ରାଜ୍ୟରେ ଆଉ ୬୭୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୮୧୧୦କୁ ବୃଦ୍ଧି

ରାଜ୍ୟରେ ଆଉ ୬୭୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୮୧୧୦କୁ ବୃଦ୍ଧି

#ରାଜ୍ୟରେ_ଆଉ_୬୭୩_କରୋନା_ଆକ୍ରାନ୍ତ_ଚିହ୍ନଟ     ଭୁବନେଶ୍ୱର   : ରାଜ୍ୟରେ ଆଜି ଆଉ ୬୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୮୧୧୦ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୬୭୩ ଜଣଙ୍କ ମଧ୍ୟରୁ ୪୪୬ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨୨୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ […]

Continue Reading
ଭୁବନେଶ୍ୱରରୁ ଆଉ ୪୯ କରୋନା ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧କୁ ବୃଦ୍ଧି

ଭୁବନେଶ୍ୱରରୁ ଆଉ ୪୯ କରୋନା ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧କୁ ବୃଦ୍ଧି

#ଭୁବନେଶ୍ୱରରୁ_ଆଉ_୪୯_କରୋନା_ଆକ୍ରାନ୍ତ_ଚିହ୍ନଟ       ଭୁବନେଶ୍ୱର  :  ରାଜଧାନୀ ଭୁବନେଶ୍ୱରରୁ ସୋମବାର ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ଲୋକାଲ ମାମଲା ରହିଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧ କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୫୩ ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୭୬କୁ ବୃଦ୍ଧି ପାଇଛି । ବର୍ତମାନ ପର୍ଯ୍ୟନ୍ତ ୧୧ […]

Continue Reading
ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

#ଓଡ଼ିଆ_ଚଳଚ୍ଚିତ୍ର_ଜଗତର_କିମ୍ବଦନ୍ତି_ଅଭିନେତା_ବିଜୟ_ମହାନ୍ତିଙ୍କ_ପରଲୋକ       ଭୁବନେଶ୍ବର :    ଓଡିଆ ଚଳଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ଓଡ଼ିଆ ଦର୍ଶକଙ୍କୁ ଦୀର୍ଘ ପାଞ୍ଚ ଦଶକ ଧରି ନିଜ ଅଭିନୟର ମାୟାରେ ବାନ୍ଧି ରଖିଥିବା ସେହି ଅପ୍ରତିନ୍ଦ୍ବନ୍ଦ୍ବୀ ଅଭିନେତାଙ୍କର  ସୋମବାର ସଂଧ୍ୟାରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ  ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହେବାରୁ ତାଙ୍କୁ ସୋମବାର ସଂଧ୍ୟାରେ ଭୁବନେଶ୍ୱରସ୍ଥିତ କେୟାର ହସପିଟାଲରେ ଭର୍ତ୍ତି କରାଯାଇଥିଲା। […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ମନ ପ୍ରସନ୍ନ ରହିବ। କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। କାର୍ୟ୍ୟ ବ୍ୟସ୍ତତା ସତ୍ତ୍ବେ ମଉଜ ଲାଗି ସମୟ ବାହାର କରିନେବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ବାତାବରଣ ରହିବ। ଆପଣ ଯାହା ବି କାମ କରିବେ ଲାଭ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। ମିଥୁନ: ଭାଗ୍ୟ ଆପଣଙ୍କର ପରୀକ୍ଷା ନେଇପାରେ। ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରଖିବା ପାଇଁ ଆପଣଙ୍କୁ ନୂଆ ମାର୍ଗ ତିଆରି କରିବାକୁ ହେବ। କର୍କଟ: […]

Continue Reading
ସଂକ୍ରମିତଙ୍କୁ ନେବାପାଇଁ ନିଯୁକ୍ତ ହେଲା ୧୦ ଆମ୍ବୁଲାନ୍ସ

ସଂକ୍ରମିତଙ୍କୁ ନେବାପାଇଁ ନିଯୁକ୍ତ ହେଲା ୧୦ ଆମ୍ବୁଲାନ୍ସ

#ସଂକ୍ରମିତଙ୍କୁ_ନେବାପାଇଁ_ନିଯୁକ୍ତ_ହେଲା_୧୦_ଆମ୍ବୁଲାନ୍ସ      କେନ୍ଦ୍ରାପଡ଼ା  :  କେନ୍ଦ୍ରାପଡା ଜିଲ୍ଲାରେ କରୋନା ସଂକ୍ରମିତ ପ୍ରବାସୀ ଓ ବ୍ୟକ୍ତି ମାନଙ୍କୁ କରୋନା କେୟାର ହାଉସ ଓ ଅଧିକ ସଂକ୍ରମିତ ମାନଙ୍କୁ ଚିକିତ୍ସା ପାଇଁ ଛତାସ୍ଥିତ କୋଭିଡ ହସପିଟାଲକୁ ନେବାପାଇଁ ୧୦ଟି ଆମ୍ବୁଲାନ୍ସ ଜିଲ୍ଲାରେ ନିଯୁକ୍ତ କରାଯାଇଛି । ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଓ ଜିଲ୍ଲା କେନ୍ଦ୍ରରେ ଅଧିକ ଗୋଟିଏ ଆମ୍ବୁଲାନ୍ସକୁ ବିନିଯୋଗ କରାଯିବ । ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ପ୍ରବାସୀ ମାନଙ୍କ ଠାରେ ସଂକ୍ରମଣ ଲକ୍ଷଣ ପ୍ରକାଶ […]

Continue Reading
କରୋନା ସେଣ୍ଟରକୁ ଆସବାବପତ୍ର ଟ୍ରଲି ରେ ବୋହିଲେ ସରପଂଚ

କରୋନା ସେଣ୍ଟରକୁ ଆସବାବପତ୍ର ଟ୍ରଲି ରେ ବୋହିଲେ ସରପଂଚ

#କରୋନା_ସେଣ୍ଟରକୁ_ଆସବାବପତ୍ର_ଟ୍ରଲି_ରେ_ବୋହିଲେ_ସରପଂଚ       କେନ୍ଦ୍ରାପଡ଼ା    :   କୋଭିଡ-୧୯ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ, ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ପଂଚାୟତରେ କୋଭିଡ କେୟାର ସେଣ୍ଟର ସ୍ଥାପନା କରାଯାଇଛି । ଏହି ସେଣ୍ଟର ଗୁଡିକରେ ଟି ଏମ ସିରେ ରହୁଥିବା ସଂକ୍ରମଣ ଲକ୍ଷଣ ଥିବା ବ୍ୟକ୍ତିମାନେ ପ୍ରାଥମିକ ଚିକିତ୍ସା ପାଇବେ । କେନ୍ଦ୍ରାପଡା ବ୍ଲକ ଅଧିନ ଗୁଲନଗର ପଂଚାୟତରେ ସ୍ଥାପନ କରାଯାଇ ଥିବା କେୟାର ସେଣ୍ଟରକୁ ସ୍ଥାନୀୟ ସରପଂଚ […]

Continue Reading
ପଂଚାୟତ ରାତ୍ର ଜଗୁଆଳୀଙ୍କୁ ୧୦ ବର୍ଷ ହେଲା ମିଳୁଛି ମାସିକ ୫୦୦ ଟଙ୍କା

ପଂଚାୟତ ରାତ୍ର ଜଗୁଆଳୀଙ୍କୁ ୧୦ ବର୍ଷ ହେଲା ମିଳୁଛି ମାସିକ ୫୦୦ ଟଙ୍କା

#୧୦_ବର୍ଷ_ହେଲା_ମିଳୁଛି_ମାସିକ_୫୦୦_ଟଙ୍କା         କେନ୍ଦ୍ରାପଡ଼ା  :    କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ସାହସପୁର ପଂଚାୟତର ରାତ୍ର ଜଗୁଆଳୀ ଅଶୋକ କୁମାର ସେଠୀ(୪୬) ମାତ୍ର ମାସିକ ୫୦୦ ଟଙ୍କା ଦରମାରେ ପଂଚାୟତର ରାତ୍ର ଜଗୁଆଳୀ କାର୍ଯ୍ୟ କରୁ ଥିବାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ୨୦୧୦ ମସିହାରେ ସରପଂଚ ଶ୍ରୀଯୁକ୍ତ ଜେନା ତତ୍କାଳୀନ ସରପଂଚ ଥିବାବେଳେ ଅଶୋକଙ୍କୁ ମାତ୍ର ୫୦୦ ଟଙ୍କା ଦରମାରେ ପଂଚାୟତର ରାତ୍ର ଜଗୁଆଳୀ ଭାବେ ନିଯୁକ୍ତି ଦେଇଥିଲେ । […]

Continue Reading
ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ସମେତ ରାଉରକେଲା ମହାନଗର ନଗମରେ ୧୪ ଦିନିଆ ଲକ୍ଡାଉନ୍

ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ସମେତ ରାଉରକେଲା ମହାନଗର ନଗମରେ ୧୪ ଦିନିଆ ଲକ୍ଡାଉନ୍

#୪_ଜିଲ୍ଲାରେ_ଜୁଲାଇ_୩୧_ଯାଏଁ_ଲକ୍_ଡାଉନ୍      ଭୁୁବନେଶ୍ୱର   : ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ସମେତ ରାଉରକେଲା ମହାନଗର ନଗମ ଅଂଚଳରେ ୧୪ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଆସନ୍ତାକାଲି (ଶୁକ୍ରବାର) ରାତି ୯ଟାରୁ ୩୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହି ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲକ୍ଡାଉନ୍ ବଳବତର ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ତେବେ ସାମଗ୍ରୀ ପରିବହନ ଓ ଆର୍ôଥକ ଗତିବିଧି ସମେତ ଅତ୍ୟାବଶ୍ୟକ […]

Continue Reading
୨୦ରୁ ରାଜ୍ୟରେ ଟେଲି ମେଡିସିନ୍ ସେବା

୨୦ରୁ ରାଜ୍ୟରେ ଟେଲି ମେଡିସିନ୍ ସେବା

#୨୦ରୁ_ରାଜ୍ୟରେ_ଟେଲି_ମେଡିସିନ୍_ସେବା     ଭୁୁବନେଶ୍ୱର  :  ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଟେଲି ମେଡିସିନ୍ ସେବା ଆରମ୍ଭ ହେବ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । କରୋନା ଯୋଗୁଁ ଅନ୍ୟ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି । ବୈଠକର ନିଷ୍ପତି ଅନୁଯାୟୀ ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ୭ ମେଡିକାଲ କଲେଜରେ ଟେଲି ମେଡିସିନ୍ ସେବା ମିଳିବ । ରାଉରକେଲା ଆଇଜିଏଚ୍ , […]

Continue Reading
ଗୋ୧୯ ଜିଲ୍ଲାରୁ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

୧୯ ଜିଲ୍ଲାରୁ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

#୧୯_ଜିଲ୍ଲାରୁ_ସୁସ୍ଥ_ହେଲେ_୪୦୧_କରୋନା_ଆକ୍ରାନ୍ତଭୁୁ            ଭୁବନେଶ୍ୱର  :  ରାଜ୍ୟର ୧୯ ଜିଲ୍ଲାରୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ୪୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାବତ୍ ମୋଟ୍ ୧୦ ହଜାର୮୭୭ଜଣ କରୋନା ପଜିଟିଭ୍ ସୁସ୍ଥ ହୋଇଛନ୍ତିି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି । ସୂଚନା ଅନୁଯାୟୀ ଗୁରୁବାର ଯାଜପୁର ଜିଲ୍ଲାରୁ ସର୍ବାଧିକ ୯୮ କରୋନା ପଜିଟିଭ ୍ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରୁ ୮୪ଜଣ, […]

Continue Reading