ସଲମାନ ଏବେ ବି ସାଇକେଲ ମେକାନିକଙ୍କର ବାକି ଟଙ୍କା ରଖିଛନ୍ତି

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ ନିଜ ଜୀବନର ‌ଅନେକ ଅକୁହା କଥା ସାମ୍ନାକୁ ଆଣିଛନ୍ତି। ମୁମ୍ବାଇରେ ଆୟୋଜିତ ହୋଇଥିବା ‘ଉମଙ୍ଗ ୨୦୨୦’ କାର୍ଯ୍ୟକ୍ରମରେ ଯୋଗ ଦେଇ ସଲମାନ ନିଜ ଜୀବନର ଏକ ବଡ଼ ସତକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ଟଙ୍କା ବଞ୍ଚାଇବା ପାଇଁ ସେ କିଭଳି ଗାଡ଼ି ଚଳାଉଥିଲେ ସେ ବିଷୟରେ ଜଣାଇବା ସହ ଏବେ ବି ସେ ଜଣେ ସାଇକେଲ ମେକାନିକଙ୍କର ୧.୨୫ ଟଙ୍କା ବାକି ରଖିଥିବା କଥା କହିଥିଲେ, ଯାହା ଉପସ୍ଥିତ ଲୋକଙ୍କୁ […]

Continue Reading

ସମଲିଙ୍ଗୀ ଭୂମିକାରେ ଆୟୁଷ୍ମାନ ଖୁରାନା

ମୁମ୍ବାଇ: ରିଲିଜ୍ ହେଲା  କମେଡି ଡ୍ରାମା ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର | ସିନେମାରେ ପୁଣି ଥରେ ଏକ ନିଆରା ଭୂମିକାରେ ନଜର ଆସିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ଯିଏ କି ଏହି ସିନେମାରେ ଜଣେ ସମଲିଙ୍ଗୀ ଭୂମିକା ତୁଲାଉଛନ୍ତି । ଟ୍ରେଲରରେ ଦେଖିବାକୁ ମିଳିଛି ଅନେକ କମେଡି ସିନ୍ ଓ ଡାଏଲଗ । ନିଜ ପ୍ରେମିକଙ୍କ ପରିବାର ଲୋକଙ୍କୁ ସମଲିଙ୍ଗୀ ସମ୍ପର୍କ ବାବଦରେ ବୁଝାଇବା ପାଇଁ ଆୟୁଷ୍ମାନ କିଭଳି ପରିଶ୍ରମ କରୁଛନ୍ତି […]

Continue Reading

ବୋଲ୍ଡ ଫଟୋ ସେୟାର କଲେ ଅମିରା ଦସ୍ତୁର

ମୁମ୍ବାଇ : ଅଭିନେତ୍ରୀ ଅମିରା ଦସ୍ତୁର ସବୁବେଳେ ନିଜର ବୋଲ୍ଡ ଲୁକ୍ ପାଇଁ ସୋଶିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ସେ ଅଧିକାଂଶ ସମୟରେ ନିଜ ହଟ୍ ଫଟୋ ସେୟାର କରି ଫ୍ୟାନଙ୍କୁ ଅପଡେଟ୍ କରାଉଥାଆନ୍ତି। ସେଥିପାଇଁ ସୋଶିଆଲ ମିଡିଆରେ ତାଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି। ନିକଟରେ ପୁଣି ଥରେ ଅଭିନେତ୍ରୀଙ୍କ କିଲର୍ ଲୁକ୍ ସୋଶିଆଲ ମିଡିଆରେ ଭାଇରାଲ୍ ହୋଇଛି ଯାହାକୁ ଫ୍ୟାନମାନେ ଅଧିକ ସଂଖ୍ୟାରେ ଲାଇକ୍ କରୁଛନ୍ତି। ଅମିରା ଏହି ଫଟୋ ତାଙ୍କ ଇନଷ୍ଟାଗ୍ରାମରେ ସେୟାର […]

Continue Reading

ସେକ୍ସ ରାକେଟ୍‌ରେ ୩ ଅଭିନେତ୍ରୀ

ମୁମ୍ବାଇ : ଅନ୍ଧେରୀ ଇଲାକାରେ ଚାଲିଛି ସେକ୍ସ ରାକେଟ୍‌ କାରବାର୍‌। ସହରର ବଡ଼ ବଡ଼ ହୋଟେଲ ଗୁଡିକରେ ବେଧଡ଼କ ଦେହ ବ୍ୟବସାୟ ଚାଲିଥିବା ଖବର ପୋଲିସକୁ ସୂଚନା ମିଳିଥିଲା।  ରାତି ଅଧିଆ ହୋଟେଲ ଗୁଡିକ ଉପରେ ପୋଲିସ୍‌ ଚଢ଼ଉ କରିଥିଲା।  ଏହି ସେକ୍ସ ରାକେଟ ପଛରେ ଜଣେ ମହିଳାଙ୍କ ହାତ ଥିବା କଥା ମୁମ୍ବାଇ ପୋଲିସ୍‌ ସୂଚନା ଦେଇଛି। ସେକ୍ସ କାର୍‌ବାରରେ ସଂପୃକ୍ତ ମହିଳାଙ୍କ ନାଁ ପ୍ରିୟା ଶର୍ମା। ପୋଲିସ୍‌ ତିନିଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ବିଶେଷ […]

Continue Reading

କାରଗିଲ ଯୁଦ୍ଧର କଥାକୁ ନେଇ ନିର୍ମାଣ ହେବ ‘ସେରଶାହା’

ମୁମ୍ବାଇ: ୨୦୦୩ରେ ‘ଏଲଓସି’, ୨୦୦୪ରେ ‘ଲକ୍ଷ୍ୟ’ ଓ ୨୦୦୫ରେ ଟାଙ୍ଗୋ ଚାର୍ଲି । ଇଏ ହେଉଛି ସେହି ସବୁ ସିନେମା ଯେଉଁଥିରେ ଦର୍ଶକ କାରଗିଲ ଯୁଦ୍ଧର କଥାକୁ ପରଦାରେ ଦେଖିବାକୁ ପାଇଥିଲେ । ଭାରତୀୟ ଯବାନ କିଭଳି ଶତ୍ରୁଙ୍କୁ ମାତ ଦେଇ କାରଗିଲ ଉପରେ ବିଜୟ ପତାକା ଉଡାଇଥିଲେ ଏହାକୁ ବିଭିନ୍ନ ଢଙ୍ଗରେ ଉପସ୍ଥାପନା କରାଯାଇଥିଲା । ପ୍ରାୟ ୧୫ବର୍ଷର ବ୍ୟବଧାନ ପରେ ପୁଣି କାରଗିଲରେ ଭାରତୀୟ ଯବାନଙ୍କ ଐତିହାସିକ ବିଜୟ କଥାକୁ ନେଇ ନିର୍ମାଣ ହେବ […]

Continue Reading

ଅଭିନେତ୍ରୀ ପୂଜା ହେଗଡେଙ୍କୁ ଭେଟିବା ପାଇଁ ୫ଦିନ ରାସ୍ତା କଡ଼ରେ ଶୋଇଲେ ପ୍ରଶଂସକ

ମୁମ୍ବାଇ :  ଅନ୍ୟ ବଲିଉଡ୍ ଅଭିନେତ୍ରୀ ମାନଙ୍କ ଭଳି ପୂଜା ହେଗଡେଙ୍କର ଅଧିକ ପ୍ରଶଂସକ ନଥିଲେ ମଧ୍ୟ ଧିରେ ଧିରେ ସେ ନିଜର ପ୍ରଶଂସକଙ୍କ ସଂଖ୍ୟା ବଢ଼ାଇବାରେ ଲାଗିଛନ୍ତି। ‌ଶେଷ ଥର ପାଇଁ ବଲିଉଡ୍ ଫିଲ୍ମ ହାଉସଫୁଲ୍-୪ରେ ପୂଜା ନଜର ଆସିଥିବା ବେଳେ ଏବେ ନିଜର ଜଣେ ପ୍ରଶଂସକଙ୍କ କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି। ପୂଜାଙ୍କ ଗୋଟେ ଝଲକ ଦେଖିବା ପାଇଁ ଜଣେ ଯୁବକ ୫ଦିନ ରାସ୍ତା କଡ଼ରେ ବିତାଇବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ […]

Continue Reading

ମୋ ଝିଅ ପୃଥିବୀର ସବୁଠୁ ସୁନ୍ଦରୀ : କିଙ୍ଗ୍ ଖାନ

ମୁମ୍ବାଇ :  ଶାହାରୁଖ ଖାନ୍ ଯେପରି ଚର୍ଚ୍ଚାରେ ତାଙ୍କ ତିନି ସନ୍ତାନ ବି ସେମିତି । କାରଣ ସେମାନେ ଷ୍ଟାରକିଡ୍ , ଆଉ ବଲିଉଡ୍‌ରେ ,ଷ୍ଟାର କିଡ୍‌ଙ୍କ ଉପରେ ସବୁବେଳେ ପାପାରାଜିଙ୍କ ନଜର। ଆଇ ଏମିତି  ଫଟୋଗ୍ରାଫରଙ୍କ ଫୋକସ୍‌ର ରହି ସୋସିଆଲ ମିଡିଆରେ ରାଜ୍ କଲେଣି ସୁହାନା ଖାନ୍ । କିଙ୍ଗ ଖାନ୍‌ଙ୍କ ଏକ ମାତ୍ର ଝିଅ ସୁହାନା  ମୁମ୍ବାଇରୁ ଆମେରିକା , କିନ୍ତୁ ଏହି ଷ୍ଟାରକିଡ୍‌ଙ୍କ ଫେସନ ଆଉ ଲୁକ୍ ଦମଦାର । ଷ୍ଟାରକିଡ୍ ସୁହାନା […]

Continue Reading

ପୁଣି ବିବାଦରେ ‘ଛପାକ୍’

ମୁମ୍ବାଇ: ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇ ବିବାଦରେ ରହିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରି ଧାରଣାରେ ସାମିଲ ହେବା ପରେ ଟୁଇଟରରେ ତାଙ୍କ ଫିଲ୍ମ ‘ଛପାକ’କୁ ବଏକଟ୍  ବା ବର୍ଜନ କରିବାର ଦାବି ଆରମ୍ଭ ହୋଇ ଯାଇଛି।  କିଛି ଲୋକ ଏହାକୁ ବିରୋଧ କରୁଥିବା ବେଳେ କିଛି ଏହାକୁ ସମର୍ଥନ କରିଛନ୍ତି। ତେବେ ଦୀପିକାଙ୍କ ଏଭଳି କାମ ପାଇଁ କିଛି ଦର୍ଶକ ଆଗରୁ କାଟିଥିବା ଫିଲ୍ମ ଟିକେଟକୁ ଫେରସ୍ତ କରିଥିବା ବେଳେ ଏବେ […]

Continue Reading

ପରଦାକୁ ଆସିଲା ଅକ୍ଷୟ ଖନ୍ନାଙ୍କ ‘ସବ୍‍ କୁଶଲ୍‍ ମଙ୍ଗଲ୍‍’

ମୁମ୍ବାଇ :  ଗୁଡ଼ ଫ୍ରାଇଡେରେ ପରଦାକୁ ଆସିଲା ଅକ୍ଷୟ ଖନ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସବ୍‍ କୁଶଲ୍‍ ମଙ୍ଗଲ୍‍’। ଏହା ଏକ ରୋମାଣ୍ଟିକ୍‍ କମେଡ଼ି ତଥା ପାରିବାରିକ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଅକ୍ଷୟ ଖନ୍ନା ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ତିନିଟି ଚରିତ୍ର ଉପରେ ଗୁରୁତ୍ୱ ଦେଇ ଏହାର କାହାଣୀ ରଚିତ ହୋଇଛି। ବିହାରର ବିବାହ ପ୍ରଥାକୁ ଆଧାର କରି ଚଳଚ୍ଚିତ୍ରର କାହାଣୀଟି ରଚିତ ହୋଇଛି। କରଣ ବିଶ୍ୱନାଥ କଶ୍ୟପ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଅକ୍ଷୟଙ୍କ […]

Continue Reading

ଚର୍ଚ୍ଚାରେ ରହିବେ ଓଲିଉଡ ନାୟିକା ତମନ୍ନା

ଭୁବନେଶ୍ବର: ରିଆଲିଟି ସୋ’ ପ୍ଲାଟଫର୍ମରୁ ସିନେମାରେ ସୁଯୋଗ ପାଇଥିବା ଜଣେ ନାୟିକା ଆଜିକାଲି ବେଶ ଚର୍ଚ୍ଚାରେ। ସେ ହେଲେ ତମନ୍ନା। ତମନ୍ନାଙ୍କୁ ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋକର୍’ରେ ବ୍ରେକ୍ ଦେଇଥିଲେ ,କିନ୍ତୁ ତାହା ଅଧାରେ ଅଟକି ଯାଇଥିଲା। ସେ ଯାହା ହେଉନା କାହିଁକି, ତମନ୍ନା ଏବେ ଓଲିଉଡର ଜଣେ ଆଗଧାଡ଼ିର ନାୟିକା ଭାବେ ମାନ୍ୟତା ପାଇଛନ୍ତି। ସେ ଇତିମଧ୍ୟରେ ‘ଭାଇନା କ’ଣ କଲା ସେ’,‘ନିଝୁମ୍ ରାତିର ସାଥୀ’,‘ପ୍ରେମ କୁମାର’,‘ବ୍ଲାକମେଲ୍’ ,‘ଗୋଲମାଲ୍ ଲଭ୍’ ଏବଂ […]

Continue Reading