କାଲିଠାରୁ ରାହାଧରି କାନ୍ଦୁଛି କୁନି ଝିଅ, ଆଜି ପହଞ୍ଚି କହିଲେ ମୁଁ ତାର ମା’

  ଜଗତସିଂହପୁର : (ମହେଶ୍ବର ତ୍ରିପାଠୀ)  ବୁଧବାର ଠାରୁ ରାହାଧରି କାନ୍ଦୁଛି କୁନି ଝିଅ ।ଏମିତି ୨୪ ଘଣ୍ଟା ପରେ ନିଜ ପିଲା ପାଖରେ କେହି ଜଣେ ମହିଳା ପହଞ୍ଚି ଛୁଆର ମା’ ବୋଲି ଦାବି କରିଛନ୍ତି। ଆଉ କହିଛନ୍ତି ଇଏ ହେଉଛି ମୋ ଝିଅ। ମୁଁ ତାକୁ ନେଇ ଯିବାକୁ ଆସିଛି। ବୁଧବାର ଦୁଇବର୍ଷର କୁନି ଝିଅକୁ ଛାଡ଼ିଚାଲି ଯିବା ପରେ ଗୁରବାର ଜଣେ ମହିଳା ପହଞ୍ଚି ଏମିତି ଦାବି କରିବା ଚର୍ଚ୍ଚା ଜୋର ଧରିଛି। […]

Continue Reading

ଗୋରେଖନାଥ ମନ୍ଦିରରୁ ନିଖୋଜ ହୋଇଯାଇଥିବା ୨ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କଲା ଚାଇଲ୍ଡଲାଇନ୍‌

ଜଗତସିଂହପୁର: (ମହେଶ୍ବର ତ୍ରିପାଠୀ )  ପ୍ରସିଦ୍ଧ ଗୋରେଖନାଥ ମନ୍ଦିରକୁ ଦର୍ଶନ ପାଇଁ ଆସି ନିଖୋଜ ହୋଇଯାଇଥିବା ୨ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡଲାଇନ୍‌। ଉଦ୍ଧାର ହୋଇଥିବା ଶିଶୁକୁ ଏକ ଆଶ୍ରମରେ ଛଡ଼ା ଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ  ପବିତ୍ର ମକର ସଂକ୍ରାନ୍ତି ପାଇଁ ଗୋରେଖନାଥ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଭିଡ଼ ଭିତରେ  ୨ ବର୍ଷର ଶିଶୁ ହଜି ଯାଇଥିଲା। ଶିଶୁଟି ପରିବାର ଲୋକଙ୍କ ଠାରୁ କିପରି ଅଲଗା […]

Continue Reading

ରାଜା ହେଲେ ଜିଲ୍ଲାପାଳ : ବସିଲା ରାଜ ଦରବାର, ଗୁହାରି କଲେ ପ୍ରଜା

ଜଗତସିଂହପୁର:  ଗଣତନ୍ତ୍ରରେ ରାଜତନ୍ତ୍ରର ଝଲକ | ରାଜା ହେଲେ ଜିଲ୍ଲାପାଳ । ବସିଲା ରାଜଦରବାର । ଜଣେ ପରେ ଜଣେ ପ୍ରଜା ମହାରାଜଙ୍କୁ ଦୁଃଖ ଜଣାଇଲେ । ରାଜା ତୁରନ୍ତ ଅଧିକାରୀଙ୍କୁ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ବି ଦେଲେ । ଜଗତସିଂହପୁର ଜିଲ୍ଲା ସିଦ୍ଧଳ ବଳଦେବ ଜୀଉ ମନ୍ଦିରରେ ଅନୁଷ୍ଠିତ ରାଜାଭିଷେକ ଉତ୍ସବରେ ଏଭଳି ଦୃଶ୍ୟ ଦେଖିବାକୁ ମିିଳିଥିଲା । ରାଜା ଭାବେ ପ୍ରଜାଙ୍କ ଗହଣରେ ଶୋଭାଯାତ୍ରାରେ ଆସିଥିଲେ ଜଗତସିଂହପୁର ଜିଲ୍ଲାପାଳ । ଦୁଇ କଡ଼ରେ […]

Continue Reading

ସମ୍ପତ୍ତିକୁ ନେଇ ଅଭାବନୀୟ ଘଟଣା,ମା’ ଓ ଦୁଇ ଭଉଣୀଙ୍କୁ ଗଛରେ ବାନ୍ଧିଲେ ଦୁଇ ଭାଇ

ପାରାଦ୍ବୀପ : (ଶାନ୍ତନୁ ମହାକୁଳ ) କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ହସିଣା (ଖ) ଗ୍ରାମରେ ସମ୍ପତ୍ତି କୁ ନେଇ ଘଟିଛି ଅଭାବନୀୟ ଘଟଣା। ଦୁଇ ଭାଇ ମିଶି ମା ଓ ଦୁଇ ଭଉଣୀଙ୍କୁ ନଡିଆ ଗଛରେ ବାନ୍ଧି ପିଟିଥିବାର ଫଟୋ ଭାଇରାଲ ହୋଇଛି। ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ମା ଓ ଦୁଇ ଝିଅ ଙ୍କୁ ବନ୍ଧା ହୋଇଥିବା ଅବସ୍ଥା ରେ ଉଦ୍ଧାର କରିଥିବା ବେଳେ ଦୁଇ ବୋହୁ ଓ ପଡ଼ୋଶୀଙ୍କ ବୟାନ କିନ୍ତୁ […]

Continue Reading

ଅବ୍ୟବସ୍ଥାର ଅନ୍ୟନାମ ବାବା ଗୋରଖନାଥ ମନ୍ଦିର! ବର୍ଷକୁ ୩ କୋଟିର ପ୍ରସାଦ ବିକ୍ରି, ଟଙ୍କାଟିଏ ପାଉନାହାନ୍ତି ଠାକୁର

  ଜଗତସିଂହପୁର :  ( ମହେଶ୍ବର ତ୍ରିପାଠୀ ) ମନ୍ଦିର ପାଲଟିଛି ହୋଟେଲ ବ୍ୟବସାୟର କେନ୍ଦ୍ର ସ୍ଥଳ। ବାବା ଗୋରଖନାଥ ମନ୍ଦିରର କେଳେଙ୍କାରୀକୁ ନେଇ ଏବେ ଚର୍ଚ୍ଚା। ମନ୍ଦିର ଏବେ ଏକ ହୋଟେଲ ପାଲଟିଛି। ମନ୍ଦିରର ସମସ୍ତ ଉତ୍ସ ବ୍ୟବହାର କରି ଏଠାରେ ପ୍ରତ୍ୟହ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି। ଏହି ରୋଷେଇରୁ ହେଉଥିବା ଆୟରୁ ଠାକୁର ଟଙ୍କାଟିଏ ପାଉନାହାନ୍ତି। ଏଠାରେ ଦିନକୁ ୯୦ ହଜାର ଟଙ୍କାର ପ୍ରସାଦ ବିକ୍ରି ହେଉଥିବା ବେଳେ ମାସକୁ ୨୭ ଲକ୍ଷ ଓ […]

Continue Reading

ପାରାଦୀପରେ କାଉ ମଡ଼କ : ନମୁନା ସଂଗ୍ରହକଲେ ପ୍ରାଣୀ ଚିକିତ୍ସକ

ପାରାଦୀପ (ଶାନ୍ତନୁ ମହାକୁଳ): ପାରାଦୀପର ବଡପଡିଆ, ନୂଆବଜାର ଓ ମଧୂବନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନେକ ସଂଖ୍ୟାରେ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଦୁଇ ବର୍ଷ ତଳେ ପାରାଦୀପରେ ବାର୍ଡ ଫ୍ଲୁ ହୋଇଥିବା ବେଳେ ଏବେ  କାଉ ଗୁଡ଼ିକ ଏପରି ଚାରିଆଡେ ମରି ପଡ଼ିଥିବାର ଦେଖି ସ୍ଥାନୀୟ ଲୋଭେ ଭୟଭୀତ ହୋଇପଡ଼ିଛନ୍ତି। ସେପଟେ ଏକାଧିକ କାଉଙ୍କ ମୃତ୍ୟୁକୁ ନେଇ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି। ପ୍ରାଣୀଧନ ବିଭାଗ ମୃତ କାଉଙ୍କ ନମୂନା ସଂଗ୍ରହ କରିଛି। ରିପୋର୍ଟ ଆସିବା […]

Continue Reading

ବାଲିକୁଦାରେ ଗୁଳିକାଣ୍ଡ: ଯୁବକ ଗୁରୁତର, କଟକ ସ୍ଥାନାନ୍ତର

ଜଗତସିଂହପୁର: ( ମହେଶ୍ବର ତ୍ରିପାଠୀ ) ବାଲିକୁଦା ଥାନା ଅନ୍ତର୍ଗତ ଅଳାଭର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ଜଣେ ଯୁବକଙ୍କ ଜଙ୍ଘରେ ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତର ବ୍ୟକ୍ତି ହେଲେ ଦେବରାଜ ବିଶ୍ୱାଳ। ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛି। ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶକ୍ରବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। […]

Continue Reading