କରୋନା ଲାଗି ‘ଉମରାହ’ ଉପରେ ଲାଗିଲା କଟକଣା

କରୋନା ଲାଗି ‘ଉମରାହ’ ଉପରେ ଲାଗିଲା କଟକଣା

#କରୋନା_ଲାଗି_‘ଉମରାହ’_ଉପରେ_ଲାଗିଲା_କଟକଣା      ରିୟାଦ୍:  ଚୀନରେ  କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାଉଦୀ ଆରବ ସରକାର ଗୁରୁବାର ବଡ ନିଷ୍ପତ୍ତି ନେଇଛନ୍ତି। ହଜ୍ ଯାତ୍ରା ଉପରେ ଲଗାଇଛନ୍ତି କଟକଣା। ହଜ୍ ଲାଗି ଏବେ ଯଥେଷ୍ଟ ସମୟ ଅଛି। ତେବେ ଉମରାହ ଲାଗି ଦେଶକୁ ପ୍ରତ୍ୟହ ତୀର୍ଥଯାତ୍ରୀଙ୍କ ଆଗମନ ଲାଗି ରହିଛି। ଏଣୁ ସଂକ୍ରମଣ ଆଶଙ୍କାରେ ସରକାର ଏହି କଟକଣା ଲଗାଇଥିବା ବେଳେ ବିଦେଶମନ୍ତ୍ରାଳୟ  ପ୍ରଦାନ କରିଥିବା ଭିସା ନିଲମ୍ବନ କରିଦେଇଛନ୍ତି। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ […]

Continue Reading
ସତର୍କ କରାଇଲା ପାଣିପାଗ ବିଭାଗ,ମାର୍ଚ୍ଚ-ଅପ୍ରେଲ-ମଇ ମାସରେ ତାପମାତ୍ରା ଅଧିକ ରହିବ

ସତର୍କ କରାଇଲା ପାଣିପାଗ ବିଭାଗ,ମାର୍ଚ୍ଚ-ଅପ୍ରେଲ-ମଇ ମାସରେ ତାପମାତ୍ରା ଅଧିକ ରହିବ

#ମାର୍ଚ୍ଚ_ଅପ୍ରେଲ_ମଇ_ମାସରେ_ତାପମାତ୍ରା_ଅଧିକ_ରହିବ     ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆରମ୍ଭ ହୋଇନାହିଁ। ପାଖାପାଖି ଆହୁରି ଦେଢ଼ ମାସ ସମୟ ବାକି ରହିଛି। ସେହିପରି ଶୀତ ବି ସଂପୂର୍ଣ୍ଣ ଛାଡ଼ି ନାହିଁ। ପାହାନ୍ତି ପହରକୁ ପଡ଼ୁଛି ଘନ କୁହୁଡ଼ି। ଜୋରରେ ପଙ୍ଖା ବୁଲୁଥିଲେ ଦରକାର ପଡ଼ୁଛି ଘୋଡ଼େଇ ହେବାକୁ। ବର୍ତ୍ତମାନର ସ୍ଥିତିକୁ ଦେଖି ଲୋକେ ଆକଳନ କରୁଛନ୍ତି ବୋଧହୁଏ ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ଓ ଅସହ୍ୟ ତାତି ଅନୁଭୂତ ହେବ ନାହିଁ। କିନ୍ତୁ, ନା ଚଳିତ ବର୍ଷ ଅର୍ଥାତ୍‌ ୨୦୨୦ରେ ପ୍ରଚଣ୍ଡ […]

Continue Reading
ଆବିଷ୍କାର ହେଲା ପୃଥିବୀ ଭଳି ନୂଆ ଗ୍ରହ

ଆବିଷ୍କାର ହେଲା ପୃଥିବୀ ଭଳି ନୂଆ ଗ୍ରହ

#ଆବିଷ୍କାର_ହେଲା_ପୃଥିବୀ_ଭଳି_ନୂଆ_ଗ୍ରହ    ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ୱରେ ଏକ ମହାକାଶ ଅନୁସନ୍ଧାନକାରୀ ଦଳ ନୂଆ ଗ୍ରହକୁ ଠାବ କରିଛନ୍ତି | ଏହି ଗ୍ରହରେ ପୃଥିବୀ ଭଳି ଲୋକ କେବଳ ରହିପାରିବେ ନାହିଁ ବରଂ ଏହାର ଆକାର ପୃଥିବୀ ତୁଳନାରେ ଦୁଇଗୁଣ ବୋଲି ଜଣାପଡିଛି | କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଦଳ ଏହି ନୂଆ ଗ୍ରହର ଆକାର ଓ ପରିବେଶ ବାବଦରେ ଅନୁମାନ ଲଗାଇଛନ୍ତି | ଏହି ଗ୍ରହର ନାମ କେ-୨-୧୮ବି ଦିଆଯାଇଥିବାବେଳେ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ଏହି […]

Continue Reading
ବେଲପାହାଡ଼ ଓ ତାଳଚେର ପବନରେ ବିଷ

ବେଲପାହାଡ଼ ଓ ତାଳଚେର ପବନରେ ବିଷ

#ବେଲପାହାଡ଼_ଓ_ତାଳଚେର_ପବନରେ_ବିଷ   ଭୁବନେଶ୍ବର : ଅନୁଗୁଳ ଜିଲ୍ଲାର ତାଳ‌ଚେର ଓ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହର‌ରେ ପବନ ବିଷାକ୍ତ ହୋଇଗଲାଣି। ଦେଖାଯାଉ ନ ଥିଲେ ମଧ୍ୟ ମଣିଷ, ଜୀବଜନ୍ତୁ, ବୃକ୍ଷଲତାଙ୍କ ପାଇଁ ବିପଦ ସୃଷ୍ଟି କରିଛି ଏଠାକାର ବାୟୁ। ସୁଇଜରଲାଣ୍ଡସ୍ଥିତ ଆଇକ୍ୟୁଏୟାର(ଇଣ୍ଟରନ୍ୟାସନାଲ କ୍ବାଲିଟି ଏୟାର) ସଙ୍ଗଠନ ପକ୍ଷରୁ ୨୦୧୯ ମସିହା ପାଇଁ ବିଶ୍ବର ୯୮ଟି ଦେଶର ବିଭିନ୍ନ ସହରର ବାୟୁ ପ୍ରଦୂଷଣର ମାତ୍ରାକୁ ନେଇ ସର୍ଭେ କରାଯିବା ପରେ ଏଭଳି ଚିନ୍ତା ଉଦ୍ରେକକାରୀ ରିପୋର୍ଟ ପ୍ରକାଶ ପାଇଛି। ସବୁଠାରୁ […]

Continue Reading
ଓଡ଼ିଶାରେ ପୁଣି ଏକ ବିରଳ କିଡ଼ନୀ ପ୍ରତିରୋପଣ

ଓଡ଼ିଶାରେ ପୁଣି ଏକ ବିରଳ କିଡ଼ନୀ ପ୍ରତିରୋପଣ

#ଓଡ଼ିଶାରେ_ପୁଣି_ଏକ_ବିରଳ_କିଡ଼ନୀ_ପ୍ରତିରୋପଣ   ଭୁବନେଶ୍ବର : ଓଡ଼ିଶାରେ ବୁଧବାର ପୁଣି ଏକ ବିରଳ କିଡ଼ନୀ ପ୍ରତିରୋପଣ ହୋଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ମୃତ (ବ୍ରେନ୍‌ ଡେଡ୍‌) ଜଣେ ରୋଗୀଙ୍କ ଶରୀରରରୁ କିଡନୀ ବାହାର କରାଯିବା ପରେ ସଂପୃକ୍ତ ମୃତ ବ୍ୟକ୍ତିଙ୍କ କିଡନୀ ବଞ୍ଚିଥିବା ୨ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ଜଣାପଡ଼ିଛି। ଯାହା ଫଳରେ ଦୁଇ ଜଣ ବ୍ୟକ୍ତି ନୂଆ ଜୀବନ ପାଇ ପାରିଛନ୍ତି। ସୂଚନା ଅନୁସାରେ, ସୁଚିତ୍ରା ଦାସ ନାମରେ ଜଣେ ରୋଗୀଙ୍କୁ […]

Continue Reading
ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀରେ ଭାରତ ୪ ନମ୍ବର ସ୍ଥାନରେ

ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀରେ ଭାରତ ୪ ନମ୍ବର ସ୍ଥାନରେ

#ବିଶ୍ୱର_ଶକ୍ତିଶାଳୀ_ଦେଶଙ୍କ_ସୂଚୀରେ_ଭାରତ_୪_ନମ୍ବର_ସ୍ଥାନରେ     ନୂଆଦିଲ୍ଲୀ : ବିଶ୍ୱର ଟପ୍ ମିଲେଟ୍ରି ପାୱର  ସୂଚୀ ଜାରି ହୋଇଛି। ୨୫ଟି ଦେଶ ଏହି ସୂଚୀରେ ସାମିଲ ଥିବା ବେଳେ ଏଥିରେ ଟପ୍ ୧୦ ସ୍ଥାନରେ ଥିବା ଦେଶଙ୍କ ମଧ୍ୟରେ ଭାରତ ଥିବା ଜଣାପଡିଛି। ତାଲିକା ଦେଖିଲେ ଭାରତ ସହ ନିଜକୁ ବରାବରି କରୁଥିବା ପାକିସ୍ତାନ ଯୁଦ୍ଧରେ ନିଜର ସ୍ଥିତି ଦେଖି ନିରବତା ଅବଲମ୍ବନ କରିବା ଏବେ ତା ଲାଗି ଶ୍ରେୟସ୍କର ବିଚାର କରାଯାଉଥିବା ବେଳେ ଭାରତୀୟମାନେ ସୂଚୀରେ ନିଜର ସ୍ଥିତି ଦେଖି ନିଶ୍ଚିତ […]

Continue Reading
ଜଣଙ୍କ ମୃତ୍ୟୁ ପରେ ଜୀବନ ପାଇବେ ୨ ଜଣ ରୋଗୀ,ପୁଣି ଜଣେ ବ୍ରେନ୍‌ ଡେଡ୍‌ ବ୍ୟକ୍ତିଙ୍କ କିଡନି ବଞ୍ଚିଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବା ପାଇଁ ଉଦ୍ୟମ

ଜଣଙ୍କ ମୃତ୍ୟୁ ପରେ ଜୀବନ ପାଇବେ ୨ ଜଣ ରୋଗୀ,ପୁଣି ଜଣେ ବ୍ରେନ୍‌ ଡେଡ୍‌ ବ୍ୟକ୍ତିଙ୍କ କିଡନି ବଞ୍ଚିଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବା ପାଇଁ ଉଦ୍ୟମ

#ଜଣଙ୍କ_ମୃତ୍ୟୁ_ପରେ_ଜୀବନ_ପାଇବେ_୨_ଜଣ_ରୋଗୀ  ଭୁବନେଶ୍ୱର:  ରାଜ୍ୟର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ମୃତ (ବ୍ରେନ୍‌ ଡେଡ୍‌) ଜଣେ ରୋଗୀଙ୍କ ଶରୀରରରୁ କିଡନି ବାହାର କରାଯିବା ପ୍ରକ୍ରିୟା ଚାଲିଛି। ସଂପୃକ୍ତ ମୃତ ବ୍ୟକ୍ତିଙ୍କ କିଡନି ବଞ୍ଚିଥିବା ୨ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ ବୋଲି ଜଣିବାକୁ ମିଳିଛି। ସୂଚନା ଅନୁସାରେ ସୁଚିତ୍ରା ଦାସ ନାମରେ ଜଣେ ରୋଗୀଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁଚିତ୍ରାଙ୍କୁ ହସ୍ପିଟାଲର ୫ମ ମହଲାସ୍ଥିତ ୫୫୦ ନମ୍ବର ଶଯ୍ୟାରେ ଚିକିତ୍ସା କାରାଯାଉଥିଲା। କିନ୍ତୁ […]

Continue Reading

୭ ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ୨୫ ହଜାର ୬୨୩ ଏକର ୯୩୦ ଡେସିମିଲ ଜମି ଜବରଦଖଲରେ

#ଶ୍ରୀଜଗନ୍ନାଥଙ୍କ_୨୫_ହଜାର_ଏକର_ଜମି_ଜବରଦଖଲରେ   ଭୁବନେଶ୍ଵର: ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ରହିଛି। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ରହିଛି। ତେବେ ଓଡ଼ିଶାରେ ଜଗନ୍ନାଥଙ୍କ ସର୍ବାଧିକ ଜମି ରହିଥିବାବେଳେ ପଶ୍ଚିମବଙ୍ଗରେ ୨ୟ ସର୍ବାଧିକ ଜମି ଅଛି। ମଙ୍ଗଳବାର ବିଧାନସଭାରେ ମନ୍ତ୍ରୀ ପ୍ରତାପ ଜେନା ଏକ ଲିଖିତ ଉତ୍ତରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମୋଟ ୬୦ ହଜାର ୪୨୬ ଏକର […]

Continue Reading
କନ୍ଦାଇବାକୁ ଚେଷ୍ଟା କରୁଥିବା ବେଳେ ଡାକ୍ତରଙ୍କୁ ରାଗରେ ଚାହିଁଲା ନବଜାତ

କନ୍ଦାଇବାକୁ ଚେଷ୍ଟା କରୁଥିବା ବେଳେ ଡାକ୍ତରଙ୍କୁ ରାଗରେ ଚାହିଁଲା ନବଜାତ !

#କନ୍ଦାଇବାକୁ_ଚେଷ୍ଟା_କରୁଥିବା_ବେଳେ_ଡାକ୍ତରଙ୍କୁ_ରାଗରେ_ଚାହିଁଲା_ନବଜାତ   ନୂଆଦିଲ୍ଲୀ :  ଅଧିକାଂଶ ସମୟରେ ଦେଖାଯାଏ ଜନ୍ମ ହେଉହେଉ ଶିଶୁ କାନ୍ଦିଥାନ୍ତି। ଆଉ ଜନ୍ମ ସମୟରେ ଶିଶୁ କାନ୍ଦିଲେ ଶିଶୁଟି ସୁସ୍ଥ ଅଛି ବୋଲି ଡାକ୍ତରମାନେ ନିର୍ଦ୍ଧାରଣ କରନ୍ତି। କିନ୍ତୁ ଜନ୍ମ ହେଉ ହେଉ ଶିଶୁ ରାଗିବ ତାହା ହୁଏତ କାହାକୁ ବିଶ୍ବାସ ହେବ ନାହିଁ। କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହେବେ ବ୍ରାଜିଲରେ ଏପରି ଏକ ଘଟଣା ଘଟିଛି। ଜନ୍ମ ହେବାପରେ କାନ୍ଦିବା ବଦଳରେ ଏକ ନବଜାତ ଶିଶୁ କାନ୍ଦିବା ବଦଳରେ ରାଗରେ ଡାକ୍ତଙ୍କୁ […]

Continue Reading
ବଢ଼ିବ ତମାଖୁ ସେବନ ବୟସ ସୀମା

ବଢ଼ିବ ତମାଖୁ ସେବନ ବୟସ ସୀମା

#ବଢ଼ିବ_ତମାଖୁ_ସେବନ_ବୟସ_ସୀମା  ନୂଆଦିଲ୍ଲୀ: ସିଗାରେଟ୍‌ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ (ସିଓଟିପିଏ)ରେ ରହିଥିବା ବ୍ୟବସ୍ଥାକୁ ଲାଗୁ କରିବା ଲକ୍ଷ୍ୟ ନେଇ ତମାଖୁ ସେବନର ଆଇନଗତ ବୟସ ସୀମା ୧୮ରୁ ୨୧ ବର୍ଷ କରାଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟି ନିକଟରେ ଏନେଇ ବୈଠକ କରିଥିଲା। ଏଥିସହ କମିଟିର ବିଭିନ୍ନ ପ୍ରସ୍ତାବ ବାବଦରେ ମନ୍ତ୍ରଣାଳୟକୁ ଜଣାଇଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ଗୋଲୋବାଲ ଆଡଲ୍ଟ ଟବାକୋ ସର୍ଭେ […]

Continue Reading