙ୍କୁ ଦେଇଛନ୍ତି ।  ଏଥିନିମନ୍ତେ ସେ ସେମାନଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି।  ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଆସି ମାତା […]

Continue Reading

ଶିକ୍ଷା ନୈତିକ ଚରିତ୍ରର ବିକାଶ ଘଟାଇବାର ମୂଳ ଲକ୍ଷ୍ୟ

ଯାଜପୁର : ଶିକ୍ଷା ଚରିତ୍ର ଭିତିକ ନହେଲେ ସମାଜ ବିପର୍ଯ୍ୟସ୍ତ ହୋଇପଡ଼ିବ । ମନ, ବୁଦ୍ଧି ଓ ଆତ୍ମାର ବିକାଶ ହିଁ ଶିକ୍ଷା ବୋଲି ବିଶିଷ୍ଠ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଶ୍ରୀ ଗଣେଷ ଶିଶୁ ବିଦ୍ୟା ମନ୍ଦିରର ୧୯ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଉତ୍ସବକୁ ଉଦ୍ଘାଟ କରିଥିଲେ । ଉଦ୍ଘାଟନୀ ଅଭିଭାଷଣରେ ଛାତ୍ରଛାତ୍ରୀମାନେ କିପରି […]

Continue Reading