କରୋନା ପାଇଁ ଯାଜପୁର ଜିଲ୍ଲାରେ ଲାଗୁହେଲା କଟକଣା

କରୋନା ପାଇଁ ଯାଜପୁର ଜିଲ୍ଲାରେ ଲାଗୁହେଲା କଟକଣା

#କରୋନା_ପାଇଁ_ଯାଜପୁର_ଜିଲ୍ଲାରେ_ଲାଗୁହେଲା_କଟକଣା  : ( ବିଶ୍ବଜିତ ରଣା ) ଯାଜପୁର :  ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଜନୈକ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏପରି ସ୍ଥିତିରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଜୁଲାଇ ୧ ତାରିଖ ଠାରୁ କେବଳ ସକାଳ ୬ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାଶ ସୂଚନା […]

Continue Reading
ନାଥସାହି ପଞ୍ଚାୟତ ରେ ବବି ଦାସ ଙ୍କ ଜନ୍ମଦିନ ଧୂମଧାମରେ ପାଳିତ

ନାଥସାହି ପଞ୍ଚାୟତ ରେ ବବି ଦାସ ଙ୍କ ଜନ୍ମଦିନ ଧୂମଧାମରେ ପାଳିତ

#ନାଥସାହି_ପଞ୍ଚାୟତରେ_ବବି_ଦାସଙ୍କ_ଜନ୍ମଦିନ_ପାଳିତ          ଯାଜପୁର  :  ଯାଜପୁର ବିଧାୟକ ତଥା ବିଜେଡି ର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଙ୍କ ଜନ୍ମଦିନ ସାରା ଯାଜପୁର ନିର୍ବାଚନ ମଣ୍ଡଳୀରେ ପାଳିତ ହେଉଥିବା ବେଳେ ଯାଜପୁର ବ୍ଲକ ଅନ୍ତର୍ଗତ ନାଥସାହି ପଞ୍ଚାୟତ ରେ ଧୂମଧାମରେ ପାଳିତ ହୋଇଯାଇଛି। ନାଥସାହି ପଞ୍ଚାୟତ ର ସରପଞ୍ଚ ସ୍ୱର୍ନଲତା ପରିଡା ଙ୍କ ନେତୃତ୍ଵରେ ଶତାଧିକ ପଞ୍ଚାୟତ ବାସୀ  ଏହି ଜନ୍ମଦିନ ରେ ସାମିଲ ହୋଇଥିଲେ।ଏହି ଜନ୍ମଦିନ ଦିନ ଅବସରରେ ପଞ୍ଚାୟତ ସାରା ଘରେ […]

Continue Reading
ସ୍ୱାମୀ ସୁଧାନନ୍ଦ ସରସ୍ବତୀ ବିରୋଧ ରେ ଏତଲା

ସ୍ୱାମୀ ସୁଧାନନ୍ଦ ସରସ୍ବତୀ ବିରୋଧ ରେ ଏତଲା

#ସ୍ୱାମୀ_ସୁଧାନନ୍ଦ_ସରସ୍ବତୀ_ବିରୋଧରେ_ଏତଲା          ଯାଜପୁର   :  ହିନ୍ଦୁ ଦେବାଦେବୀ ଙ୍କ ବାବଦରେ ଅସମ୍ମାନ ସୂଚକ ମନ୍ତବ୍ଯ ଦେବାରୁ ଯାଜପୁର ଟାଉନ୍ ଥାନାରେ ଶ୍ରୀ ଶ୍ରୀ ଅଭିରାମ ଆଶ୍ରିତ ପରିବାର ସଂଘ ଯାଜପୁର ର ସଭାପତି ଅଶୋକ କୁମାର ରାଉତ, ସଂପାଦକ ଆଦିତ୍ଯ କୁମାର ଦାଶ ଓ ସଭ୍ୟ ମାନଙ୍କ ସହ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ବିରୋଧ ରେ ଅଭିଯୋଗ କରିବା ସହ ଏତଲା ଦାଏର କରାଯାଇଛି । ଏହି ଅଭିଯୋଗ  ଓ ଏତଲା ଦେବାର କାରଣ ସ୍ୱାମୀ ସୁଧାନନ୍ଦ […]

Continue Reading
ମାକ୍ସ କିଣା ଦୁର୍ନୀତି ପ୍ରସଙ୍ଗରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

ମାକ୍ସ କିଣା ଦୁର୍ନୀତି ପ୍ରସଙ୍ଗରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

#ଯାଜପୁର_ଜିଲ୍ଲା_କଂଗ୍ରେସ_ପକ୍ଷରୁ_ରାଜ୍ୟପାଳଙ୍କୁ_ଦାବିପତ୍ର                 ଯାଜପୁର  : ( ବିଶ୍ବଜିତ ରଣା ) ଓଡ଼ିଶା ସରକାରଙ୍କର କୋଭିଡ଼-୧୯ ମହାମାରୀ ସମୟରେ ମାସ୍କ କିଣାରେ ଯେଉଁ ମହାଦୁର୍ନୀତି ଲୋକଲୋଚନକୁ ଆସିଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିବା ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ୬ ଦାବୀ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶା ଔଷଧ ନିଗମରେ ଯେଉଁ ମହାଘୋଟାଲା ଓ ମହାଦୁର୍ନୀତିର […]

Continue Reading
ଯାଜପୁର ଜିଲ୍ଲାରେ ୧୧ କରୋନା ଆକ୍ରାନ୍ତ ସୁସ୍ଥ

ଯାଜପୁର ଜିଲ୍ଲାରେ ୧୧ କରୋନା ଆକ୍ରାନ୍ତ ସୁସ୍ଥ

#ଯାଜପୁର_ଜିଲ୍ଲାରେ_୧୧_କରୋନା_ଆକ୍ରାନ୍ତ_ସୁସ୍ଥ            ଯାଜପୁର  : (ବିଶ୍ବଜିତ ରଣା ) ଯାଜପୁର ଜିଲ୍ଲାରେ ଆଜି ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ସୁସ୍ଥ ସଂଖ୍ୟା ୨୮୦ରେ ପହଂଚିଛି । ସୁସ୍ଥ ହୋଇଥିବା ଏହି ୧୧ ଜଣ ମଧ୍ୟରେ ଦଶରଥପୁର ବ୍ଲକର ୫ ଜଣ, ଧର୍ମଶାଳା ବ୍ଲକ୍ ର ତିନି ଜଣ, କୋରେଇ ବ୍ଲକ୍ ର ତିନି ଜଣ । ଜିଲ୍ଲାରେ ମୋଟ୍ ୩୨୬ ଆକ୍ରାନ୍ତଙ୍କ ମଧ୍ୟରୁ ଇତିମଧ୍ୟରେ […]

Continue Reading
ରକ୍ତଦାନ ଶିବିରରେ ରକ୍ତଦାନ କଲେ ଜିଲ୍ଲାପାଳ

ରକ୍ତଦାନ ଶିବିରରେ ରକ୍ତଦାନ କଲେ ଜିଲ୍ଲାପାଳ

#ରକ୍ତଦାନ_କଲେ_ଜିଲ୍ଲାପାଳ                 ଯାଜପୁର  :   ଯାଜପୁର ର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ (ଲଲ)  , ସିଦ୍ଧାର୍ଥ ଶଙ୍କର ଦାସ, ବ୍ୟାସଦେବ ରାଉତ, ହୀରଣ୍ୟମୟ ମହାପାତ୍ର ଙ୍କ ନେତୃତ୍ୱରେ ଅଶୋକ ଦାସ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ମାଳଆନ୍ଦପୁର ପଞ୍ଚାୟତ ନୁରୁଗାଁ ରେ  ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ  ରଞ୍ଜନ କୁମାର ଦାସ ଶିବିରକୁ ଉଦଘାଟନ କରିବା ସହ ନିଜେ ରକ୍ତ ଦାନ କରିଛନ୍ତି ଓ ଅଶୋକ […]

Continue Reading
ଯାଜପୁରେ ଅମ୍ପାନ ବାତ୍ୟା ବିଶେଷ ପ୍ରଭାବ ପକାଇପାରିନାହିଁ

ଯାଜପୁରେ ଅମ୍ପାନ ବାତ୍ୟା ବିଶେଷ ପ୍ରଭାବ ପକାଇପାରିନାହିଁ

#ଯାଜପୁରେ_ଅମ୍ପାନ_ବାତ୍ୟା_ବିଶେଷ_ପ୍ରଭାବ_ପକାଇପାରିନାହିଁ           ଯାଜପୁର : ( ବିଶ୍ବଜିତ ରଣା) ଅମ୍ପାନ ବାତ୍ୟାରେ ଜିଲ୍ଲାର ବିଶେଷ କ୍ଷୟକ୍ଷତି ହୋଇ ନାହିଁ ବୋଲି ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ୧୯ ତାରିଖ ମଧ୍ୟରାତ୍ର ସୁଦ୍ଧା ଚାଳ ଛପର ଓ କଚ୍ଚାଘରେ ଥିବା ୭୧୪୦ ଲୋକଙ୍କୁ ନିକଟସ୍ଥ ୨୦ ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ୧୫୧ ଗୋଟି ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲାର ମୋଟ ୩୧୧ ଗୋଟି […]

Continue Reading
 ଯାଜପୁର କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ -

ଯାଜପୁର କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ –

#ପ୍ରବାସୀ_ଶ୍ରମିକମାନଙ୍କୁ_ଶୁଖିଲା_ଖାଦ୍ୟ_ବଣ୍ଟନ        ଯାଜପୁର : ( ବିଶ୍ବଜିତ ରଣା )       ଯାଜପୁର ବିଧାନସଭାର କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ୱରେ ପୂର୍ବତନ ସାଂସନ୍ଦ ଅଞ୍ଚଳ ଦାସ, ଜିଲ୍ଳା ଦଳିତ ସେଲ ସଭାପତି ଦୁର୍ଯ୍ୟଧନ ବେହେରା, କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ, ଉପ-ସଭାପତି ବିଭୁତି ମହାପାତ୍ର, ସାଧରଣ ସମ୍ପାଦକ ହୃଷିକେଶ ପତି, ଅନୀଲ ମହାନ୍ତି, ଜୋନ କଂଗ୍ରେସ ସଭାପତି ରଘୁନାଥ ମାଝି, ଉପ-ସଭାପତି ଅଶୋକ ଦାସ , ରବି ସ୍ୱାଇଁ, ଦେବେନ୍ଦ୍ର ଧଳ, ଶ୍ରୀନିବାସ ମାଝି, ବିଜୟ ମହାପାତ୍ର […]

Continue Reading
ନାଥସାହି ସରପଞ୍ଚ ଙ୍କ ଦ୍ବାରା ରାସନ ଓ ପରିବା ବଣ୍ଟନ

ନାଥସାହି ସରପଞ୍ଚ ଙ୍କ ଦ୍ବାରା ରାସନ ଓ ପରିବା ବଣ୍ଟନ

#ନାଥସାହି_ସରପଞ୍ଚଙ୍କ_ଦ୍ବାରା_ରାସନଓ _ପରିବା_ବଣ୍ଟନ       ଯାଜପୁର  ( ବିଶ୍ବଜିତ ରଣା ) ଯାଜପୁର ବ୍ଲକ ଅନ୍ତର୍ଗତ ନାଥସାହି ଗ୍ରାମ ପଞ୍ଚାୟତ ର ନାଥସାହି ଓ ସୁନିନ୍ଦା ଦୁଇଟି ରାଜସ୍ୱ ଗ୍ରାମ ର ୬ଟି ୱାର୍ଡ ରେ କରୋନା ଆକ୍ରାନ୍ତ ପ୍ରଭାବିତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।ସାଧାରଣ ଲୋକଙ୍କୁ ସେଠାରେ ସରପଞ୍ଚ ଙ୍କ ଦ୍ବାରା ବହୁ ସେବା ଯୋଗାଇ ଦିଆଯାଉଛି।ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ଦ୍ବାରା ଦିଆଯାଇଥିବା ରାସନ କିଟ୍ କୁ ସରପଞ୍ଚ ସ୍ୱର୍ନଲତା ପରିଡା ଙ୍କ ଜରିଆରେ […]

Continue Reading
ଯାଜପୁରରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଯାଜପୁରରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

#ଯାଜପୁରରେ_ସରକାରୀ_କର୍ମଚାରୀଙ୍କ_ଛୁଟି_ବାତିଲ         ଯାଜପୁର:  ( ବିଶ୍ବଜିତ ରଣା ) ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଓଡିଶାରେ ପ୍ରଭାବ ବିସ୍ତାର କରିବାର ଥିବାରୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ସତର୍କ କରାଇଦେଇଛନ୍ତି। ଯାଜପୁର ଜିଲ୍ଲା ପକ୍ଷରୁ ମଧ୍ୟ ଅନୁରୂପ ଭାବେ ପ୍ରସ୍ତୁତି ଜୋରଦ‌ାର କରାଯାଇଥିବା ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି।କରୋନା ତାଲିକାରେ ଯାଜପୁର ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀ ଏଥିପାଇଁ ବ୍ୟସ୍ତ ରହୁଛନ୍ତି। ଏହାରି ଭିତରେ ବାତ୍ୟା ସୂଚନା ପାଇଁ ସମସ୍ତ ଅଧିକାରୀ ଓ […]

Continue Reading