ମାଛ ଧରା ଜାଲ଼ରେ ପଡିଲା ସାର୍କ

ମାଛ ଧରା ଜାଲ଼ରେ ପଡିଲା ସାର୍କ

ବଡ ଖବର ଓଡିଶା ଗଞ୍ଜାମ ଜିଲ୍ଲା ରାଜ୍ୟ

#ମାଛ_ଧରା_ଜାଲ଼ରେ_ପଡିଲା_ସାର୍କ   ବ୍ରହ୍ମପୁର : ମାଛ ଧରା ଜାଲରେ ପଡିଲା ସାର୍କ । ବ୍ରହ୍ମପୁର ଗୋପାଳପୁର ସମୁଦ୍ରରେ ମାଛ ଧରୁଥିବା ଧୀବରଙ୍କ ଜାଲରେ ଏକ ବିରାଟ ସାର୍କ ମାଛ ପଡିଥିଲା। ଜୀବନ୍ତ ଅବସ୍ଥାରେ ଧୀବରମାନେ ତାକୁ ଧରିଥିଲେ।

ଏତେ ବଡ଼ ସାର୍କ ମାଛ ଦେଖିବାକୁ କିଛି ସମୟ ଭିଡ଼ ହୋଇଥିଲା । ପରେ କିଛି ମତ୍ସ୍ୟଜୀବୀ ଏହି ସାର୍କ ମାଛଟିକୁ ଠେଲି ଠେଲି ସମୁଦ୍ର ଭିତରକୁ ଛାଡି ଦେଇଥିଲେ।