ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ମାନସିକ ଶାନ୍ତି ଅନୁଭବ କରିବେ। ଗୁରୁତ୍ବପୂର୍ଣ୍ଣ କାମରେ କର୍ତ୍ତୃପକ୍ଷଙ୍କ ସହଯୋଗ ମିଳିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ବୃଷ: ପ୍ରିୟ ବନ୍ଧୁଙ୍କ ସହିତ ଆନନ୍ଦଦାୟକ ବାର୍ତ୍ତାଳାପ ହେବ। କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ

ମିଥୁନ: ନୂଆ ଉତ୍ସରୁ ଧନଲାଭ ହେବ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ କାଏମ ରହିବ।

କର୍କଟ: ବନ୍ଧୁମାନଙ୍କ ସହିତ ସମୟ ବିତିବ। ନୂଆ କାର୍ଯ୍ୟ ନେଇ ବିଚାର ବିମର୍ଶ କରିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧ ସୁଖଦ ରହିବ।

ସି˚ହ: ଆପଣଙ୍କ କାମ ପାଇଁ ପ୍ରଶ˚ସା ମିଳିବ। ବ୍ୟବସାୟରେ ଉନ୍ନତି ହେବ। ସ୍ବାସ୍ଥ୍ୟ ଭଲ ରହିବ।

କନ୍ୟା: ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଧନଲାଭର ନୂଆ ସୁଯୋଗ ଆସିବ। ପ୍ରେମ ବ୍ୟାପାରରେ ସଫଳତା ମିଳିପାରେ।

ତୁଳା: ପୂଜାପାଠରେ ମନ ଲାଗି ରହିବ। ଆପଣଙ୍କୁ ନୂଆ ସୁଯୋଗ ମିଳିପାରେ। ନୂଆ ଲୋକଙ୍କ ସହିତ ବିତର୍କ କରିବେ।

ବିଛା: ବ୍ୟବସାୟ ସମ୍ବନ୍ଧରେ ଅଭିଜ୍ଞଙ୍କ ସହିତ ଆଲୋଚନା କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କୁ ପଢ଼ାରେ ସାହାଯ୍ୟ ମିଳିବ।

ଧନୁ: ଆତ୍ମବିଶ୍ବାସ ଉଚ୍ଚ ରହିବ। ବନ୍ଧୁଙ୍କର ସହଯୋଗ ପାଇବେ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ।

ମକର: କୌଣସି ସ˚ପର୍କୀୟଙ୍କ ସହିତ କଥା କଥାରେ କାମ ମିଳିପାରେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ପ୍ରିୟ ବନ୍ଧୁ ପୁରୁଣା ସ୍ମୃତି ମନେ ପକାଇବେ।

କୁମ୍ଭ: ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ନୂଆ ଦାୟିତ୍ବ ଗ୍ରହଣ କରିବେ। ଅବିବାହିତଙ୍କୁ ମନ ଚାହୁଥିବା ଜୀବନସାଥୀ ମିଳିପାରେ।

ମୀନ: ଆର୍ଥିକ ସ୍ଥିତି ସାମାନ୍ୟ ରହିବ। କାର୍ଯ୍ୟରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଘରୋଇ କାମ ଲାଗି ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହେବେ।