ବିବାହ କରିବାକୁ ଯାଇଥିବା ବରକୁ ଉଠାଇଆଣିଲା ପୁଲିସ

ବିବାହ କରିବାକୁ ଯାଇଥିବା ବରକୁ ଉଠାଇଆଣିଲା ପୁଲିସ

#ବିବାହ_କରିବାକୁ_ଯାଇଥିବା_ଦୁଇ_ବରକୁ_ଉଠାଇ_ଆଣିଲା_ପୁଲିସ    ଫୁଲବାଣୀ: କରୋନା ପାଇଁ କଟକଣା ସତ୍ତ୍ୱେ ଜଣେ ଯୁବକ ବିବାହ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | କଟକଣା ସତ୍ତ୍ୱେ ବିବାହ କରୁଥିବାରୁ ଜଣେ ବରଙ୍କୁ ପୁଲିସ ବେଦୀ ଉପରୁ ଉଠାଇଆଣିଛି | ମିଳିଥିବା ସୂଚନା ମୁତବକ ଆଜି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ପଞ୍ଚାୟତର ନୂଆପଡା ଗ୍ରାମରେ ମୁରଲୀଧର ଭୁକ୍ତାଙ୍କ ପୁଅ ପରମେଶ୍ୱର ଭୁକ୍ତା ବିବାହ କରୁଥିଲେ | ଏହି ବିବାହ କାର୍ଯ୍ୟକ୍ରମରେ ୬୦ରୁ ୮୦ ଜଣ ସମ୍ପର୍କୀୟ ଓ ଗ୍ରାମବାସୀ […]

Continue Reading
ବସ୍‌କୁ ୭ ଲକ୍ଷ ୭ ହଜାର ଫାଇନ୍‌

ବସ୍‌କୁ ୭ ଲକ୍ଷ ୭ ହଜାର ଫାଇନ୍‌

#ବସ୍‌କୁ_୭_ଲକ୍ଷ_୭_ହଜାର_ଫାଇନ୍‌   ବୌଦ୍ଧ : ପରିବହନ ନିୟମ ଉଲଂଘନ ଅଭିଯୋଗରେ  ବସ୍‌କୁ ହେଲା ଜରିମାନା। ପୁଣି ଏକ ଯାତ୍ରୀବାହୀ  ଉପରେ ବଡ଼ ଫାଇନ ଲଗାଇଛନ୍ତି ପରିବହନ ଅଧିକାରୀ, କାଟିଛନ୍ତି ଚାଲାଣ। ଖୁଣ୍ଟିଗୋରା ରୁ ବରଗଡ଼ ଯାଉଥିବା ‘ବୁଢ଼ୀମା ନାମକ’ ଏହି ଯାତ୍ରୀବାହୀ ବସକୁ ୭  ଲକ୍ଷ ୭ ହଜାର ୨୩୦ ଟଙ୍କାର ଫାଇନ କରିଛନ୍ତି ବୌଦ୍ଧ RTO। ସାରା ଦେଶ​‌ରେ ଲାଗୁ ହୋଇଥିବା ପରିବହନ ନିୟମରୁ ବସ୍‌ଟି ସଂଖ୍ୟାଧିକ ନିୟମ ଉଲଂଘନ କରିଥିବା ଜଣାଯାଇଛି। ଖବର ଅନୁଯାୟୀ, ବସ୍‌ଟିର […]

Continue Reading
ଯାତ୍ରୀବାହୀ ବସକୁ ୬ଲକ୍ଷ ୭୨ହଜାର ଟଙ୍କାର ଜରିମାନା

ଯାତ୍ରୀବାହୀ ବସକୁ ୬ଲକ୍ଷ ୭୨ହଜାର ଟଙ୍କାର ଜରିମାନା

#ଯାତ୍ରୀବାହୀ_ବସକୁ_୬ଲକ୍ଷ_୭୨_ହଜାର_ଟଙ୍କାର_ଜରିମାନା     ବୌଦ୍ଧ : ୫ଟି ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଏକ ଯାତ୍ରୀବାହୀ ବସ୍‌କୁ ହୋଇଛି ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌ । ଏହା ଶୁଣିଲେ ଯେ କେହି ଚକିତ ହୋଇଯିବ। ମାତ୍ର ବୌଦ୍ଧ ଜିଲ୍ଲା ଆରଟିଓ ଆଜି ଧରପଗଡ଼ କରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌କୁ ଏହି ମୋଟା ଅଙ୍କର ଜରିମାନା କରିବା ସହ ଗାଡ଼ିଟିକୁ ଜବତ କରିଛି। ସଂଶୋଧିତ ନୂଆ ମୋଟରଯାନ ଆଇନ୍ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି […]

Continue Reading

ପଥର ଖୋଲରୁ ବାହାରୁଛି ଡିଜେଲ !

ଦାରିଙ୍ଗିବାଡି: ପଥର ଖୋଲରୁ ବାହାରୁଛି ଡିଜେଲ୍- ଘଟଣାଟି ଆଶ୍ଚର୍ଯ୍ୟଜନକ ମନେହେଉଥିଲେ ବି ସତ।  କନ୍ଧମାଳ ଜିଲ୍ଲାର ଜଣାଶୁଣା ପର୍ଯ୍ୟଟନସ୍ଥଳୀ ଦାରିଙ୍ଗିବାଡି ଲଦପାଙ୍ଗା ଅଂଚଳରେ ପଥର ଖୋଲରୁ ଡିଜେଲ ବାହାରୁଥିବା ଖବର ପ୍ରଚାର ହେବା ପରେ ଲୋକଙ୍କ ଭିଡ ଲାଗିବା ଆରମ୍ଭ ହୋଇଛି । ଲୋକେ ବୋତଲ, ଜାର୍, ବାଲଟି, ମଗ ଧରି ଡିଜେଲ ସଂଗ୍ରହ କରିବା ପାଇଁ ଧାଡ଼ି ଲଗାଇଛନ୍ତି । ତେବେ କିପରି ସେଠାରେ ପାହାଡ଼ ସନ୍ଧିରୁ ଡିଜେଲ୍ ବାହାରୁଛି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ […]

Continue Reading

ଲୋମଶ କନ୍ୟା ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

ହରଭଙ୍ଗା:  ନିଜର ଅସାଧାରଣ ଚେହେରା ପାଇଁ କିଛି ବର୍ଷ ତଳେ କେବଳ ଆମ ରାଜ୍ୟ ନୁହେଁ ଦେଶ ବିଦେଶରେ  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଜନୈକା ଲୋମଶ କନ୍ୟା ଦୁଷ୍କର୍ମର ଶିକାର ହେବା ଭଳି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଖବର ପ୍ରଘଟ ହେବାପରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଏନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ପୀଡ଼ିତାଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ହରଭଙ୍ଗା ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଅଭିମନ୍ୟୁ କହଁର (୫୦)କୁ ପୁଲିସ ଗିରଫ […]

Continue Reading

ବୌଦ୍ଧ : ୧୧୪ କୋଟି ଟଙ୍କାର ୨୭ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧବାସୀଙ୍କୁ ୧୧୪ କୋଟି ଟଙ୍କାର ନବବର୍ଷ ଉପହାର ଦେଇଛନ୍ତି। ଏହି ଅର୍ଥରେ ବୌଦ୍ଧ ଜିଲ୍ଲାର ୨୭ଟି ପ୍ରକଳ୍ପ ନିର୍ମାଣ ହେବ।  ମୁଖ୍ୟମନ୍ତ୍ରୀ  ଆଜି ଲୋକସେବା ଭବନରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦ୍‌ଘାଟନ କରିବା ଅବସରରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୌଦ୍ଧ ମହୋତ୍ସବ ଜିଲ୍ଲା ତଥା ରାଜ୍ୟରେ କଳାର ପ୍ରସାରରେ ସଫଳ […]

Continue Reading