ହୋଲି ହେଲା କାଳ: ପାଣିରେ ବୁଡି ୬ ମୃତ

ହୋଲି ହେଲା କାଳ: ପାଣିରେ ବୁଡି ୬ ମୃତ

#ହୋଲି_ହେଲା_କାଳ_ପାଣିରେ_ବୁଡି_୬_ମୃତ    କଟକ/ରାୟଗଡା : ହୋଲି ବେଳେ ଅଘଟଣ । ରାୟଗଡା ଜିଲ୍ଲା ଗୁଣପୁରର କେନ୍ଦୁଗୁଡା ଡ୍ୟାମରେ ବୁଡି ୩ ଜଣଙ୍କର ମୃତ୍ୟୁ ଘଟିଛି । ଗାଧୋଇଲାବେଳେ ବୁଡ଼ିଯାଇ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣଙ୍କର ମେଡିକାଲରେ ମୃତ୍ୟୁ ଘଟିଛି । ସେହିପରି କଟକ କାଠଯୋଡି ନଦୀରେ ବୁଡି ଦୁଇଜଣ ପ୍ରାଣ ହରାଇଛନ୍ତି । ମୃତକ କଟକ ନେତାଜୀ ନଗରର ବୋଲି ଜଣାପଡିଛି । ଜଣେ ନବମ ଶ୍ରେଣୀର ଛାତ୍ର […]

Continue Reading
ଏସସିବିରେ ସନ୍ଦିଗ୍ଧ କରୋନା ସଂକ୍ରମଣଙ୍କ ରକ୍ତ ନମୁନା ନେଗେଟିଭ

ଏସସିବିରେ ସନ୍ଦିଗ୍ଧ କରୋନା ସଂକ୍ରମଣଙ୍କ ରକ୍ତ ନମୁନା ନେଗେଟିଭ

#ଏସସିବିରେ_ସନ୍ଦିଗ୍ଧ_କରୋନା_ସଂକ୍ରମଣଙ୍କ_ରକ୍ତ_ନମୁନା_ନେଗେଟିଭ   କଟକ : ଶେଷରେ ଓଡିଶା ଆଶ୍ଵସ୍ଥ ହୋଇଛି। କଟକ ଏସସିବିରେ କରୋନା ସଂକ୍ରମଣ ସନ୍ଦେହରେ ଭର୍ତ୍ତି ହୋଇଥିବା ଭାରତୀୟ ଦମ୍ପତିଙ୍କ ରକ୍ତ ନମୁନା ନେଗେଟିଭ ରହିଥିବା ଜଣାପଡିଛି। ଏସସିବିର ଜରୁରୀ କାଳୀନ ଅଧିକାରୀ ଏ ସଂପର୍କରେ ସୂଚନା ଦେଇଛନ୍ତି। ମଙ୍ଗଳବାର ଏହି ୨ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିଲା। ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଞ୍ଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ […]

Continue Reading
କଟକ ସହ ବିଜୁ ବାବୁଙ୍କ ସମ୍ପର୍କ ଥିଲା ନିବିଡ

କଟକ ସହ ବିଜୁ ବାବୁଙ୍କ ସମ୍ପର୍କ ଥିଲା ନିବିଡ : ମୁଖ୍ୟମନ୍ତ୍ରୀ

#କଟକ_ସହ_ବିଜୁ_ବାବୁଙ୍କ_ସମ୍ପର୍କ_ଥିଲା_ନିବିଡ    କଟକ : ବିଜୁ ବାବୁଙ୍କ ସହ କଟକର ସମ୍ପର୍କ ଥିଲା ନିବିଡ। ଏଇ କଟକ ମାଟିରେ ସେ ବଡ ହୋଇଥିଲେ। ଇଂରେଜ ସରକାର ସହ ଲଢିଥିଲେ। କଟକରୁ ସେ ପେଶୱାର(ବର୍ତ୍ତମାନ ପାକିସ୍ତାନରେ ଥିବା ଏକ ସହର)କୁ ସାଇକେଲରେ ଯାତ୍ରା କରିଥିଲେ। କଟକ ସହ ଆମ ପରିବାରର ସମ୍ପର୍କ ସ୍ବତନ୍ତ୍ର ବୋଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କଟକ ବାଲିଯାତ୍ରା ପଡିଆରେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସାଧାରଣକୁ ଉଦବୋଧନ […]

Continue Reading
ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

#ବୀଣାପାଣି_ମହାନ୍ତିଙ୍କୁ_ଅତିବଡ଼ୀ_ଜଗନ୍ନାଥ_ଦାସ_ପୁରସ୍କାର     ଭୁବନେଶ୍ବର: ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତିଙ୍କୁ ଓଡ଼ିଆ ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଦିଆଯିବ। ଆଜି ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଏହା ଘୋଷଣା କରାଯାଇଛି। ନିକଟ ଅତୀତରେ ‘ପଦ୍ମଶ୍ରୀ’ ସମ୍ମାନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା। ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ ଭଳି ୩୪ଟି ଗଳ୍ପ ସଂକଳନ, ସୀତାର […]

Continue Reading
ଶେଷ ହେଲା ମାଟ୍ରିକ ପରୀକ୍ଷା, ୧୮ରୁ ଖାତାଦେଖା

ଶେଷ ହେଲା ମାଟ୍ରିକ ପରୀକ୍ଷା, ୧୮ରୁ ଖାତାଦେଖା

#ଶେଷ_ହେଲା_ମାଟ୍ରିକ_ପରୀକ୍ଷା  କଟକ:  ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଆସନ୍ତା ୧୮ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା  ଆରମ୍ଭ ହେବ । ଏହି ମୂଲ୍ୟାୟନ ପ୍ରକ୍ରିୟା ୨୦ ଧରି ଚାଲିବ ଏବଂ  ୧୫ ହଜାରରୁ ଅଧିକ ଶିକ୍ଷକ / ଶିକ୍ଷୟିତ୍ରୀ ଏଥିରେ ସାମିଲ ହେବେ । ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟାମିକ ଶିକ୍ଷା ପରିଷଦ ସଭାପତି । ତେବେ ଏଥର  ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ମାଟ୍ରିକ  […]

Continue Reading
ଏସସିବି ହେବ ବିଶ୍ବସ୍ତରୀୟ : ୧୦ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଏସସିବି ହେବ ବିଶ୍ବସ୍ତରୀୟ : ୧୦ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

#ଏସସିବି_ହେବ_ବିଶ୍ବସ୍ତରୀୟ_୧୦_ପରାମର୍ଶଦାତାଙ୍କୁ_ନିଯୁକ୍ତି_ଦେଲେ_ମୁଖ୍ୟମନ୍ତ୍ରୀ     ଭୁବନେଶ୍ବର: କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲକୁ ବିଶ୍ବସ୍ତରୀୟ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶଜଣ ବିଶିଷ୍ଟ ଚିକିତ୍ସକଙ୍କୁ ପରାମର୍ଶଦାତା ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ଦଶଜଣ ଖ୍ୟାତନାମା ଚିକିତ୍ସକଙ୍କ ମଧ୍ୟରୁ ୭ଜଣ ‘ପଦ୍ମ’ ପୁରସ୍କାରପ୍ରାପ୍ତ ବୋଲି ଜଣାଯାଇଛି। ଅନ୍ୟମାନେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲର ପୂର୍ବତନ ଚିକିତ୍ସକ। ଏହି ପରାମର୍ଶଦାତାମାନେ ହେଲେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା, ହୃଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡାକ୍ତର କେ ଶ୍ରୀନାଥ ରେଡି, […]

Continue Reading

ପରୀକ୍ଷାରେ କପି ରୋକିବାକୁ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ : କପି କରିବା ବନ୍ଦ କର

#ପରୀକ୍ଷାରେ_କପି_ରୋକିବାକୁ_ହାଇକୋର୍ଟଙ୍କ_କଡ଼ା_ଆଭିମୁଖ୍ୟ   ଭୁବନେଶ୍ବର:  କପିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ହଲକୁ ପିଲା ନେଇପାରିବେନି ଖଣ୍ଡିଏ ବି କାଗଜ । ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇସାରିଥିବା ବେଳେ ପ୍ରଥମ ଦିନ ମାତୃଭାଷା ବିଷୟରେ କପି କରି ଧରାପଡ଼ିଛନ୍ତି ୫ ଜଣ ଛାତ୍ର । ଆଉ ଠିକ୍ ଏମିତି ବେଳେ କପି ରୋକିବାକୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ମତ ଦେଇଛନ୍ତି ହାଇକୋର୍ଟ । ୨୦୧୨ ମସିହାରୁ ଚାଲିଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି-ପରୀକ୍ଷା ବେଳେ […]

Continue Reading

ସଂଘବଦ୍ଧ ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀ ଓ ସାମ୍ବାଦିକଙ୍କ ମୃତ୍ୟୁ

#ସଂଘବଦ୍ଧ_ଆକ୍ରମଣରେ_ସରପଞ୍ଚଙ୍କ_ସ୍ୱାମୀ_ଓ_ସାମ୍ବାଦିକଙ୍କ_ମୃତ୍ୟୁ  ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଆଜି ଅପରାହ୍ନରେ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଓ ଜଣେ ସାମ୍ବାଦିକଙ୍କୁ ଖଜୁରୀପଦା ଠାରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଜଣାଯାଇଛି। ଆକ୍ରମଣରେ ୱେବ୍‌ ଚ୍ୟାନେଲ୍‌ର ସାମ୍ବାଦିକ ଆଦିତ୍ୟ ରଣସିଂ ଓ ନୂଆଗାଁ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଦିତ୍ୟ ରଣସିଂ, ଭଗବାନ ସ୍ୱାଇଁ ଓ ଅନ୍ୟ ଜଣେ ଯୁବକ ଆଜି ସକାଳୁ ଘରୁ ବାହାରି ବାଙ୍କୀ ଯାଇଥିଲେ। ସେମାନେ […]

Continue Reading

ଶପଥ ନେଲେ ନୂଆ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ

କଟକ : ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ପୁରୁଣା କୋଠାରେ ରହିଥିବା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଜଷ୍ଟିସ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇଥିଲେ। ତେବେ ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବି ସଂଖ୍ୟା ୨୭ ରହିଥିବା ବେଳେ ଏବେ ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିଛି। ଏହି ଶପଥ ଗ୍ରହଣ ଉତ୍ସବରେ […]

Continue Reading

କଟକ ବଡ଼ ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର, ରୋଗୀଙ୍କଠାରେ ଲାଗିଲା ମୃତ ଯୁବତୀଙ୍କ କିଡନୀ

କଟକ: ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଇତିହାସ ରଚିଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ୍ । କଟକ ବଡ ମେଡିକାଲରେ ଓଡ଼ିଶାର ପ୍ରଥମ କାଡଭାରିକ ଟ୍ରାନ୍ସପ୍ଲାଂଟ୍ କରାଯାଇଛି । ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ ରୋଗୀଙ୍କ ଠାରୁ କିଡନୀ ଅଣାଯାଇ କଟକ ଏସସିବିରେ କିଡନୀ ହରାଇଥିବା  ରୋଗୀଙ୍କଠାରେ  ଆଜି ପ୍ରତିରୋପଣ କରାଯାଉଛି । ଏସସିବିର ଏକ ବିଶେଷଜ୍ଞ ଦଳ ଆଜି ପ୍ରତ୍ୟୁଷରେ କିଡନୀ ପ୍ରତିରୋପଣ କରିଥିବା ସୂଚନା ମିଳିଛି । କିଡନୀ ହରାଇଥିବା ଜଣେ […]

Continue Reading