ଆଜିର ରାଶିଫଳ

ରାଶିଫଳ

ମେଷ: ସମାଜସେବୀଙ୍କୁ ପ୍ରଶାସନର ପ୍ରଶଂସା ମିଳିପାରେ। ଇ˚ଜିନିୟରଙ୍କୁ କୌଣସି କାମରେ ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ବନ୍ଧୁମାନଙ୍କ ସାହାଯ୍ୟ ପାଇବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧରେ ଭଲ ଖବର ପାଇବେ।

ମିଥୁନ: ଆପଣଙ୍କ ବୀରତ୍ବକୁ ବଳ ମିଳିବ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ବ୍ୟବସାୟରେ ପ୍ରଗତି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କର୍କଟ: ବ୍ୟକ୍ତିଗତ କାମରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଭାବିଚିନ୍ତି ନିଜର କଥା ଅନ୍ୟମାନଙ୍କ ଆଗରେ ରଖନ୍ତୁ। ସାବଧାନତାର ସହ ଚଳନ୍ତୁ।

ସି˚ହ: ଆଗକୁ ବଢ଼ିବା ଲାଗି ଯୋଜନା କରିବେ। ଆର୍ଥିକ ସ୍ଥିତି ନେଇ ଚିନ୍ତା ବଢ଼ିପାରେ। ସପରିବାର ହସଖୁସିରେ ସମୟ ଅତିବାହିତ କରିବେ।

କନ୍ୟା: ଜୀବନରେ ନୂଆ ସମ୍ଭାବନା ଦେଖା ଦେବ। ସୁଯୋଗର ଲାଭ ନିଅନ୍ତୁ। ରାଜନୀତିରେ ସଫଳତା ପାଇବେ।

ତୁଳା: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। କାର୍ୟ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ କରିପାରନ୍ତି। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ।

ବିଛା: ଆପଣଙ୍କର ଆବଶ୍ୟକ ପୂରଣ ହେବ। ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ, ଲାଭ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

ଧନୁ: ବନ୍ଧୁଙ୍କ ସହିତ ଲମ୍ବା ବାର୍ତ୍ତାଳାପ ପାଇଁ ଅବସର ମିଳିବ। ଆପଣଙ୍କୁ କୌଣସି ଭଲ କାମ ମିଳିପାରେ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ।

ମକର: ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଲୋକେ ଆପଣଙ୍କ କାମର ପ୍ରଶ˚ସା କରିବେ। ପ୍ରେମ ସମ୍ବନ୍ଧ ସୁଦୃଢ଼ ହେବ। ଆବଶ୍ୟକ ଆନୁଯାୟୀ ଖର୍ଚ୍ଚ କରିନ୍ତୁ।

କୁମ୍ଭ: ସେବା କାର୍ୟ୍ୟ ପାଇଁ ଆପଣଙ୍କୁ ଆଶୀର୍ବାଦ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶିକ୍ଷଣୀୟ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ।

ମୀନ: କ୍ୟାରିୟର ଓ ଚାକିରି ନେଇ ଚିନ୍ତା ବଢ଼ିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।