ଦିଲ୍ଲୀରେ ପୁଣି ଗଣ ଆତ୍ମହତ୍ୟା ! ୩ ପିଲାଙ୍କ ସମେତ ଘର ଭିତରୁ ବାପାମାଆଙ୍କ ପଚା ମୃତଶରୀର ଉଦ୍ଧାର

#୩_ ପିଲାଙ୍କ_ ସମେତ_ ଘର_ ଭିତରୁ _ବାପା_ମାଆଙ୍କ_ ପଚା_ ମୃତଶରୀର_ ଉଦ୍ଧାର ନୂୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରାରେ  ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ଭଜନପୁରାର ଏକ ଘର ଭିତରୁ ଏହି ୫ ଜଣଙ୍କ ମୃତଶରୀର ମିଳିଛି। ବୁଧବାର ପୁଲିସ୍‌ ମୃତକଙ୍କ ବାସଭବନରୁ ସେମାନଙ୍କ ମରଶରୀର ଉଦ୍ଧାର କରିଛି। ସମସ୍ତେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ପୁଲିସ୍‌ ଘଟଣାର ତଦନ୍ତ କରି ଜାଣିବାକୁ […]

Continue Reading