ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆପଣ ଚିନ୍ତା ମୁକ୍ତ ରହିବେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। କର୍ମଜୀବୀ ମହିଳାଙ୍କର ଦିନଟି ଭଲରେ କଟିବ। ବୃଷ: ବନ୍ଧୁଙ୍କ ମାଧୢମରେ ଆର୍ଥିକ ଲାଭ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଦେବେ। ପ୍ରିୟ ବନ୍ଧୁଙ୍କୁ ମନ କଥା କହିବେ। ମିଥୁନ: ସ୍ବାସ୍ଥ୍ୟ ଭଲ ଓ ମନ ପ୍ରସନ୍ନ ରହିବ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ କର୍କଟ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆପଣଙ୍କ ମନରେ ଉତ୍ସାହ ବଢ଼ିବ। ଦିନଟି ଭଲରେ କଟିବ। ଛାତ୍ରଛାତ୍ରୀଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ। ବୃଷ: ଭାବିଥିବା କାମ ଶୀଘ୍ର ପୂରା କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁମାନଙ୍କ ସହିତ ଗପସପରେ ସମୟ କଟିବ। ମିଥୁନ: ମନ ଖୁସି ରହିବ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଭାବିଥିବା କାମ ସ˚ପୂର୍ଣ୍ଣ କରିନେବେ। କର୍କଟ: ବ୍ୟବସାୟରେ ଲାଭ ପାଇବେ। ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ। ଯୁବକଙ୍କ ଲାଗି […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ମାନସିକ ଶାନ୍ତି ଅନୁଭବ କରିବେ। ଗୁରୁତ୍ବପୂର୍ଣ୍ଣ କାମରେ କର୍ତ୍ତୃପକ୍ଷଙ୍କ ସହଯୋଗ ମିଳିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ବୃଷ: ପ୍ରିୟ ବନ୍ଧୁଙ୍କ ସହିତ ଆନନ୍ଦଦାୟକ ବାର୍ତ୍ତାଳାପ ହେବ। କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ ମିଥୁନ: ନୂଆ ଉତ୍ସରୁ ଧନଲାଭ ହେବ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ କାଏମ ରହିବ। କର୍କଟ: ବନ୍ଧୁମାନଙ୍କ ସହିତ ସମୟ ବିତିବ। ନୂଆ କାର୍ଯ୍ୟ ନେଇ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ସାମାଜିକ କାର୍ୟ୍ୟରେ ସମୟ ଦେବେ। ବ୍ୟବସାୟରେ ତୁରନ୍ତ ନିଷ୍ପତ୍ତି ଲାଭପ୍ରଦ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ବୃଷ: ପ୍ରୟାସ ଜାରି ରଖନ୍ତୁ, ଆପଣଙ୍କର ସ୍ବପ୍ନ ପୂରା ହୋଇଯିବ। ବଡ଼ କ˚ପାନି ସହିତ ଚୁକ୍ତିର ସୁଯୋଗ ମିଳିପାରେ। ମିଥୁନ: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କର୍କଟ: ଧନଲାଭର ସୁଯୋଗ ପାଇବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଭଲ ଲାଗିବ। ରାଜନୀତିରେ ଯୋଗାଯୋଗ ଭଲ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: କୌଣସି ସକରାତ୍ମକ ସୂଚନା ମିଳିପାରେ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ବିଚାର କରିବେ। ବୃଷ: ଆର୍ଥିକ ପ୍ରଗତି ଲାଗି ଭଲ ଦିନଟିଏ। ନିଜ କାମରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବେ। କେହି ଆପଣଙ୍କର ନୂଆ ବନ୍ଧୁ ହୋଇପାରନ୍ତି। ମିଥୁନ: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ପରିବାରର ସ୍ନେହ ଓ ସହଯୋଗ ପାଇବେ। ବନ୍ଧୁ ସହିତ ଲାଗିରହିଥିବା ମତଭେଦ ଦୂର ହେବ। କର୍କଟ: ଆତ୍ମସମୀକ୍ଷାରେ ସମୟ ବିତିବ। […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। କଷ୍ଟରେ ଥିବା ବନ୍ଧୁଙ୍କ ସହାୟତା କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବୃଷ: ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ। ପରିବାରର ସମସ୍ତେ ଆପଣଙ୍କ ପ୍ରତି ଖୁସି ରହିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ମିଥୁନ: ଭାଗ୍ୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ପରିବାରରେ ଅଶାନ୍ତି ବଢ଼ିପାରେ। ବାହାରକୁ ଗଲେ ସାବଧାନତା ଅବଲମ୍ବନ କରନ୍ତୁ। କର୍କଟ: ଲକ୍ଷ୍ୟ ହାସଲ ଲାଗି ଯୋଜନା କରିବେ। […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ନିଜ କାମରେ ଧୢାନ ଦେବାକୁ ଚେଷ୍ଟା କରନ୍ତୁ। କଥା କହିବା ବେଳେ ଅନ୍ୟର କଥାକୁ ଧୢାନ ଦେଇ ଶୁଣନ୍ତୁ। ବ୍ୟବସାୟରେ ପ୍ରଗତି ହେବ। ବୃଷ: ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଚାକିରିଜୀବୀଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ମିଳିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ମିଥୁନ: କୌଣସି କଥାକୁ ନେଇ ଖୁସି ହୋଇପାରନ୍ତି। କେହି ଆପଣଙ୍କୁ କାମ ସମ୍ବନ୍ଧରେ ପରାମର୍ଶ ମାଗି ପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ। କର୍କଟ: ସୃଜନଶୀଳ ବ୍ୟକ୍ତମାନେ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ। ଲୋକମାନଙ୍କୁ ସାହାଯ୍ୟ କରିବା ଆପଣଙ୍କ ଲାଗି ଲାଭପ୍ରଦ ହେବ। ମନସ୍କାମନା ପୂରଣ ହେବ। ବୃଷ: ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଛାତ୍ରମାନେ ପାଠପଢ଼ାରେ ଉନ୍ନତି କରିବେ। ବନ୍ଧୁଙ୍କ ସହଯୋଗ ପାଇବେ। ମିଥୁନ: ଅଫିସ କାମରେ ଅଧିକ ସମୟ ଲାଗିବ। ବ୍ୟବସାୟିକ କାମରେ ପ୍ରତିକୂଳ ପରିସ୍ଥିତି ଆସିପାରେ। ପିଲା ଦିନର ସାଙ୍ଗ ସହିତ ଦୀର୍ଘ ବାର୍ତ୍ତାଳାପ କରିବେ। କର୍କଟ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ରହିଛି। ନୂଆ ଚୁକ୍ତିପତ୍ର […]

Continue Reading

ଆଜିର ରାଶିଫଳ

ମେଷ: ସମାଜସେବୀଙ୍କୁ ପ୍ରଶାସନର ପ୍ରଶଂସା ମିଳିପାରେ। ଇ˚ଜିନିୟରଙ୍କୁ କୌଣସି କାମରେ ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ବନ୍ଧୁମାନଙ୍କ ସାହାଯ୍ୟ ପାଇବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧରେ ଭଲ ଖବର ପାଇବେ। ମିଥୁନ: ଆପଣଙ୍କ ବୀରତ୍ବକୁ ବଳ ମିଳିବ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ବ୍ୟବସାୟରେ ପ୍ରଗତି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। କର୍କଟ: ବ୍ୟକ୍ତିଗତ କାମରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଭାବିଚିନ୍ତି ନିଜର କଥା ଅନ୍ୟମାନଙ୍କ ଆଗରେ […]

Continue Reading

ଆଜିର ରାଶିଫଳ

ମେଷ: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚ ରହିବ। ନିଜ କାମରେ ସଫଳତା ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ପୁରୁଣା ବନ୍ଧୁ ଆପଣଙ୍କୁ ମନେ ପକାଇବେ। ବ୍ୟବସାୟରେ ବରିଷ୍ଠଙ୍କ ସହଯୋଗ ପାଇବେ। ଅନୁଭୂତି ବଳରେ ଅସୁବିଧାର ସମାଧାନ କରିବେ। ମିଥୁନ: ସକରାତ୍ମକ ଭାବନା ଦ୍ବାରା ମନର ଭୟ ଦୂର ହେବ। ଜରୁରୀ କାମରେ ପୁରୁଣା ସହଯୋଗୀଙ୍କ ସହାୟତା ପାଇବେ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ। କର୍କଟ: ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ଘରେ ହସଖୁସିର ବାତାବରଣ […]

Continue Reading