ଧାଡିରେ ଶହଶହ ରୋଗୀ, ଦେଖିବାକୁ ଡାକ୍ତର ନାହାନ୍ତି

ଧାଡିରେ ଶହଶହ ରୋଗୀ, ଦେଖିବାକୁ ଡାକ୍ତର ନାହାନ୍ତି

#ଧାଡିରେ_ଶହଶହ_ରୋଗୀ,_ଦେଖିବାକୁ_ଡାକ୍ତର_ନାହାନ୍ତି     କେନ୍ଦ୍ରାପଡା : କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ପ୍ରାୟ ବାଦ ବିବାଦରେ ରହିଆସିଛି । କେତେବେଳେ ରୋଗୀକୁ ଦେଖିବାରେ ଡାକ୍ତରଙ୍କ ଅବହେଳା ତ କେତେବେଳେ ପ୍ରସୁତିଙ୍କୁ ଚିକିତ୍ସାରେ ବିଳମ୍ବ ଯୋଗୁ ପ୍ରସୁତିଙ୍କ ମୃତ୍ୟ । ଏପରି ଘଟଣା ନିତିଦିନରେ ପରିଣତ ହେଲାଣି ରାଜ୍ୟ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ରୋଗିଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଛ କରୁଥିବାବେଳେ କେନ୍ଦ୍ରାପଡାରେ ତାର ବ୍ୟତିକ୍ରମ ଦେଖାଯାଇଛି । ବିଭିନ୍ନ ସମୟରେ ଦୁର ଦୁରାନ୍ତରୁ ଆସୁଥିବା ରୋଗିମାନେ ଚିକିତ୍ସା ନପାଇ […]

Continue Reading