କେନ୍ଦୁଝର ଜିଲ୍ଲାରେ ୫ କରୋନା ପଜିଟିଭ ଚିହ୍ନଟ

କେନ୍ଦୁଝର ଜିଲ୍ଲାରେ ୫ କରୋନା ପଜିଟିଭ ଚିହ୍ନଟ

#କେନ୍ଦୁଝର_ଜିଲ୍ଲାରେ_୫_କରୋନା_ପଜିଟିଭ_ଚିହ୍ନଟ        କେନ୍ଦୁଝର  : କେନ୍ଦୁଝର ଜିଲ୍ଲାରେ ବୁଧବାର ଦିନ ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଟାଂ ମଧ୍ୟରେ ଆଜି ବୁଧବାର ସକାଳ ୯ ଟା ସୁଦ୍ଧା ଏହି ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନେ ସମସ୍ତେ ଆସ୍ଥାୟୀ ମେଡିକାଲ ସେଟଂର କ୍ୟୁରେଟାଂଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ […]

Continue Reading
ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

#ସ୍ୱେଚ୍ଛାସେବୀ_ସଂଗଠନ_ପକ୍ଷରୁ_ଶୁଖିଲା_ଖାଦ୍ୟ_ବଣ୍ଟନ      କେନ୍ଦ୍ରାପଡା  : ଭୁବନେଶ୍ୱରର ଅନ୍ୟତମ ଜଣାଶୁଣା ସଂସ୍ଥା ଭାବେ ପରିଚିତ ସୋ ଆମ ଆଇ ସଂସ୍ଥା ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରା ଯାଇଥିବାର ଜଣା ପଡିଛି । ସୋମବାର ପୂର୍ବାହ୍ନରେ ସୋ ଆମ ଆଇ ଏବଂ ଆଜିର ଖବର ତରଫରୁ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୧୧ନଂ ୱାର୍ଡର ଜଇପୁରା ଗ୍ରାମରେ ଏହି ସଂସ୍ଥା ଶୁଖିଲା ଖାଦ୍ୟ ବଣ୍ଟନ କରିଛି । ୬୦ଟି ପରିବାରକୁ ଏହି ସଂସ୍ଥା ତରଫରୁ ଚାଉଳ, ଅଟା, ତେଲ, ଡାଲି, ଆଳୁ, […]

Continue Reading
କୋଭିଡ-୧୯ ସଂପର୍କରେ ୧୩ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

କୋଭିଡ-୧୯ ସଂପର୍କରେ ୧୩ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

#କୋଭିଡ-୧୯_ସଂପର୍କରେ_୧୩_ଦଫା_ଦାବିପତ୍ର_ଜିଲ୍ଲାପାଳଙ୍କୁ_ପ୍ରଦାନ       କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ଶାଖା ଭାରତୀୟ ଜନତା ପାର୍ଟି ତରଫରୁ ଏକ ୧୩ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଶୁକ୍ରବାର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଗତ ମାର୍ଚ୍ଚ ମାସ ଠାରୁ ବିଜେପି ତରଫରୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ମାସ୍କ, ସାନିଟାଇଜର ଓ ସାବୁନ ବଣ୍ଟନ ସହ ଅନେକ […]

Continue Reading
ଡିଲରଙ୍କ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ଡିଲରଙ୍କ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

#ଡିଲରଙ୍କ_ଅନିୟମିତତା_ନେଇ_ଜିଲ୍ଲାପାଳଙ୍କୁ_ଅଭିଯୋଗ                କେନ୍ଦ୍ରାପଡା  :     ଜିଲ୍ଲାର ରାଜକନିକା ବ୍ଲକ ଅଧିନ ଦେଉଳତରା  ପଂଚାୟତରେ ଖାଉଟୀ ସାମଗ୍ରୀ ବଣ୍ଟନରେ ଡିଲର ଅନିୟମିତତା କରୁଥିବା ଜିଲ୍ଲାପାଳଙ୍କ ଠାରେ ଖାଉଟୀ ମାନେ ଅଭିଯୋଗ କରିଛନ୍ତି । ଶୁକ୍ରବାର ଶତାଧିକ ପଂଚାୟତବାସୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଲିଖିତ ଅଭିଯୋଗ କରି ଏହି ଅସାଧୁ ରିଟେଲର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଅଭିଯୋଗ ମୁତାବକ ପଂଚାୟତର ୨୦ ବର୍ଷ ଧରି […]

Continue Reading
ବଗଡା କୃଷି ସମବାୟ ସମିତିର ମୁଗ, ବିରି ମଣ୍ଡି ଖୋଲିଲା

ବଗଡା କୃଷି ସମବାୟ ସମିତିର ମୁଗ, ବିରି ମଣ୍ଡି ଖୋଲିଲା

#ବଗଡା_କୃଷି_ସମବାୟ_ସମିତିର_ମୁଗ,_ବିରି_ମଣ୍ଡି_ଖୋଲିଲା             କେନ୍ଦ୍ରାପଡା  : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ରବି ପିଏସ ଏସ ୨୦୨୦ ମସିହାର ମୁଗ, ବିରି ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ମହା ସୁଆର ଏହାକୁ ଉଦ୍ଘାଟିତ କରିଥିଲେ । ଏଆରସିଏସ ଅଶୋକ କୁମାର ବେହେରା ସମବାୟ ସମିତିର ପ୍ରଶାସନିକ ଅଧିକାରୀ ସଚ୍ଚିତାନନ୍ଦ ଜେନା, ଜିଲ୍ଲା କୃଷି ଅଧିକାରୀ ଶରତ ପ୍ରଶାଦ ମିଶ୍ର, […]

Continue Reading
ଖାଇବାକୁ ଦେଲାନି ଠିକାଦାର, ମହିଳା ଓ ଶିଶୁଙ୍କ ସହ ଜିଲ୍ଲା ଛାଡିଲେ ଶତାଧିକ ଶ୍ରମିକ

ଖାଇବାକୁ ଦେଲାନି ଠିକାଦାର, ମହିଳା ଓ ଶିଶୁଙ୍କ ସହ ଜିଲ୍ଲା ଛାଡିଲେ ଶତାଧିକ ଶ୍ରମିକ

#ଖାଇବାକୁ_ଦେଲାନି_ଠିକାଦାର,_ଜିଲ୍ଲା_ଛାଡିଲେ_ଶତାଧିକ_ଶ୍ରମିକ          କେନ୍ଦ୍ରାପଡା :  କେନ୍ଦୁଝର ଅଞ୍ଚଳର ଶତାଧିକ ଶ୍ରମିକଙ୍କୁ ଇଟାଭାଟି ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ କରିଥିବା ଠିକାଦାର ସେମାନଙ୍କୁ ଖାଇବାକୁ ନ ଦେବାରୁ ବାଧ୍ୟ ହୋଇ ଏହି ଶ୍ରମିକ ମାନେ ଜିଲ୍ଲା ଛାଡି ନିଜ ଗାଁ କୁ ଫେରିଯାଇଥିବା ଜଣା ପଡିଛି । କେନ୍ଦୁଝର ଜିଲ୍ଲାର କେନ୍ଦୁଝର, ଜୋଡା, ବଡବିଲ, ଡୁବୁରି, ଢେଙ୍କିକୋଟ ପ୍ରଭୃତି ଅଞ୍ଚଳରୁ ଶତାଧିକ ଶ୍ରମିକଙ୍କୁ ସଂଗ୍ରହ କରି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ଓ ପତ୍ରପୁର […]

Continue Reading
ଅନ୍ୟ ରାଜ୍ୟରେ ଫସିଥିବା କେନ୍ଦ୍ରାପଡା ବାସୀଙ୍କ ପାଇଁ ଜିଲ୍ଲାପାଳଙ୍କ ତତ୍ପରତା

ଅନ୍ୟ ରାଜ୍ୟରେ ଫସିଥିବା କେନ୍ଦ୍ରାପଡା ବାସୀଙ୍କ ପାଇଁ ଜିଲ୍ଲାପାଳଙ୍କ ତତ୍ପରତା

#ଅନ୍ୟ_ରାଜ୍ୟରେ_ଫସିଥିବା_କେନ୍ଦ୍ରାପଡା_ବାସୀଙ୍କ_ପାଇଁ_ଜିଲ୍ଲାପାଳଙ୍କ_ତତ୍ପରତା      କେନ୍ଦ୍ରାପଡା     :   ବାହାର ରାଜ୍ୟରେ କାମ କରିବାକୁ ଯାଇ ଫସି ରହିଥିବା କେନ୍ଦ୍ରାପଡାର ଲୋକ ମାନଙ୍କ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ଏକ ବୈଠକରେ ଆଲୋଚନା କରିଥିଲେ । ରବିବାର ଏହି ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମ୍ବିତ୍ ଶତପଥୀ, ଓ ଜିଲ୍ଲା ଶ୍ରମ ଅଧିକାରୀ ରାମ ଚନ୍ଦ୍ର ନାୟକ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ରାଜ୍ୟର ସଂପୃକ୍ତ ଅଂଚଳର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଛନ୍ତି […]

Continue Reading
ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

#ସଡ଼କ_ଦୁର୍ଘଟଣାରେ_ଦୁଇ_ବାଇକ୍_ଆରୋହୀ_ମୃତ     ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ନୂଆଗାଁ ନିକଟରେ ଏକ କଲଭର୍ଟରେ ପିଟି ହୋଇ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଗୁରୁବାର ଅପରାହ୍ନ ୩ଟା ସମୟରେ ରାଜନଗରଗ୍ରାମରୁ ଭୃଙ୍ଗରାଜ ପଶି ଗ୍ରାମକୁ ବାଇକ ଯୋଗେ ଯାଉଥିବା ଭୃଙ୍ଗରାଜ ପଶିର ମନୁ ନାଏକଙ୍କ ପୁଅ ବିଦ୍ୟାଧର ନାଏକ(୩୫) ଓ ମୟୂରଭଞ୍ଜ ଜିଲା ରରୁଆଁ ଥାନା ପଣ୍ଡାବିଲା ଗ୍ରାମର କୁମର ନାଏକଙ୍କ ପୁଅ ଲିଟୁନ ନାଏକ(୨୦)ଙ୍କ ବାଇକଟି […]

Continue Reading
କରୋନା ଭାଇରସ୍ ଆତଙ୍କ ସଚେତନତା ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ

କରୋନା ଭାଇରସ୍ ଆତଙ୍କ ସଚେତନତା ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ

#କରୋନା_ସଚେତନତା_ଅଭିଯାନ    କେନ୍ଦ୍ରାପଡା : ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ଦିନକୁ ଦିନ ଅଧିକ ଦେଶକୁ ସଂକ୍ରମିତ ହେବାରେ ଲାଗିଛି । କେନ୍ଦ୍ରାପଡାରେ ଏହି ଭାଇରସ୍ ରୋଗ ବିଷୟରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାସ୍ତରୀୟ ୧୯ ଜଣିଆ କମିଟି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି । ଜିଲ୍ଲାର ୯ଟି ବ୍ଲକରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସଚେତନତା ଅଭିଯାନକୁ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ […]

Continue Reading
ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

#ନିଶା_ଦେଇ_ନାବାଳିକାଙ୍କୁ_ଦୁଷ୍କର୍ମ   ଯୋଡା : ଯୋଡା ପୌରପାଳିକାର ଜଣେ ନାବାଳିକକୁ ସପ୍ତାହକାଳ ବଳାତ୍କାର ହୋଇଛି। ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରିନେବା ପରେ ଗୋପନ ସ୍ଥାନରେ ଅଟକ ରଖି ବଳାତ୍କାର କରିଛନ୍ତି। ସେମାନେ ନାବାଳିକାଙ୍କୁ ନିଶା ଔଷଧ ଦେଇ ବଳାତ୍କାର କରିଥିଲେ। ପରେ ଶୁକ୍ରବାର ସନ୍ଧ୍ୟାରେ ଯୋଡା ବସ୍ ଷ୍ଟାଣ୍ଡରେ ଅଚେତ ଅବସ୍ଥାରେ ଫିଙ୍ଗି ଦେଇ ପଳାଇଥିଲେ। କିଛି ଲୋକ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ। ଏବେ ନାବାଳିକା ଗୁରୁତର ଅବସ୍ଥାରେ ଟାଟାର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଅବସ୍ଥା […]

Continue Reading