କୋଭିଡ଼ ପରିଚାଳନା ଦାୟିତ୍ୱରେ ଥିବା ୯ ଅଧିକାରୀଙ୍କୁ କାର୍ଯ୍ୟରୁ ଅବ୍ୟାହତି

କୋଭିଡ଼ ପରିଚାଳନା ଦାୟିତ୍ୱରେ ଥିବା ୯ ଅଧିକାରୀଙ୍କୁ କାର୍ଯ୍ୟରୁ ଅବ୍ୟାହତି

ଓଡିଶା ବଡ ଖବର

#କୋଭିଡ଼_ଦାୟିତ୍ୱରେ_ଥିବା_୯_ଅଧିକାରୀଙ୍କୁ_ଅବ୍ୟାହତି        ଭୁବନେଶ୍ୱର  : କୋଭିଡ଼-୧୯ ପର୍ଚେଜିଙ୍ଗ ଅଧିକାରୀ ପଦବୀରୁ ବରିଷ୍ଠ ଆଇଏଏସ୍ ଅଫିସର ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅବ୍ୟାହତି ଦେବା ପରେ କୋଭିଡ଼ ପରିଚାଳନା ଦାୟିତ୍ୱରେ ଥିବା ଅନ୍ୟାନ୍ୟ ୯ ଜଣ ବରିଷ୍ଠ ଆଇଏଏସ ଅଫିସର ମାନଙ୍କୁ ଅନୁରୂପ ଭାବେ ଅବ୍ୟାହତି ଦିଆଯାଇଛି । ଏହି ଅଧିକାରୀମାନେ ହେଲେ – ସୁରେନ୍ଦ୍ର କୁମାର, ବିଶାଳ ଦେବ, ଶ୍ରୀମତି ଅନୁ ଗର୍ଗ, କ୍ରିଷ୍ଣ କୁମାର, ଅରବିନ୍ଦ ଅଗ୍ରୱାଲ, ସଚିନ ଯାଦବ, ଭୂପେନ୍ଦ୍ର ପୁନିଆ, ରଶ୍ମିତା ପଣ୍ଡା ଓ ଭିନିଲ କ୍ରିଷ୍ଣା ।