ପୁଲିସ ପାଉନି ଠୋସ୍ ପ୍ରମାଣ, ଖସିଯାଇ ପାରନ୍ତି ଅନୁପ ସାଏ !

ପୁଲିସ ପାଉନି ଠୋସ୍ ପ୍ରମାଣ, ଖସିଯାଇ ପାରନ୍ତି ଅନୁପ ସାଏ !

#ପୁଲିସ_ପାଉନି_ଠୋସ୍_ପ୍ରମାଣ   ଝାରସୁଗୁଡ଼ା:  ଖସିଯିବେ କି ପ୍ରଭାବଶାଳୀ ଅଭିଯୁକ୍ତ ଅନୁପ ସାଏ ? କଳ୍ପନା ଦାସ ଓ ବବଲି ହତ୍ୟା ମାମଲାରେ ଜେଲରେ ରହିଥିବା ପୂର୍ବତନ ବିଧାୟକ ଖସିଯିବେ କି ? ଏବେ ଏହି ପ୍ରଶ୍ନକୁ ନେଇ ଛତିଶଗଡର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ରାଜଧାନୀ ରାୟପୁରରୁ ପ୍ରକାଶିତ  ‘ନବଭାରତ’ରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ରାୟଗଡ଼ ପୁଲିସ ପାଇଁ ଏତେଟା […]

Continue Reading
ନିର୍ଭୟା ମାମଲା : ଦୋଷୀଙ୍କୁ ଘାରିଛି ମୃତ୍ୟୁର ଭୟ

ନିର୍ଭୟା ମାମଲା : ଦୋଷୀଙ୍କୁ ଘାରିଛି ମୃତ୍ୟୁର ଭୟ, ଜେଲ୍ କାନ୍ଥରେ ମୁଣ୍ଡ ପିଟୁଛି ବିନୟ

#ନିର୍ଭୟା_ମାମଲା_ଦୋଷୀଙ୍କୁ_ଘାରିଛି_ମୃତ୍ୟୁର_ଭୟ   ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଘାରିଲାଣି ମୃତ୍ୟୁର ଭୟ। ମୃତ୍ୟୁ ଭୟରେ ଦୋଷୀଙ୍କ ମାନସିକ ପରିସ୍ଥିତିବି ବିଗିଡି ଯାଉଛି। ବୁଧବାର ନିର୍ଭୟା କେସର ଅନ୍ୟତମ ଦୋଷୀ ବିନୟ ମୃତ୍ୟୁ ଭୟରେ ଜେଲର କାନ୍ଥରେ ନିଜ ମୁଣ୍ଡକୁ ବାରମ୍ବାର ପିଟିବା ସହ ନିଜକୁ ଆହତ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଜେଲର ସୁରକ୍ଷାକର୍ମୀ ତାକୁ ରୋକିଥିଲେ। ଏହା ପରେ ବିନୟର ପ୍ରାଥମିକ ଚିକିତ୍ସା ପରେ ତାକୁ ପୁଣି ଜେଲରେ ବନ୍ଦ କରି […]

Continue Reading

ଜାରି ହେଲା ନୂତନ ‘ମୃତ୍ୟୁ ପରଓ୍ଵାନା’ : ମାର୍ଚ୍ଚ ୩ ସକାଳ ୬ରେ ଫାଶୀ

#ମାର୍ଚ୍ଚ_୩_ସକାଳ_୬ରେ_ଫାଶୀ  ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ବିରୋଧରେ ଆଜି ଦିଲ୍ଲୀର ପାତିଆଲା ହାଉସ୍‌ ଅଦାଲତ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି କରିଛନ୍ତି। ଆଜି ଅଦାଲତଙ୍କ ପକ୍ଷରୁ ଜାରି କରା ଯାଇଥିବା ନୂତନ ‘ମୃତ୍ୟୁ ପରଓ୍ଵାନା’ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ […]

Continue Reading

ସଂଦେହ ଘେରକୁ ଆସିଲେ କଳ୍ପନାଙ୍କ ବାପା

#ସଂଦେହ_ଘେରକୁ_ଆସିଲେ_କଳ୍ପନାଙ୍କ_ବାପା  ରାୟଗଡ଼ : ଅନୁପ ସାଏଙ୍କୁ ଜେଲ୍‌ ପଠାଇବା ପରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ମୁଣ୍ଡରେ ପଞ୍ଝା ମାରିଛି ଛତିଶଗଡ଼ ପୋଲିସ । ଗତକାଲି ବିଳମ୍ବିତ ରାତିରେ ବ୍ରଜରାଜ ନଗର ବଘରାଚକା ଘରୁ ବର୍ଦ୍ଧନକୁ ଉଠାଇ ନେଇଛି ଛତିଶଗଡ଼ ଚକ୍ରଧରନଗର ଥାନାର ଏକ ୬ଜଣିଆ ପୋଲିସ ଟିମ୍‌ ସେପଟେ ଏହି ମାମଲାରେ ସଂଦେହ ଘେରକୁ ଆସିଛନ୍ତି ମୃତ କଳ୍ପନା ଦାଶଙ୍କ ବାପା ରୁଦ୍ରାକ୍ଷ ଦାଶ । ଜଣେ ବାପା ହିସାବରେ ୨୦୧୬ ମେ’ ରୁ ସେ ଦୀର୍ଗ […]

Continue Reading

ସଂଘବଦ୍ଧ ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀ ଓ ସାମ୍ବାଦିକଙ୍କ ମୃତ୍ୟୁ

#ସଂଘବଦ୍ଧ_ଆକ୍ରମଣରେ_ସରପଞ୍ଚଙ୍କ_ସ୍ୱାମୀ_ଓ_ସାମ୍ବାଦିକଙ୍କ_ମୃତ୍ୟୁ  ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଆଜି ଅପରାହ୍ନରେ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଓ ଜଣେ ସାମ୍ବାଦିକଙ୍କୁ ଖଜୁରୀପଦା ଠାରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଜଣାଯାଇଛି। ଆକ୍ରମଣରେ ୱେବ୍‌ ଚ୍ୟାନେଲ୍‌ର ସାମ୍ବାଦିକ ଆଦିତ୍ୟ ରଣସିଂ ଓ ନୂଆଗାଁ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଦିତ୍ୟ ରଣସିଂ, ଭଗବାନ ସ୍ୱାଇଁ ଓ ଅନ୍ୟ ଜଣେ ଯୁବକ ଆଜି ସକାଳୁ ଘରୁ ବାହାରି ବାଙ୍କୀ ଯାଇଥିଲେ। ସେମାନେ […]

Continue Reading

ଡବଲ୍‌ ମର୍ଡର ଘଟଣା: ଅନୁପଙ୍କ ଡ୍ରାଇଭର୍ ବର୍ଦ୍ଧନ ଟପୋ ଗିରଫ

#ଅନୁପଙ୍କ_ଡ୍ରାଇଭର୍_ବର୍ଦ୍ଧନ_ଟପୋ_ଗିରଫ  ଝାରସୁଗୁଡ଼ା: ମା’ କଳ୍ପନା ଦାଶ ଏବଂ ଝିଅ ପ୍ରଭାତୀ ଦାଶ ହତ୍ୟାକାଣ୍ଡରେ ଜଡ଼ିତ ଅନୁପ ସାଏଙ୍କ ଡ୍ରାଇଭର୍ ବର୍ଦ୍ଧନ ଟପୋକୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି।  ମିଳିଥିବା ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନାର ଏକ ୬ ଜଣିଆ  ପୁଲିସ୍ ଦଳ ବ୍ରଜରାଜନଗର ଆସି ବର୍ଦ୍ଧନର ବଘରାଚକା ଘରୁ ତାକୁ ଉଠାଇ ନେଇଥିବା ଜଣାଯାଇଛି। କଳ୍ପନା ଓ ପ୍ରଭାତୀଙ୍କ ହତ୍ୟାକାଣ୍ଡରେ ଅନୁପ ସାଏଙ୍କୁ ଗିରଫ କରି ଜେଲ ହାଜତରେ […]

Continue Reading

ଡବଲ ମର୍ଡର ଅଭିଯୋଗରେ ବନ୍ଧା ହେଲେ ଅନୁପ ସାଏ, ଦଳରୁ ବହିଷ୍କୃତ

ଝାରସୁଗୁଡା : ପୂର୍ବତନ ବିଧାୟକ  ଅନୁପ କୁମାର ସାଏଙ୍କ ଡବଲ ମର୍ଡରରେ ସଂପୃକ୍ତିକୁ ନେଇ ପୋଲିିସ ତାଙ୍କୁ ଗିରଫକରିଛି । ୨୦୧୬ ରେ ଏକ ଡବଲ୍‌ ମର୍ଡର ଘଟଣାରେ ତାଙ୍କ ସଂପୃକ୍ତି କୁ ନେଇ ଛତିଶଗଡ଼ ପୋଲିସ ତାଙ୍କୁ ଗିରଫ କରିଛି । ଅନୁପ ସାଏଙ୍କୁପୋଲିସ ଗିରଫ କରିଥିବା ଖବର  ସ୍ପଷ୍ଟ ହେବା ପରେ  ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ। ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଏବେ ଛତିଶଗଡ଼ ପୋଲିସ ପଞ୍ଝାରେ। ଝାରସୁଗୁଡାରୁ ତାଙ୍କୁ […]

Continue Reading

ଯାଜପୁରରେ ନକଲି ନୋଟ୍ ରାକେଟ: ୪ଲକ୍ଷ ୭୭ହଜାରର ଜାଲି ନୋଟ୍

#ଯାଜପୁରରେ_ ନକଲି_ ନୋଟ୍_ ରାକେଟ_୪ଲକ୍ଷ_ ୭୭_ହଜାରର_ ଜାଲି_ ନୋଟ୍   ଯାଜପୁର :  ( ବିଶ୍ବଜିତ ରଣା ) ଯାଜପୁର ରୋଡ ପୋଲିସ ଦ୍ବାରା ଏକ ନକଲି ନୋଟ କାରବାର ରାକେଟ ଠାବ ହୋଇଛି । ଚଢାଉ କରି ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଲର ପ୍ରିଣ୍ଟର, ୨ଟି ବାଇକ, ୩ଟି ମୋବାଇଲ ଫୋନ ସହିତ ୪ଲକ୍ଷ ୭୭ହଜାର ଟଙ୍କା ଜବତ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଯାଜପୁର ରୋଡ୍ […]

Continue Reading

ବାଦାମ୍‌ ଚୋପା ଓ ବିସ୍କୁଟ ଖୋଳ ଭିତରେ ୪୫ଲକ୍ଷର ବିଦେଶୀ ମୁଦ୍ରା ଲୁଚାଇ ନେଉଥିବା ବେଳେ ଦିଲ୍ଲୀ ବିମାନବନ୍ଦରରେ ଧରାପଡ଼ିଲେ ଯୁବକ

#ବାଦାମ୍‌ _ଚୋପା _ଓ _ବିସ୍କୁଟ _ଖୋଳ _ଭିତରେ_ ୪୫ଲକ୍ଷର_ ବିଦେଶୀ_ ମୁଦ୍ରା _ଲୁଚାଇ _ନେଉଥିବା _ବେଳେ_ ଦିଲ୍ଲୀ_ ବିମାନବନ୍ଦରରେ _ଧରାପଡ଼ିଲେ _ଯୁବକ  ନୂଆଦିଲ୍ଲୀ: ଇନ୍ଦିରାଗାନ୍ଧି ଅନ୍ତଜାର୍ତୀୟ ବିମାନବନ୍ଦର (ଆଇଜିଆଇ)ରେ ସିଆଇଏସ୍‌ଏଫ୍‌ ଅଧିକାରୀ ବିଦେଶୀ ନୋଟ ଚାଲାଣ କରୁଥିବା ଏକ ର‍୍ୟାକେଟର ପର୍ଦ୍ଦାଫାସ କରିଛନ୍ତି। ସିଆଇଏସ୍‌ଏଫ୍‌ର ଟିମ୍‌କୁ  ବିଶେଷ ସୂତ୍ରରୁ ଏହି ବିଦେଶୀ ଟଙ୍କା ଚାଲାଣ ହେଉଥିବା ଖବର ମିଳିବା ପରେ ସେମାନେ ବିମାନବନ୍ଦରରେ ଯାଞ୍ଚ ଆରମ୍ଭ କରିଥିଲେ। ଏହି ଯାଞ୍ଚ ସମୟରେ ସିଆଇଏସ୍‌ଏଫ୍‌ର ଟିମକୁ  ବିମାନବନ୍ଦରରେ ଥିବା […]

Continue Reading

ହାଫିଜ୍‌ ସଇଦ୍‌କୁ ୫ ବର୍ଷ ଜେଲ୍

#ହାଫିଜ୍‌ _ସଇଦ୍‌କୁ_ ୫ _ବର୍ଷ_ ଜେଲ୍  ଇସଲାମାବାଦ୍: ବିଶ୍ବ ଆତଙ୍କବାଦୀ ଘୋଷଣା ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସଇଦକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନର ଏକ କୋର୍ଟ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।  ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ ଏବଂ ତାଙ୍କର ୧୨ ସହଯୋଗୀଙ୍କୁ ୨୩ଟି ମାମଲାରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରିଥିବା କାରଣରୁ ୨୦୧୯ରେ ଗିରଫ କରାଯାଇଥିଲା।  ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଉପରେ ଆନ୍ତର୍ଜାତିକ […]

Continue Reading