ସୁନ୍ଦରୀକୁ ଫେରାଇ ନିଅ : ମଧ୍ୟପ୍ରଦେଶକୁ ଓଡ଼ିଶା ବନବିଭାଗର ଚିଠି

ସୁନ୍ଦରୀକୁ ଫେରାଇ ନିଅ : ମଧ୍ୟପ୍ରଦେଶକୁ ଓଡ଼ିଶା ବନବିଭାଗର ଚିଠି

#ସୁନ୍ଦରୀକୁ_ଫେରାଇ_ନିଅ    ଭୁବନେଶ୍ବର:   ବାଘୁଣୀ ସୁନ୍ଦରୀ ବର୍ତମାନ ସୁସ୍ଥ ଅଛି, ତେଣୁ ଯେତେଶୀଘ୍ର ପାରୁଛ ତାକୁ ଫେରାଇ ନିଅ । ଓଡ଼ିଶା ବନବିଭାଗ ପକ୍ଷରୁ ମଧ୍ୟପ୍ରଦେଶ ବନବିଭାଗକୁ ଏହି ମର୍ମରେ ଏକ ପତ୍ର ଲେଖାଯାଇଛି । ଏଥିରେ କୁହାଯାଇଛି ଯେ, ବାଘୁଣୀର ହିଂସ୍ର ପ୍ରବୃତ୍ତି ଫେରାଇ ଆଣିବାକୁ ତୁରନ୍ତ ତାକୁ କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବା ଉଚିତ। କେମିତି ଅଛି ବାଘୁଣୀ ସୁନ୍ଦରୀ? ଶିକାର କହୁଛି ନା ମାନ୍ଦା ହୋଇ ଶୋଇ ରହୁଛି?  ବନ ବିଭାଗ […]

Continue Reading
ପାଠ ପଢା ପଛେ ଚୁଲିକୁ ଯାଉ, ସ୍କୁଲରେ ଦିଦିଙ୍କୁ ନିଦ ଛାଡୁନି...

ପାଠ ପଢା ପଛେ ଚୁଲିକୁ ଯାଉ, ସ୍କୁଲରେ ଦିଦିଙ୍କୁ ନିଦ ଛାଡୁନି…

#ପାଠ_ପଢା_ପଛେ_ଚୁଲିକୁ_ଯାଉ_ସ୍କୁଲରେ_ଦିଦିଙ୍କୁ_ନିଦ_ଛାଡୁନି    ବ୍ରହ୍ମପୁର : ଡ୍ୟୁଟିରେ ଅବହେଳା କଲେ ସରକାରୀ ନିୟମ ଅନୁଯାୟୀ ଦଣ୍ଡ ମିଳିଥାଏ। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ହେଲେ ନିୟମକୁ ଫୁ କରି ସରକାରୀ କର୍ମଚାରୀ ମାନେ କାଳେ କାଳେ ନିୟମ ଉଲ୍ଲଘଂନ କରିବାକୁ ପଛାଉ ନାହାନ୍ତି। ଏହି ଭଳି ଦୁଇଟି ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ସ୍କୁଲରେ ଏକ ଉତ୍ତମ ଶୈକ୍ଷିକ ବାତାବରଣ ତିଆରି କରି ଶିକ୍ଷକ-ଶିକ୍ଷୟିତ୍ରୀମାନେ ପିଲାଙ୍କ ଭବିଷ୍ୟତ ଗଢ଼ିଥା’ନ୍ତି। କିନ୍ତୁ ପିଲାଙ୍କୁ ଶିକ୍ଷାଦାନ ବଦଳରେ ଯଦି ଶିକ୍ଷୟିତ୍ରୀ […]

Continue Reading
ସର୍ବଭାରତୀୟ ସୁନ୍ନି ଇଜତେମା ଉଦଯାପିତ

ସର୍ବଭାରତୀୟ ସୁନ୍ନି ଇଜତେମା ଉଦଯାପିତ : ଯୋଗଦେଲେ ୫୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

 #ସର୍ବଭାରତୀୟ_ସୁନ୍ନି_ଇଜତେମା_ଉଦଯାପିତ    ଯାଜପୁର : (ବିଶ୍ବଜିତ ରଣା) ଯାଜପୁର ସହରର ବାଳାଶ୍ରମ ପଡିଆ ଠାରେ ଅଲ୍ ଇଣ୍ଡିଆ ତବଲିଗ୍-ଇ-ସିରତ୍ ପକ୍ଷରୁ ସୁନ୍ନି ଇଜତେମା ଉଦଯାପିତ  ହୋଇଯାଇଛି । ଏହି ସୁନ୍ନି ଇଜତେମାରେ ସାରା ରାଜ୍ୟରୁ ୫୦ହଜାରରୁ ଉର୍ଦ୍ଧ୍ୱ  ଇସଲାମିକ୍ ସୁନ୍ନି ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ପ୍ରଥମେ କୋରାନ୍ ପାଠ କରାଯାଇ ଏହି ଇଜତେମାକୁ ଆରମ୍ଭ କରାଯାଇଥିଲା । ଏଥିରେ କୋରାନ୍ ପାଠ କରାଯାଇ ମହମ୍ମଦଙ୍କ ବାଣୀ ଅନୁସାରେ ସମଗ୍ର ମାନବଜାତିର ମାଲିକ ଜଣେ ସେ ହେଉଛନ୍ତି “ଆଲ୍ଲା” । […]

Continue Reading
ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

#ବୀଣାପାଣି_ମହାନ୍ତିଙ୍କୁ_ଅତିବଡ଼ୀ_ଜଗନ୍ନାଥ_ଦାସ_ପୁରସ୍କାର     ଭୁବନେଶ୍ବର: ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତିଙ୍କୁ ଓଡ଼ିଆ ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଦିଆଯିବ। ଆଜି ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଏହା ଘୋଷଣା କରାଯାଇଛି। ନିକଟ ଅତୀତରେ ‘ପଦ୍ମଶ୍ରୀ’ ସମ୍ମାନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା। ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ ଭଳି ୩୪ଟି ଗଳ୍ପ ସଂକଳନ, ସୀତାର […]

Continue Reading
ଇଞ୍ଜିନିୟର୍‌ ଚାକିରି ଛାଡ଼ି ‘ଚା’ ବିକୁଛନ୍ତି ତାପସ

ଇଞ୍ଜିନିୟର୍‌ ଚାକିରି ଛାଡ଼ି ‘ଚା’ ବିକୁଛନ୍ତି ତାପସ

#ଇଞ୍ଜିନିୟର୍‌_ଚାକିରି_ଛାଡ଼ି_‘ଚା’_ବିକୁଛନ୍ତି_ତାପସ  ବାରିପଦା : ତନ୍ଦୁରି ଟି, ଡ୍ରାଗନ୍‌ ଟି, ବ୍ଲାକ୍‌ ଟି ଓ ଅର୍ଗାନିକ୍‌ ଟି ଏଭଳି ବିଭିନ୍ନ ପ୍ରକାର ‘ଚା’  ଏବେ ବଜାରରେ ଉପଲବ୍ଧ ହେଲାଣି ।କେବଳ ସେତିକି ନୁହେଁ, ଏହାକୁ ନେଇ ମଧ୍ୟ ରୋଜଗାରର ମାଧ୍ୟମ କରାଗଲାଣି। ଏବେ ବାରିପଦା ବାସୀ ଏଭଳି ଭଳିକି ଭଳି ଚା’ର ମଜ୍ଜା ଉଠାଉଛନ୍ତି। ସେମାନଙ୍କ ପାଇଁ ଏହି ସୁଯୋଗ ଆଣି ଦେଇଛନ୍ତି  ବାରିପଦାର ଯୁବ ଇଞ୍ଜିନିୟର୍‌ ତାପସ ଧର ମହାପାତ୍ର। ଇଞ୍ଜିନିୟରିଂ ପାଠ ପଢ଼ିଥିବା ତାପସ ଲକ୍ଷ […]

Continue Reading
୫୫% ବିବାହିତ ଭାରତୀୟ ନିଜ ସାଥୀଙ୍କୁ ଦେଇଥାନ୍ତି ଧୋକା, ମହିଳା ଆଗରେ

୫୫% ବିବାହିତ ଭାରତୀୟ ନିଜ ସାଥୀଙ୍କୁ ଦେଇଥାନ୍ତି ଧୋକା, ମହିଳା ଆଗରେ

#୫୫%_ବିବାହିତ_ଭାରତୀୟ_ନିଜ_ସାଥୀଙ୍କୁ_ଦେଇଥାନ୍ତି_ଧୋକା   ନୂଆଦିଲ୍ଲୀ : ପ୍ରାୟ ୫୫ ପ୍ରତିଶତ ବିବାହିତ ଭାରତୀୟ ଅତି କମ୍‌ରେ ଥରେ ନିଜ ଜୀବନସାଥୀଙ୍କ ସହ ଧୋକା କରିଥାନ୍ତି ଅର୍ଥାତ୍ ଧୋକା ଦେଇଥାନ୍ତି। ଏକଥା ଆମେ କହୁ ନାହୁଁ, ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି। ଭାରତରେ ପ୍ରଥମ ଥର ପାଇଁ ଏକ୍ସଟ୍ରାମାରିଟାଲ୍ ଡେଟିଂ ଆପ୍ ଗ୍ଲାଇଡେନ୍ ମାଧ୍ୟମରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ, ଧୋକା ମାମଲାରେ ପୁରୁଷଙ୍କ ଠାରୁ ମହିଳା ଆଗରେ ରହିଛନ୍ତି। ଜୀବନସାଥୀଙ୍କୁ ଧୋକା ଦେଇଥିବା ନେଇ ୫୬ ପ୍ରତିଶତ ମହିଳା ଏହି […]

Continue Reading
ସମ୍ଭ୍ରାନ୍ତ ପରିବାରର ବିବାହ ଆୟୋଜନଠୁ ବଳିଗଲା ବୃଷଭ ନନ୍ଦୀଙ୍କ ବାହାଘର

ସମ୍ଭ୍ରାନ୍ତ ପରିବାରର ବିବାହ ଆୟୋଜନଠୁ ବଳିଗଲା ବୃଷଭ ନନ୍ଦୀଙ୍କ ବାହାଘର

#ବଳିଗଲା_ବୃଷଭ_ନନ୍ଦୀଙ୍କ_ବାହାଘର    ପୁରୀ : ଫାଟିପଡୁଥିଲା ବଡ଼ଦାଣ୍ଡ । କୌଣସି କୋଟିପତି ଓ ସମ୍ଭ୍ରାନ୍ତ ପରିବାରର ବିବାହ ଆୟୋଜନଠୁ କମ୍‌ ନଥିଲା ଏ ବାହାଘର। ଶଙ୍ଖଧ୍ବନି, ସଂକୀର୍ତ୍ତନ, ଦୁଲ୍‌ଦୁଲି, ଧୁଡ଼ୁକି, ଶିଙ୍ଗବାଜା, ପାଇକ ଆଖଡ଼ା, ଆଦିବାସୀ ନାଚ ଆଦି ପାରମ୍ପରିକ ନୃତ୍ୟ ଓ ବ‌ାଦ୍ୟଯନ୍ତ୍ର ରୋ‌ଷଣିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ୫ ଶହରୁ ଅଧିକ ବରଯାତ୍ରୀ ନାଚ ଗୀତରେ ମସ୍‌ଗୁଲ୍‌ ଥିଲେ। ଆଗରେ ବର ଗାଡ଼ି ଥିଲା। ଏହି ରୋଷଣି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। କେବଳ ସେତିକି ନୁହେଁ […]

Continue Reading
ନବୀନଙ୍କ ଆମନ୍ତ୍ରଣ ରକ୍ଷା କରି ମଧ୍ୟାହ୍ଣ ଭୋଜନରେ ଏକାଠି ହେଲେ ଅମିତ, ନୀତୀଶ, ମମତା ଓ ଧର୍ମେନ୍ଦ୍ର

ନବୀନଙ୍କ ଆମନ୍ତ୍ରଣ ରକ୍ଷା କରି ମଧ୍ୟାହ୍ଣ ଭୋଜନରେ ଏକାଠି ହେଲେ ଅମିତ, ନୀତୀଶ, ମମତା ଓ ଧର୍ମେନ୍ଦ୍ର

#ନବୀନଙ୍କ_ଆମନ୍ତ୍ରଣ_ରକ୍ଷା_କରି_ମଧ୍ୟାହ୍ଣ_ଭୋଜନରେ_ଏକାଠି_ହେଲେ   ଭୁବନେଶ୍ବର: ରାଜନୈତିକଭାବେ ଭିନ୍ନମତ  ପୋଷଣ କରୁଥିବା ଦେଶର ୪ ଜଣ ଜଣାଶୁଣା ନେତା ଗୋଟିଏ ଟେବୁଲରେ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ  ଆମନ୍ତ୍ରଣ କ୍ରମେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୂର୍ବାଞ୍ଚଳ ପରିଷଦ ବୈଠକ ପରେ ନବୀନ ନିବାସରେ ଏକତ୍ର ମଧ୍ୟାହ୍ନ ଭୋଜନ କରିଛନ୍ତି। ସ୍ବତନ୍ତ୍ର ଭାବେ ମଧ୍ୟାହ୍ଣ ଭୋଜନକୁ ନିମନ୍ତ୍ରିତ ହୋଇଥିଲେ […]

Continue Reading
ମୁଖ୍ୟମନ୍ତ୍ରୀ ଘୋଷଣା କଲେ୨୩ ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟିର ପ୍ୟାକେଜ୍

ମୁଖ୍ୟମନ୍ତ୍ରୀ ଘୋଷଣା କଲେ୨୩ ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟିର ପ୍ୟାକେଜ୍

#୨୩_ଧର୍ମୀୟ_ଅନୁଷ୍ଠାନ_ପାଇଁ_୨୩_କୋଟିର_ପ୍ୟାକେଜ୍  ଭୁବନେଶ୍ୱର: ରାଜ୍ୟର ୨୩ଟି ଧର୍ମୀୟ ଅନୁଷ୍ଠାନ ପାଇଁ  ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ଅନୁଷ୍ଠାନ ପାଇଁ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ଏହାମଧ୍ୟରେ ବରଗଡ଼ର ଶ୍ରୀ ନୃସିଂହନାଥ ମନ୍ଦିର, ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର, ବଲାଙ୍ଗିରର ହରିଶଙ୍କର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଢେଙ୍କାନାଳର କପିଳାସ ପୀଠ, ଜଗତସିଂହପୁରର ମା’ ଶାରଳା ପୀଠ, ଯାଜପୁରର ମା’ ବିରଜା […]

Continue Reading
୩୯୦ ନିୟୁତ ଆଲୋକ-ବର୍ଷ ଦୂରରେ କୃଷ୍ଣ ଗହ୍ଵର ଦ୍ୱାରା ଅତି ପ୍ରଚଣ୍ଡ ବିସ୍ଫୋରଣ

୩୯୦ ନିୟୁତ ଆଲୋକ-ବର୍ଷ ଦୂରରେ କୃଷ୍ଣ ଗହ୍ଵର ଦ୍ୱାରା ଅତି ପ୍ରଚଣ୍ଡ ବିସ୍ଫୋରଣ

#କୃଷ୍ଣ_ଗହ୍ଵର_ଦ୍ୱାରା_ପ୍ରଚଣ୍ଡ_ବିସ୍ଫୋରଣ      ଓ୍ଵାଶିଂଟନ୍‌ ଡିସି: ବିଶ୍ୱ ବ୍ରହ୍ମାଣ୍ଡର ପ୍ରାୟ ୩୯୦ ନିୟୁତ ଆଲୋକ-ବର୍ଷ ଦୂରରେ କୃଷ୍ଣ ଗହ୍ଵର ଦ୍ୱାରା ହୋଇଥିବା ଏକ ଅତି ପ୍ରଚଣ୍ଡ ବିସ୍ଫୋରଣକୁ ଜ୍ୟୋତିର୍ବିଜ୍ଞାନୀମାନେ ଦେଖିପାରିଛନ୍ତି। ଓ୍ଵାଶିଂଟନ୍‌ ଡିସିଠାରେ ଥିବା ନୌସେନା ଗବେଷଣା ପରୀକ୍ଷାଗାରର ଜ୍ୟୋତିର୍ବିଜ୍ଞାନୀ ସାଇମୋନା ଗିଆସିନ୍‌ଟୁକି କହିଛନ୍ତି ଯେ ଏହି ମହାଜାଗତିକ ବିସ୍ଫୋରଣ ଗୋଟିଏ ପଟୁ ୧୯୮୦ ମସିହାରେ ମାଉଣ୍ଟ୍‌ ସେଣ୍ଟ୍‌ ହେଲେନ୍‌ର ଶୃଙ୍ଗରେ ହୋଇଥିବା ଆଗ୍ନେୟଗିରି ଉଦ୍‌ଗୀରଣ ଭଳି ଦିଶୁଥିଲା। କିନ୍ତୁ, ଫରକ ଏତିକି ଯେ ଏହି ବିସ୍ଫୋରଣଜନିତ ସୃଷ୍ଟି ହୋଇଥିବା […]

Continue Reading