ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ବସ୍‌ରୁ ଓହ୍ଲାଇଦେଲେ, ରାସ୍ତା କଡ଼ରେ ଛଟପଟ ହୋଇ ଚାଲିଗଲା ପ୍ରାଣ

ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ବସ୍‌ରୁ ଓହ୍ଲାଇଦେଲେ, ରାସ୍ତା କଡ଼ରେ ଛଟପଟ ହୋଇ ଚାଲିଗଲା ପ୍ରାଣ

#ରାସ୍ତା_କଡ଼ରେ_ଛଟପଟ_ହୋଇ_ଚାଲିଗଲା_ମହିଳାଙ୍କ_ପ୍ରାଣ  କେନ୍ଦୁଝର : ହଜିଗଲା ମାନବିକତା। ରୋଗ ଯନ୍ତ୍ରଣାରେ ଛଟପଟ ଜଣେ ମହିଳାଙ୍କୁ ବସ୍‌ରୁ ଓହ୍ଲାଇଦେଲେ ବସ କର୍ମଚାରୀ। ରାସ୍ତାକଡ଼ରେ ଘଣ୍ଟାଏ କାଳ ଛଟପଟ ହେଲେ ମହିଳା ଜଣକ। ଗାଡ଼ି ନମିଳିବାରୁ ସ୍ଥାନୀୟ ଡାକ୍ତରଖାନାକୁ ବି ଯାଇ ପାରିନଥିଲେ। ସ୍ବାମୀ ଅସହାୟ ଅବସ୍ଥାରେ ଜଗି ରହିଥିଲେ। ୧୦୮ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ନଥିଲା। ବହୁ ସମୟ ପରେ ଏକ ଅଟୋରେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା। ଏମିତି ହୃଦୟବିଦାରକ ଘଟଣା ଘଟିଛି […]

Continue Reading

ଖୋଲା ପଡ଼ିଆରେ ପ୍ରସବ କଲେ ମହିଳା

#ଖୋଲା_ ପଡ଼ିଆରେ_ ପ୍ରସବ_ କଲେ _ମହିଳା  କେନ୍ଦୁଝର: ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ, ଏହାର ପ୍ରକୃତ ବିକଳ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବାଂଶପାଳ ବ୍ଲକର କୁଶକଳା କାଦଡ଼ିହା ବାଂଶପାଳରେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କାଦଡ଼ିହା ଗ୍ରାମର ପୂର୍ଣ୍ଣ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ମୁଣ୍ଡାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଗ୍ରାମର ଜଣେ ମହିଳା ତାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ […]

Continue Reading

ପାଠ ଭୁଲ କରିବାରୁପୁଅକୁ ଲଙ୍ଗଳା କରି ପିଠିରେ ଗଧ ଲେଖି ଘରୁ ବିଦା କଲେ ବାପା

ତେଲକୋଇ : ପାଠ ଭୁଲ୍‌ କରିବାରୁ ୭ ବର୍ଷର ପୁଅକୁ ନିସ୍ତୁକ ମାଡ଼ ମାରି ପିଠିରେ ଗଧ ଲେଖି ଘରୁ ବାହାର କରିଦେବା ଅଭିଯୋଗରେ ସଂପୃକ୍ତ ବାପାଙ୍କୁ ପୁଲିସ ଗିରଫ କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ‌ତେଲକୋଇ ଅଞ୍ଚଳରେ। ଉଚ୍ଚଶିକ୍ଷିତ ପରିବାର‌ରେ ଏଭଳି ଘଟଣା ଘଟିଥିବାରୁ ବିଭିନ୍ନ ମହଲରେ ଏହାକୁ ନାପସନ୍ଦ କରାଯାଇଛି।ବାପା ଅଶ୍ବିନୀ ପାତ୍ର ଏକ ଜାତୀୟକରଣ ବ୍ୟାଙ୍କର ଅଧିକାରୀ ହୋଇଥିବା ବେଳେ ତାଙ୍କ ମା ଡା. ଦୀପ୍ତିମୟୀ ବଢ଼େଇ ହେଉଛନ୍ତି […]

Continue Reading

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ପ୍ରକଳ୍ପର କଲେ ଶୁଭ ଉଦଘାଟନ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁରର ମିନି ଷ୍ଟାଡ଼ିୟମରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପହଞ୍ଚି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆନନ୍ଦପୁର ଠାରେ ୪୭୫ କୋଟି ବ୍ୟୟରେ ନିର୍ମିତ ଆନନ୍ଦପୁର ବ୍ୟାରେଜର ଶୁଭ ଉଦଘାଟନ କରିଛନ୍ତି। ଏହାସହ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ମଧ୍ୟ ଦେଇଛନ୍ତି। ଏହି ବ୍ୟାରେଜ ଦ୍ୱାରା ଆନନ୍ଦପୁର, ହାଟଡ଼ିହି, ଘସିପୁରା ଏବଂ ବାଲେଶ୍ୱର ଜିଲାର ଖଇରା, ଓଉପଦା, ନୀଳଗିରି, ବାହନଗା, […]

Continue Reading

ଅପହରଣକାରୀଙ୍କୁ ୫ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ

କେନ୍ଦୁଝର : ଜଣେ ଯୁବତୀଙ୍କୁ ଅପହରଣ କରାଯିବା ମାମଲାର ବିଚାର କରି ସ୍ଥାନୀୟ ସିଜେଏମ କୋର୍ଟ ଶୁକ୍ରବାର ନନ୍ଦନ କୁମାର ସାହୁ ଓରଫ ଅଯୋଧ୍ୟା(୩୨)ନାମକ ଜଣେ ଯୁବକଙ୍କୁ ୫ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଭୋଗିବାକୁ ପଡିବ। ନନ୍ଦନଙ୍କ ଘର ତୁରୁମୁଙ୍ଗା ଥାନା କଇଣ୍ଡା ଗ୍ରାମରେ । ଘଟଣା ବେଳେ ସେ ଟାଉନ ଥାନା ମାଧପୁରରେ ରହୁଥିଲେ […]

Continue Reading