ଡକ୍ଟର ସନାତନ ରଥଙ୍କ ପରଲୋକ

ଡକ୍ଟର ସନାତନ ରଥଙ୍କ ପରଲୋକ

#ଡକ୍ଟର_ସନାତନ_ରଥଙ୍କ_ପରଲୋକ               କଟକ: ଦେଶର ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକସ୍ଥିତ କନିକାଛକ ବାସଭବନରେ ସକାଳ ୧୦.୩୦ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।  ଜଣେ ନ୍ୟୁରୋସର୍ଜନ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ସେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିଲେ । ଏଥିସହ  କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ସଫଳ ନ୍ୟୁରୋସର୍ଜନ ଭାବେ ତାଙ୍କର ଖ୍ୟାତି ଥିଲା। ଦିବଂଗତ ଡା.ରଥଙ୍କର  ବିଶିଷ୍ଟ ସମାଜସେବୀ ଭାବେ ମଧ୍ୟ ଯଥେଷ୍ଟ ଖ୍ୟାତି […]

Continue Reading
୩୫ ଦିନ ଧରି ବିପନ୍ନଙ୍କୁ ଦିଆଯାଉଛି ମଧ୍ୟାହ୍ନଭୋଜନ

୩୫ ଦିନ ଧରି ବିପନ୍ନଙ୍କୁ ଦିଆଯାଉଛି ମଧ୍ୟାହ୍ନଭୋଜନ

#୩୫_ଦିନ_ଧରି_ବିପନ୍ନଙ୍କୁ_ଦିଆଯାଉଛି_ମଧ୍ୟାହ୍ନଭୋଜନ           ବାଲିଚନ୍ଦ୍ରପୁର : ୩୫ଦିନ ହେଲା ପ୍ରତିଦିନ ମଧ୍ୟାହ୍ନରେ ଅସହାୟ ଓ ବିପନ୍ନମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । କରୋନା ବିପର୍ଯ୍ୟୟ ସମୟରେ ବିଭିନ୍ନ ରାସ୍ତାଘାଟ, ବସ୍ତି ଅଂଚଳ, ଜରାନିବାସ, ଅନାଥାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଅଂଚଳର ସାମାଜିକ ସେବା ସଂଗଠନ ଶପଥ ପକ୍ଷରୁ ନିରବଚ୍ଛିନ୍ନ ଭାବେ ସ୍ୱେଚ୍ଛାସେବୀମାନେ ନିଜେ ରାନ୍ଧି ସେମାନଙ୍କୁ ଖାଦ୍ୟ, ପାଣି ପ୍ୟାକେଟ ଏବଂ କେତେକ ସ୍ଥାନରେ ମାସ୍କ ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି । ଅନୁଷ୍ଠାନର ସଭାପତି […]

Continue Reading
ଡିଭାଇଡରରେ ପିଟି ହୋଇ ଓଲଟିଲା ଆମ୍ବୁଲାନ୍ସ

ଡିଭାଇଡରରେ ପିଟି ହୋଇ ଓଲଟିଲା ଆମ୍ବୁଲାନ୍ସ

#ଡିଭାଇଡରରେ_ପିଟି_ହୋଇ_ଓଲଟିଲା_ଆମ୍ବୁଲାନ୍ସ               କଟକ: ଯାଜପୁର ଜିଲ୍ଲାରୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ନେଇ  ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ ଗୁରବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ରାତି ପ୍ରାୟ ୧୦ଟାରେ କଟକ ସହରର ଓଏମପି ଛକ ନିକଟରେ ଜେକେବିକେ କଲେଜ ସମ୍ମୁଖରେ ରାସ୍ତାର ଡିଭାଇଡରରେ ମାଡ଼ ହେବାରୁ  ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ । ସୂଚନା ଅନୁସାରେ ଆଜି ସନ୍ଧ୍ୟା ୭ଟାରେ ୫ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ୫ଟି ଆମ୍ବୁଲାନ୍ସ […]

Continue Reading
ଲକ୍ ଡାଉନ୍ ବେଳେ ଜବତ ଗାଡି ଛାଡିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଲକ୍ ଡାଉନ୍ ବେଳେ ଜବତ ଗାଡି ଛାଡିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

#ଲକ୍_ଡାଉନ୍_ବେଳେ_ଜବତ_ଗାଡି_ଛାଡିବାକୁ_ହାଇକୋର୍ଟଙ୍କ_ନିର୍ଦ୍ଦେଶ           କଟକ    :    ଲକ୍ ଡାଉନ ବେଳେ ଚାଲିବା ଦୂରତାରେ ଅତ୍ୟାବଶକ ସାମଗ୍ରୀ ନ ମିଳିବା ପରିସ୍ଥିତିରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇ ପାରିବ ନାହିଁ । ଏଥି ସହିତ ଲକ୍ ଡାଉନ ବେଳେ ଜବତ କରାଯାଇଥିବା ଗାଡିଗୁଡିକ ତୁରନ୍ତ ଛାଡିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଦୁଇ ଚକିଆ ଗାଡି ଜବତ ହେଲେ ଚଳାଉଥିବା ବ୍ୟକ୍ତିଙ୍କ ନିକଟରୁ ଅଣ୍ଡରଟେକିଂ ରଖି ଗାଡି ଛଡାଯିବ […]

Continue Reading
ଦାଣ୍ଡ ବିଜେ କରିବେ ନାହିଁ ମହାପ୍ରଭୁ ରଘୁନାଥଜୀଉ

ଦାଣ୍ଡ ବିଜେ କରିବେ ନାହିଁ ମହାପ୍ରଭୁ ରଘୁନାଥଜୀଉ

#ଦାଣ୍ଡ_ବିଜେ_କରିବେ_ନାହିଁ_ମହାପ୍ରଭୁ_ରଘୁନାଥଜୀଉ            ନିଶ୍ଚିନ୍ତକୋଇଲି,ତା    :  ରାତି ପାହିଲେ ହୋଇଥାନ୍ତ ଅସୁରେଶ୍ୱରର ଓଡ଼ିଶା ପ୍ରସିଦ୍ଧ ଦାଣ୍ଡଯାତ୍ରା କିନ୍ତୁ  କରୋନା ଭକ୍ତ ଓ ଭଗବାନଙ୍କ ମିଳନରେ ବାଧକ ସାଜିଛି । ମହାପ୍ରଭୁ ରଘୁନାଥଜୀଉ ଦାଣ୍ଡ ବିଜେ କରିବେ ନାହିଁ ବୋଲି ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଛି । ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳୋ ଗ୍ରାମ ପଞ୍ଚାୟତ ମଲ୍ଲୀପୁର ସ୍ଥିତ ପ୍ରସିଦ୍ଧ ଅସୁରେଶ୍ୱରର ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ଦାଣ୍ଡଯାତ୍ରା କରୋନା କଟକଣା ହେତୁ ନୀତିକାନ୍ତି ଅନୁଯାୟୀ ଯଥାରୀତି […]

Continue Reading
ରବି ଫସଲକୁ ଚରିଗଲେ ଗାଈ ଗୋରୁ, ଚିନ୍ତାରେ ଚାଷୀ

ରବି ଫସଲକୁ ଚରିଗଲେ ଗାଈ ଗୋରୁ, ଚିନ୍ତାରେ ଚାଷୀ

#ରବି_ଫସଲକୁ_ଚରିଗଲେ_ଗାଈ_ଗୋରୁ        ନିଶ୍ଚିନ୍ତକୋଇଲି  :  ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ କ୍ରମାଗତ ଲଗାଣ ବର୍ଷାରେ ରବି ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । କରୋନା ହେତୁ ମୂଲିଆ ନମିଳିବା କାରଣରୁ ଏହି ରବି ଫସଲ ବିଲରେ ଗାଈ ଗୋରୁ ଚରିବା ଘଟଣାଟି ଚାଷୀର ମେରୁଦଣ୍ଡକୁ ଏକରକମ ଭାଙ୍ଗି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ଗ୍ରାମ ପଞ୍ଚାୟତ ଚାଷୀ ବହୁଳ  । ଏହି ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର […]

Continue Reading
ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲେ ଲାଲବାଗ ଥାନା ଭାରପ୍ରାପ୍ତ ଅଧିକାରୀ

ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲେ ଲାଲବାଗ ଥାନା ଭାରପ୍ରାପ୍ତ ଅଧିକାରୀ

#ଅସହାୟଙ୍କୁ_ଖାଦ୍ୟ_ବାଣ୍ଟିଲେ_କଟକ_ଲାଲବାଗ_ଥାନା_ଭାରପ୍ରାପ୍ତ_ଅଧିକାରୀ      କଟକ :  (ଶ୍ରୀକାନ୍ତ କୁମାର ରାଉତ)  କରୋନା କୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଲକଡାଉନ କରା ଯାଇଥିବା ବେଳେ କଟକ ରେ ଏହାର ବେଶ ପ୍ରଭାବ ପଡିଛି l ଫଳରେ ବଜାର ଘାଟ ଯାନ ବାହନ ଚଳା ଚଳ ସମ୍ପୂର୍ଣ ରୂପେ ଠପ ହୋଇ ଯାଇଛି l ଏହି ପରି ପ୍ରେକ୍ଷୀରେ ସହରରେ ଥିବା ଅସହାୟମାନେ ଖାଇବା ପିଇବାକୁ ନପାଇ ଭୋକ ଓପାସ ରେ ଦିନ କାଟୁ ଛନ୍ତି l ଆଜି ଏଭଳି […]

Continue Reading
ଓଡ଼ିଶା ହାଇକୋର୍ଟର କାର୍ଯ୍ୟ ଏପ୍ରିଲ ୧୫ ଯାଏ ବନ୍ଦ

ଓଡ଼ିଶା ହାଇକୋର୍ଟର କାର୍ଯ୍ୟ ଏପ୍ରିଲ ୧୫ ଯାଏ ବନ୍ଦ

#ଓଡ଼ିଶା_ହାଇକୋର୍ଟର_କାର୍ଯ୍ୟ_ଏପ୍ରିଲ_୧୫_ଯାଏ_ବନ୍ଦ    କଟକ : କରୋନା ଭାଇରସ ସଂକ୍ରମଣର ଆଶଙ୍କାକୁ ଆଖି ଆଗରେ ରଖି ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟର ସମସ୍ତ କାର୍ଯ୍ୟକୁ ଏପ୍ରିଲ ୧୫ ଯାଏ ବନ୍ଦ କରିଦିଆଯାଇଛି । କୋର୍ଟ ପକ୍ଷରୁ ଜାରୀ ଏକ ନୋଟିଫିକେସନରେ ଏହି ସୂଚନା ଦିଆ ଯାଇଛି । ଏହି ନୋଟିଫିକେସନରେ କୁହା ଯାଇଛି ଯେ କୋଭିଡ-୧୯ ବ୍ୟାପିବାର ଆଶଙ୍କାକୁ ଆଖି ଆଗରେ ରଖି ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ ଡାଉନ ପରିପ୍ରେକ୍ଷୀରେ ମାନ୍ୟବର […]

Continue Reading
ଜଷ୍ଟିସ ରଫିକ୍‌ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି !

ଜଷ୍ଟିସ ରଫିକ୍‌ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି !

#ଜଷ୍ଟିସ_ରଫିକ୍‌_ହେବେ_ଓଡ଼ିଶା_ହାଇକୋର୍ଟର_ମୁଖ୍ୟ_ବିଚାରପତି    ନୂଆଦିଲ୍ଲୀ : ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ୍‌ ରଫିକ୍‌ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ। ଖୁବ୍‌ ଶୀଘ୍ର ସୁପ୍ରିମକୋର୍ଟ କଲେଜିୟମ୍‌ ଏନେଇ ନିଷ୍ପତ୍ତିଗ୍ରହଣ କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ କିଛି ଦିନ ଧରି ଖାଲି ପଡ଼ିଛି ଏବଂ ବରିଷ୍ଠତମ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ଜଷ୍ଟିସ୍‌ ରଫିକ ରାଜସ୍ଥାନର ଚୁରୁଜିଲା […]

Continue Reading
ବାଦାମବାଡ଼ି ବସଷ୍ଟାଣ୍ଡରେ ୫-ଟି ସଚିବ ଭି କେ ପାଣ୍ଡିଆନ୍

ବାଦାମବାଡ଼ି ବସଷ୍ଟାଣ୍ଡରେ ୫-ଟି ସଚିବ ଭି କେ ପାଣ୍ଡିଆନ୍

#ବାଦାମବାଡ଼ି_ବସଷ୍ଟାଣ୍ଡରେ_୫_ଟି_ସଚିବ      କଟକ: ପୁଣି କଟକରେ ୫-ଟି ସଚିବ ଭି କେ ପାଣ୍ଡିଆନ୍। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଞ୍ଚିଥିଲେ ୫-ଟି ସଚିବ । ସେ ସେଠାକାର ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାଯାଇଛି । ରାଜ୍ୟର ଏହି ସବୁଠାରୁ ବଡ଼ ବସଷ୍ଟାଣ୍ଡରେ କ’ଣ କ’ଣ ସମସ୍ୟା ରହିଛି ସେ ନେଇ ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ୍ । ବିଶେଷ କରି ବସଷ୍ଟାଣ୍ଡରେ ବସ୍ ରହିବା ସ୍ଥଳ, ପିଇବା ପାଣି, ଟ୍ରାଫିକ୍ ପରିଚାଳନା […]

Continue Reading