କୋଭିଡ କେୟାରରେ ପାନୀୟ ଜଳ ସମସ୍ୟା ଯୋଗୁଁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ   

କୋଭିଡ କେୟାରରେ ପାନୀୟ ଜଳ ସମସ୍ୟା ଯୋଗୁଁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ

#ରୋଗୀଙ୍କ_ମଧ୍ୟରେ_ଅସନ୍ତୋଷ           ବ୍ରହ୍ମପୁର  : କୋଭିଡ କେୟାର ସେଣ୍ଟର, ପାଲୁର ହିଲରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ବହୁ ସମସ୍ୟା ରହିଛି । ଆକ୍ବାଗାର୍ଡ ପାଖରେ ଘଣ୍ଟା ଘଣ୍ଟା ଛିଡାହେଲେ ମଧ୍ୟ ଗୋଟିଏ ବୋତଲ ପାଣି ମିଳୁନାହିଁ । ସମସ୍ତ ରୋଗୀ ଗରମ ପାଣି ପାଇଁ କାକୁଡି ମିନତୀ ହେଉଛନ୍ତି କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ବ୍ୟବସ୍ଥା ହୋଇପାରିନାହିଁ । ସି ବ୍ଳକରେ ଗତକାଲି ଠାରୁ କରେଣ୍ଟ ରହୁନାହିଁ, ବାରମ୍ବାର ଟ୍ରିପ ହୋଇ ରାତି ଅନିଦ୍ରା ହେବାକୁ ରୋଗୀ ବାଧ୍ୟ […]

Continue Reading
ଚିନ୍ତା ବଢାଉଛି ଗଞ୍ଜାମ , ମୁକାବିଲା ପାଇଁ ଗଲେ ୧୩୦ ଡାକ୍ତର, ୫ ଓଏଏସ ଅଧିକାରୀ

ଚିନ୍ତା ବଢାଉଛି ଗଞ୍ଜାମ , ମୁକାବିଲା ପାଇଁ ଗଲେ ୧୩୦ ଡାକ୍ତର, ୫ ଓଏଏସ ଅଧିକାରୀ

#ଚିନ୍ତା_ବଢାଉଛି_ଗଞ୍ଜାମ         ଭୁବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେଉଛି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୩୫ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫୮୮ ଥିବାବେଳେ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚିଛି ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଜିଲ୍ଲାରେ […]

Continue Reading
ଆରଆଇ କାର୍ଯ୍ୟାଳୟର ନାକ ତଳେ ଚାଲି ଥିଲା ଅବୈଧ ବାଲି ଚୋରି

ଆରଆଇ କାର୍ଯ୍ୟାଳୟର ନାକ ତଳେ ଚାଲି ଥିଲା ଅବୈଧ ବାଲି ଚୋରି

#ଆରଆଇ_କାର୍ଯ୍ୟାଳୟର_ନାକ_ତଳେ_ଚାଲି_ଥିଲା_ଅବୈଧ_ବାଲି_ଚୋରି            ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ନିମଖଣ୍ଡି ପେଣ୍ଠ ଆରଆଇ କାର୍ଯ୍ୟାଳୟରେ ନାକ ତଳେ ଚାଲି ଥିଲା ଅବୈଧ ବାଲି ଚୋରି । ଚାଷୀ ମାନଙ୍କ ଶସ୍ୟ ଅମଳ ନିମନ୍ତେ ସରକାରୀ ଅର୍ଥରେ ତିଆରି ହେଉଥିବା କଂକ୍ରିଟ ଖଳା ରେ ବାଲି ମାଫିଆ ମାନେ କରିଥିଲେ ଡିପୋ । ଆରଆଇଙ୍କ କାର୍ଯ୍ୟଳୟ ଠାରୁ ମାତ୍ର ୧କିଲୋମିଟର ଦୂରରେ ରହିଥିଲା ବାଲି ଡିପୋ କିନ୍ତୁ ଆରଆଇ ନିଜେ ଜାଣି ନ ଥିବା କହିବା […]

Continue Reading
ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ

ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ

#ଚଳଚ୍ଚିତ୍ର_ଅଭିନେତ୍ରୀ_ଜ୍ୟୋତ୍ସ୍ନା_ଦାସଙ୍କ_ବିୟୋଗ       ବ୍ରହ୍ମପୁର  :  ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସେଣ୍ଟ ଭିନସେଣ୍ଟସ କନଭେଣ୍ଟ ସ୍କୁଲର ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଉଦର ସସମସ୍ୟାରେ ଅସୁସ୍ଥ ଥିଲେ। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ମଞ୍ଚ ନାଟକ, ଓଡ଼ିଆ ଚଳଚିତ୍ରରେ ଅଭିନୟ କରି ସେ ଚଳଚିତ୍ର ଜଗତରେ ବେଶ ଜଣାଶୁଣା କଳାକାର ଥିଲେ। “ସମୟ ” ” ଅଭିମାନ ” ” ସତୀ ଅନୁସୂୟା” ଉପେନ୍ଦ୍ର ଭଞ୍ଜ”, “ଫଟା କପାଳ” […]

Continue Reading
ଆଜିଠୁ ବ୍ରହ୍ମପୁର ସିଲ,ଜରୁରୀ ସ୍ଥଳେ ୧୦୦କଲ

ଆଜିଠୁ ବ୍ରହ୍ମପୁର ସିଲ,ଜରୁରୀ ସ୍ଥଳେ ୧୦୦କଲ

#ଆଜିଠୁ_ବ୍ରହ୍ମପୁର_ସିଲ,_ଜରୁରୀ_ସ୍ଥଳେ_୧୦୦କୁ_କଲ        ବ୍ରହ୍ମପୁର    :  ଆସନ୍ତା କାଲି ଅର୍ଥାତ ୧୪ ତାରିଖ ମଙ୍ଗଳ ବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ରହ୍ମପୁର ସହର କୁ ସିଲ କରିଦିଆଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ବି ଏମ ସି କମିସସନର ଚକ୍ରବର୍ତ୍ତୀ ସିଂ ରାଠୋର। ଏହି ସମୟରେ ବାହାର ଲୋକେ ବ୍ରହ୍ମପୁର ସହର କୁ ଓ ବ୍ରହ୍ମପୁର ଲୋକେ ସହର ବାହାର କୁ ଯାଇ ପାରିବେନି।କୋରୋନା ସଂକ୍ରମଣ  କୁରୋକିବା ପାଇଁ ବ୍ରହ୍ମପୁର ସହରର ସମସ୍ତ ପ୍ରବେଶ ପଥ କୁ […]

Continue Reading
ବାଲ୍ୟବିବାହ ରୋକିଲା ସିଏମପିଓ

ବାଲ୍ୟବିବାହକୁ ରୋକିଲା ସିଏମପିଓ

#ବାଲ୍ୟ_ବିବାହ_ରୋକିଲା_ସିଏମପିଓ            କୋଦଳା :  ଏପଟେ କରୋନା ମହାମାରୀ ର ଭୟାବହତା କୁ ଆଖିଆଗରେ ରଖି ଜିଲ୍ଳା ପ୍ରଶାସନ ଲକଡାଉନ , ଶଟଡାଉନ କରି ଲୋକଙ୍କୁ ସଚେତନ ତା କରି ବିବାହ , ବ୍ରତ ଏବଂ ସାମାଜିକ କାର୍ଯକ୍ରମ କୁ ସମ୍ପୂର୍ଣ ବନ୍ଦ କରୁଥିବା ବେଳେ ଅନ୍ୟପଟେ ପ୍ରଶାସନ କୁ ଖାତିର ନ କରି ନାବାଳିକା କନ୍ୟାର ବିବାହ ଭଳି ଘ୍ରୂଣ୍ଯକାର୍ଯ୍ୟ ଆୟୋଜନ କରୁଥିବା ଏବଂ ସିଏମପୀଓ ହାତରେ ଧରାପଡ଼ି କାର୍ଯକ୍ରମ ବନ୍ଦହୋଇଥିବା ଚର୍ଚ୍ଚା ଦେଖିବାକୁ ମିଳିଛି ବେଗୁନିଆପଡା […]

Continue Reading
ତରଙ୍ଗୀଣୀ ଲେୟାର ଲିଃ ରେ ଦୁର୍ଘଟଣା ୫ ଶ୍ରମିକ ଗୁରୁତର

ତରଙ୍ଗୀଣୀ ଲେୟାର ଲିଃ ରେ ଦୁର୍ଘଟଣା ୫ ଶ୍ରମିକ ଗୁରୁତର

#ତରଙ୍ଗୀଣୀ_ଲେୟାର_ଲିଃରେ_ଦୁର୍ଘଟଣା_୫_ଶ୍ରମିକ_ଗୁରୁତର               ବ୍ରହ୍ମପୁର  : ଆସିକା ନିକଟସ୍ଥ ତରଙ୍ଗୀଣୀ ଲେୟାରସ୍ ପ୍ରାଇଭେଟ ଲିଃ ରେ ରବିବାର ଦୁର୍ଘଟଣାରେ ୫ ଶ୍ରମିକ ଗୁରୁତର ହୋଇଛନ୍ତି । ୧୦ ରୁ ୧୨ ଜଣ କାମ କରୁଥିବା ଗୋଦାମ ଗୃହରେ ଦାନା ବସ୍ତା ଲୋଡ କରୁଥିବା ସମୟରେ ୨୦ ଫୁଟ ଉଚ୍ଚର ବସ୍ତା ଅଚାନକ ଧସେଇ ଖସିବା ଦ୍ବାରା ୫ ଜଣ ଗୁରୁତର ହୋଇ ବ୍ରହ୍ମପୁରରେ ୩ ଜଣ ଚକିତ୍ସିତ ହେଉଛନ୍ତି ଏବଂ ୨ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ହେବା ଯୋଗୁଁ […]

Continue Reading
ମହାମାରୀ ସମୟରେ ଫାଇନାନ୍ସ କମ୍ପାନୀର ଅର୍ଥ ଆଦାୟ ନେଇ ଅସନ୍ତୋଷ

ମହାମାରୀ ସମୟରେ ଫାଇନାନ୍ସ କମ୍ପାନୀର ଅର୍ଥ ଆଦାୟ ନେଇ ଅସନ୍ତୋଷ

#ଫାଇନାନ୍ସ_କମ୍ପାନୀର_ଅର୍ଥ_ଆଦାୟ_ନେଇ_ଅସନ୍ତୋଷ            ସୋରଡା  :  କରୋନା କୁ ନେଇ ସମଗ୍ର ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁ ଥିବା ବେଳେ।ଆର୍ଥିକ ସ୍ଥିତି ଦୁର୍ବଳ ହେବାକୁ ଲାଗିଛି।ରାଜ୍ୟ ରେ ଗଞ୍ଜାମ ଜିଲ୍ଲା କରୋନା ରେ ଅଧିକ ଆକ୍ରାନ୍ତ ହେବାରେ ଲାଗିଛି।ଏହାକୁ ଦେଖି ଜିଲ୍ଲାପାଳ ପ୍ରଥମେ ୧୦ଦିନ ପାଇଁ ସରକାରୀ କାର୍ଯ୍ୟାଳୟ କୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରିଥିବା ବେଳେ ବର୍ତମାନ ୪ଦିନ ପାଇଁ ସମ୍ପୂର୍ଣ୍ଣ ଭାବେ ସଟ  ଡାଉନ କରିଛନ୍ତି।ସରକାର ଗ୍ରାମାଞ୍ଚଳ ର  ଶ୍ରମଜୀବୀ ଓ କୃଷିଜୀବୀ […]

Continue Reading
ସମସ୍ୟା ଘେରରେ ଗୋପାଳଗଣ୍ଡା କ୍ଷୁଦ୍ର ଜଳସେଚନ, ଚାଷୀ ଙ୍କ କଥା ବୁଝିବ କିଏ?

ସମସ୍ୟା ଘେରରେ ଗୋପାଳଗଣ୍ଡା କ୍ଷୁଦ୍ର ଜଳସେଚନ, ଚାଷୀ ଙ୍କ କଥା ବୁଝିବ କିଏ?

#ଚାଷୀଙ୍କ_କଥା_ବୁଝିବ_କିଏ           ଦିଗପହଣ୍ଡି : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟି .ଗୋବିନ୍ଦପୁର ପଞ୍ଚାୟତର ଦଶେଇପୁର ବୁରେଇପାହାଡ଼ ଗ୍ରାମ ସ୍ଥିତ ଗୋପାଳଗଣ୍ଡା କ୍ଷଦ୍ର ଜଳସେଚନ ଯୋଜନା ନାନା ସମସ୍ୟା ଦେଇ ଗତି କରୁଛି । କେନାଳ ଗୁଡିକ ମାଟି ଓ ଘାସରେ ପୋତି ଭାଙ୍ଗିରୁଜା ଯାଉଥିବା ବେଳେ ଜଳସେଚନ ହେଉନଥିବା ହେତୁ ଚାଷୀମାନେ ଜଳସେଚନରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି । ୧୯୮୬ ଅକ୍ମୋବର ୫ରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ୬,୩୦,୧୪୦୦ ଟଙ୍କା […]

Continue Reading
ଦୁଇ ପୁଅଙ୍କ ମାଡ଼ରେ ବାପା ମୃତ,ମା’ ଗୁରୁତର

ଦୁଇ ପୁଅଙ୍କ ମାଡ଼ରେ ବାପା ମୃତ,ମା’ ଗୁରୁତର

#ଦୁଇ_ପୁଅଙ୍କ_ମାଡ଼ରେ_ବାପା_ମୃତ_ମାଆ_ଗୁରୁତର           ପୋଲସରା    :   ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମର  ବଡ଼ ସାହିରେ ଶନିବାର ଦିନ ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ଓ ମାଆ ସହିତ ପୁଅମାନଙ୍କ ମଧ୍ୟରେ ଥିବା ପ୍ରେମ, ସ୍ନେହ ଓ ଶ୍ରଦ୍ଧାରେ ଲାଗିଛି କଳଙ୍କ। ଦୁଇ ପୁଅଙ୍କ ମାଡ଼ରେ ବାପା ଅଭିମନ୍ୟୁ ପ୍ରଧାନ ମୃତ୍ୟୁ ବରଣ କରିଥିବା ବେଳେ ଜନ୍ମଦାତ୍ରୀ ମା’  ଅପସରା ପ୍ରଧାନ ଗୁରୁତର ଅବସ୍ଥାରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ […]

Continue Reading