ସାନିଟାଇଜ କଲା ଦମକଳ ବାହିନୀ

ସାନିଟାଇଜ କଲା ଦମକଳ ବାହିନୀ

ଓଡିଶା ଜିଲ୍ଲା ନୟାଗଡ଼
#ସାନିଟାଇଜ_କଲା_ଦମକଳ_ବାହିନୀ          ନୟାଗଡ (ଶ୍ରୀକାନ୍ତ କୁମାର ରାଉତ )  : କରୋନାକୁ ନେଇ ଚାରିଆଡେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଜନ ସାଧାରଣଙ୍କୁ ସ୍ବଛ ବାତାବରଣ ଓ ସୁସ୍ଥ ରଖିବା ପାଇଁ ିନ୍ନ ୃଞ୍ଚଳକୁ ସାନିଟାଇଜ କରା ଯାଉଛି । ଏପରି ସ୍ଥଳେ ନୟାଗଡ ଜିଲ୍ଲା ଭାପୁର ବ୍ଲକ ଦମକଳ ବାହିନୀ ପକ୍ଷରୁ କରୋନା  ପାଇଁ ଆଜି ପୁର୍ବାହ୍ଣ ଓ ମଧ୍ୟାହ୍ନ ରେ  ବାଇଗୁଣିଆ ବଜାର ଓ ବାଘୁଆପଲି ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଞ୍ଚାୟତ ଅଫିସ କୁ  ସାନିଟାଇଜ କରାଯାଇଥିଲା। ଅଗ୍ନିଶମ କର୍ମଚାରୀ ମାନେ ଏହି ୃଞ୍ଚଳର ରାସ୍ତା ଘାଟ ଓ  ରାସ୍ତା ପାର୍ଶ୍ବରେ ଥିବା ସମସ୍ତ କୋଠା ବାଡିକୁ ସାନିଟାଇଜ କରିଥିଲେ। ଆଗାମୀ ଦିନରେ ଏହି ଅଞ୍ଚଳର ଅନ୍ୟାନ ସ୍ଥାନଗୁଡିକୁ ମଧ୍ୟ ସାନିଟାଇଜ କରାଯିବ ବୋଲି ଜଣାଯାଇଛି।