୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲା ବିଏମସି, ସିଲ୍ ହେଲା ସୂର୍ଯ୍ୟନଗର ଅଞ୍ଚଳ

୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲା ବିଏମସି, ସିଲ୍ ହେଲା ସୂର୍ଯ୍ୟନଗର ଅଞ୍ଚଳ

#୫ମ_କରୋନା_ଆକ୍ରାନ୍ତଙ୍କ_ପରିଚୟ_ସାର୍ବଜନୀନ         ଭୁବନେଶ୍ୱର   : ଭୁବନେଶ୍ବର ମହାନଗର ନିଗମ ୫ମ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣାକୁ ସାର୍ବଜନୀନ କରିବା ସହ ସେ ରହୁଥିବା ଅଞ୍ଚଳକୁ ସିଲ୍ କରିଛି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେ ହେଲେ ପ୍ରଦୀପ୍ତ ଦଳବେହେରା। ୟୁନିଟ୍‌-୭ ଅନ୍ତର୍ଗତ ଓ୍ବାର୍ଡ ନଂ. ୪୬ସ୍ଥିତ ସୂର୍ଯ୍ୟନଗରର ପ୍ଲଟ୍‌ ନଂ.୩୭ରେ ରୁହନ୍ତି। ଜନହିତ ପାଇଁ ଆକ୍ରାନ୍ତଙ୍କ ପରିଚୟ ଜଣାଇବା ନିହାତି ଜରୁରୀ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର […]

Continue Reading