ସାମ୍ବାଦିକଙ୍କୁ ଆକ୍ରମଣର ବିରୋଧ କରି ସ୍ମାରକ ପତ୍ର

ସାମ୍ବାଦିକଙ୍କୁ ଆକ୍ରମଣର ବିରୋଧ କରି ସ୍ମାରକ ପତ୍ର

ଓଡିଶା ଜିଲ୍ଲା ଯାଜପୁର

#ସାମ୍ବାଦିକଙ୍କୁ_ଆକ୍ରମଣର_ବିରୋଧ_କରି_ସ୍ମାରକ_ପତ୍ର         ଯାଜପୁର : ପୁରୀ ଜିଲ୍ଲା ବାଲୁଖଣ୍ଡ ଜଂଗଲକୁ ଖବର ସଂଗ୍ରହ କରିବାକୁ ଯାଇଥିବା ଜି ଓଡ଼ିଶାର କ୍ୟାମେରା ମ୍ୟାନ  ଓ କନକ ଟିଭି ସାମ୍ବାଦିକ ଙ୍କୁ ଆକ୍ରମଣ କରିଥିବା ଦୁଇ ବନ କର୍ମଚାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସୟୁଜେ, ଓଡ଼ିଶା ସାଧାରଣ ସମ୍ପାଦକ ଙ୍କ ନେତୃତ୍ୱରେ   ଯାଜପୁର ଜିଲ୍ଲା ଶାଖାର ବରିଷ୍ଠ ସାମ୍ବାଦିକ ସୁବାଷ ଧଳ,ଚିନ୍ତାମଣି ପାଢ଼ୀ, ସନ୍ଦିପ୍ତ ରାୟ,ଞାନରଂଜନ ଓଝା ପ୍ରମୁଖଙ୍କ ଏକ ପ୍ରତିନିଧି ଦଳ ସ୍ଥାନୀୟ ଏସପି ଚରଣ ସିଂ ମୀନା ଙ୍କୁ ସୋମବାର ଦିନ ଭେଟି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।*