ନକ୍ସଲ ହତ୍ୟାପରେ ୨ ଦିନ ରାସ୍ତାରେ ପଡ଼ିଲା ଶବ, ଶୁଣିଲାନି ପୁଲିସ୍‌; ବାଇକ୍‌ରେ ବୁହାହେଲା

ନକ୍ସଲ ହତ୍ୟାପରେ ୨ ଦିନ ରାସ୍ତାରେ ପଡ଼ିଲା ଶବ, ଶୁଣିଲାନି ପୁଲିସ୍‌; ବାଇକ୍‌ରେ ବୁହାହେଲା

#ନକ୍ସଲ_ହତ୍ୟାପରେ_୨_ଦିନ_ରାସ୍ତାରେ_ପଡ଼ିଲା_ଶବ  ଚିତ୍ରକୋଣ୍ଡା : ନକ୍ସଲ ହତ୍ୟାପରେ ୨ ଦିନ ରାସ୍ତାରେ ପଡ଼ିଲା ଶବ । ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପୁଲିସ୍‌ର ପ୍ରାଥମିକ ଦାୟିତ୍ୱ ହୋଇଥିବା ବେଳେ ପୁଲିସ୍‌ ରାସ୍ତାରେ ପଡ଼ିଥିବା ମୃତଦେହକୁ ସୁରକ୍ଷିତ ଭାବେ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିବ କଣ ନକ୍ସଲ ଭୟରେ ପଛଘୁଞ୍ଚା ଦେଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ । ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବାକୁ ହେଉଥିବା ରାସ୍ତା କାମକୁ ସମର୍ଥନ କରି ୨ ଦିନ […]

Continue Reading
ସିଏଏକୁ ନେଇ ଜଳୁଛି ଦିଲ୍ଲୀ, ମୃତ୍ୟୁସଂଖ୍ୟା ୭କୁ ବଢ଼ିଲା

ସିଏଏକୁ ନେଇ ଜଳୁଛି ଦିଲ୍ଲୀ, ମୃତ୍ୟୁସଂଖ୍ୟା ୭କୁ ବଢ଼ିଲା

#ସିଏଏକୁ_ନେଇ_ଜଳୁଛି_ଦିଲ୍ଲୀ,_ମୃତ୍ୟୁସଂଖ୍ୟା_୭କୁ_ବଢ଼ିଲା  ନୂଆଦିଲ୍ଲୀ:  ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ହିଂସା ଜାରି ରହିଛି। ରବିବାର ଠାରୁ ସିଏଏକୁ ନେଇ ଜାଫରାବାଦରେ ସୃଷ୍ଟି ହୋଇଥିବା ଚାପା ଉତ୍ତେଜନା  ଭୟଙ୍କର ରୂପ ନେଇଛି। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ପଥରମାଡ଼ ଓ ପୋଡ଼ାଜଳାରେ ଏଯାଏ ୭ ଜଣଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ଜଣେ ପୁଲିସ୍‌ କନଷ୍ଟେବଲ ରହିଛନ୍ତି। ଏବେ ବି ୯୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ […]

Continue Reading
ପତ୍ନୀ ହତ୍ୟାକାରୀ ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡ

ପତ୍ନୀ ହତ୍ୟାକାରୀ ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡ

#ପତ୍ନୀ_ହତ୍ୟାକାରୀ_ଅବସରପ୍ରାପ୍ତ_କର୍ଣ୍ଣେଲଙ୍କୁ_ଆଜୀବନ_କାରାଦଣ୍ଡ   ଭୁବନେଶ୍ବର:  ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜରେ ଘଟିଥିବା ଚର୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡ ଘଟଣାର ରାୟ ଆଜି ପ୍ରକାଶ ପାଇଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଉଷ‌ାଶ୍ରୀଙ୍କ ସ୍ବାମୀ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ଜୁନ୍‌ ୨୧ ତାରିଖ  ରାତିରେ ଦୋଷୀ ସୋମନାଥ ପରିଡ଼ା  ତାଙ୍କ ପତ୍ନୀଙ୍କୁ ହତ୍ୟାକରିବା ପ‌ରେ ୩୦୦ ଖଣ୍ଡ କରି ବହୁ ସଂଖ୍ୟକ ଟିଫିନ୍ ବାକ୍ସରେ ଭର୍ତ୍ତି କରି ଦେଇଥିଲେ। ଦୀର୍ଘ ୭ […]

Continue Reading
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

#ଯୁବକଙ୍କୁ_ଗୋଡ଼ାଇ_ଗୋଡ଼ାଇ_ହାଣିଲେ ପିପିଲି  : (ବିଜୟ କୁମାର ମହାପାତ୍ର) ପୁରୀ ଜିଲ୍ଲା କଣ୍ଟି ପଞ୍ଚାୟତର କାକୁଡ଼ିଆ ଗାଁରେ ବ୍ରାଉନସୁଗର ବେପାରକୁ ବିରୋଧ କରିବାରୁ ଗୋଷ୍ଠୀ ସଂଘର୍ଷ ଓ ବୋମା ମାଡ଼ ହୋଇଛି I ଏଥିସହ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁରୁତର ଯୁବକଙ୍କ ନା ଅଜୟ। ତାଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ରାତିରେ ଏହି ଘଟଣା ଘଟିଛି। ଗୁରୁତର ଆହତ ଅଜୟ ସ୍ଥାନୀୟ ଅଞ୍ଚଳରେ ନିଶା […]

Continue Reading
ଦିଲ୍ଲୀରେ ସିଏଏ ହିଂସା: କନଷ୍ଟେବଳଙ୍କ ସମେତ ୪ ମୃତ

ଦିଲ୍ଲୀରେ ସିଏଏ ହିଂସା: କନଷ୍ଟେବଳଙ୍କ ସମେତ ୪ ମୃତ

#ଦିଲ୍ଲୀରେ_ସିଏଏ_ହିଂସା_କନଷ୍ଟେବଳଙ୍କ_ସମେତ_୪_ମୃତ  ନୂଆଦିଲ୍ଲୀ : ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁରରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଏନଆରସିକୁ ନେଇ ସୋମବାର ବ୍ୟାପକ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ଜଣେ କନଷ୍ଟେବଳଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୦ଟି ଜିଲାରେ ୧୪୪ ଧାରା ଲାଗୁ କରାଯାଇଛି।ସିଏଏ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ଏହି ହିଂସାରେ ଗୁଳିମାଡ଼ ଏବଂ ପଥରମାଡ଼ ଯୋଗୁ ଦୁଇ ଗୋଷ୍ଠୀର ବହୁ ଲୋକ ଆହତ ହୋଇଛନ୍ତି। ଏପରି କି […]

Continue Reading
ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ପଦିଆ ସାହୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ପଦିଆ ସାହୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

#ବାରଙ୍ଗ_ଗଣଦୁଷ୍କର୍ମ_ମାମଲାରେ_ଦୋଷୀପଦିଆ_ସାହୁର_ମୃତ୍ୟୁ    ଭୁବନେଶ୍ୱର : ଆଜୀବନ କଏଦୀ ପଦିଆ ସାହୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଝାରପଡ଼ା ଜେଲରେ ରହୁଥିଲେ ପଦିଆ। ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଗତ ୨୧ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପଦିଆ। ୧୯୯୯ ବାରଙ୍ଗ ଅଞ୍ଚଳରେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିଲେ ପଦିଆ। ୧୯୯୯ ଜାନୁଆରୀ ୯ ତାରିଖରେ ମସିହାରେ ବାରଙ୍ଗରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଦୁଷ୍କର୍ମ ଘଟଣା। ଯାହା ସାରା ରାଜ୍ୟକୁ ଦୋହଲାଇଦେଇଥିଲା। […]

Continue Reading
ଚଇତି ପର୍ବ ଦାଇତ୍ୱରେ ଥିଲେ, ଆଜି ମିଳିଲା କଙ୍କାଳ

ପାହାଡ଼ ତଳୁ ଯବାନଙ୍କ ନରକଙ୍କାଳ ଉଦ୍ଧାର

#ପାହାଡ଼_ତଳୁ_ଯବାନଙ୍କ_ନରକଙ୍କାଳ_ଉଦ୍ଧାର ରାୟଗଡ଼ା : ରାୟଗଡ଼ା ଠାରୁ କୋରାପୁଟ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ନୂଆସାହି ପାହାଡ଼ ତଳୁ ଆଜି ଜଣେ ନିଖୋଜ ସିଆରପିଏଫ୍‌ ଯବାନଙ୍କ ନରକଙ୍କାଳ ଉଦ୍ଧାର ହୋଇଥିବା ଜଣାଯାଇଛି। ଗତ ବର୍ଷ ଡିସେମ୍ବରରୁ ନିଖୋଜ ଥିବା ସିଆରପିଏଫ ଯବାନ ଧରମ ଦେବ (୫୧)ଙ୍କ ବୋଲି ସ୍ପଷ୍ଟ କରିଛି ସାଇଣ୍ଟିଫିକ୍‌ ଟିମ୍‌। ସୂଚନା ଅନୁସାରେ ଆଜି ଅପରାହ୍ନରେ ନୂଆସାହିର କିଛି ଲୋକ ପାହାଡ଼ ତଳକୁ କିଛି କାମରେ ଯାଇଥିଲେ। ସେଠାରେ ସେମାନେ ଦୁର୍ଗନ୍ଧ ଆସୁଥିବା ଜାଣିଥିଲେ। କାଳେ […]

Continue Reading
ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର 

ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର

#ବିପୁଳ_ପରିମାଣର_ମାଓ_ସାମଗ୍ରୀ_ଉଦ୍ଧାର  କୋରାପୁଟ: ( ନିରଜ ଶତପଥୀ ) ପଟାଙ୍ଗୀ ବ୍ଲକରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ‌କୋରାପୁଟ ପୁଲିସ, ଏସଓଜି ଓ ବିଏସଏଫ ପକ୍ଷରୁ ମିଳିତ ଅପରେସନ ସମୟରେ ବନ୍ଧୁକ, ପିସ୍ତଲ ସହ ମାଓ ପୁସ୍ତିକା ଓ ବହୁ ବ୍ୟବହାର ସାମଗ୍ରୀ ମିଳିଛି।  ଏଥିନେଇ ଆଜି କୋରାପୁଟ ଏସପି ମୁକେଶ କୁମାର ଭାମୋ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ପୁଲିସ ହାତରୁ ବହୁ କ୍ୟାଡର ମାଓବାଦୀ ଖସି ପଳାଇବାରେ […]

Continue Reading
ବଢୁଛି ଆତ୍ମହତ୍ୟା, ପୂର୍ବ ଏସିଆରେ ଭାରତର ସ୍ଥାନ ୧ ନମ୍ବର

ବଢୁଛି ଆତ୍ମହତ୍ୟା, ପୂର୍ବ ଏସିଆରେ ଭାରତର ସ୍ଥାନ ୧ ନମ୍ବର

#ବଢୁଛି_ଆତ୍ମହତ୍ୟା,_ପୂର୍ବ_ଏସିଆରେ_ଭାରତର_୧ନମ୍ବର   ନୂଆଦିଲ୍ଲୀ : ଭାରତରେ ଆତ୍ମହତ୍ୟା ସଂଖ୍ୟା ବଢୁଛି ଏବଂ ଏଥିରେ କିଶୋର କିଶୋରୀ ମାନଙ୍କ ହାର ବେଶ୍ ଅଧିକ । ପରିସଂଖ୍ୟାନ ଅନୁଯାୟୀ ପ୍ରତି ଏକ ଲକ୍ଷ ଜନ ସଂଖ୍ୟାରେ ୧୬ ଦଶମିକ ୫ ପ୍ରତିଶତ ବ୍ୟକ୍ତି କରୁଛନ୍ତି ଆତ୍ମହତ୍ୟା । ଏ କ୍ଷେତ୍ରରେ  ଓଡିଶାରେ ମଧ୍ୟ ସ୍ଥିତି ଉଦବେଗଜନକ। ଚିନ୍ତା ବଢାଉଛି ଆତ୍ମହତ୍ୟା, ପୂର୍ବ ଏସିଆରେ ଭାରତ ପ୍ରଥମ। ୧ ଲକ୍ଷ ଜନସଂଖ୍ୟାରେ ୧୬.୫% କରୁଛନ୍ତି ଆତ୍ମହତ୍ୟା ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ […]

Continue Reading
ଫାଶୀ ଟାଳିବାକୁ ନୂଆ ଷଡ଼ଯନ୍ତ୍ର 

ଫାଶୀ ଟାଳିବାକୁ ନୂଆ ଷଡ଼ଯନ୍ତ୍ର

#ଫାଶୀ_ଟାଳିବାକୁ_ନୂଆ_ଷଡ଼ଯନ୍ତ୍ର ନୂଆଦିଲ୍ଲୀ: ୨୦୧୨ରେ ଭାରତର ରାଜଧାନୀ ଦିଲ୍ଲୀରେ ସଂଘଟିତ ବହୁଚର୍ଚ୍ଚିତ  ନିର୍ଭୟା  ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନଙ୍କୁ ଏ ପର୍ଯ୍ୟନ୍ତ ଦଣ୍ଡ ମିଳିପାରି ନାହିଁ। ଫାଶୀ ଦିଆଯିବା ନେଇ ଦୁଇ ଦୁଇ ଥର ତାରିଖ ଧାର୍ଯ୍ୟ କରାଯିବା ପରେ ୪ଜଣ ଦୋଷୀଙ୍କ ଓକିଲ ନୂଆ ନୂଆ ଆଇନଗତ ପେଞ୍ଚ ଆପଣାଇ ଫାଶୀକୁ ଅଟକାଇଛନ୍ତି । ଏବେ ମାର୍ଚ୍ଚ ୩ରେ ଫାଶୀ ଦିଆଯିବା ନେଇ ଦିଲ୍ଲୀ ପାଟିଆଲା ହାଉସ୍‌ ଅଦାଲତ ନିଷ୍ପତ୍ତି ନେଇ ସାରିଥିବା ବେଳେ ଏହାକୁ ରୋକିବା […]

Continue Reading