୧୩୯୫ ନମୂନାରୁ ୨୦ ପଜିଟିଭ୍

୧୩୯୫ ନମୂନାରୁ ୨୦ ପଜିଟିଭ୍

#୧୩୯୫_ନମୂନାରୁ_୨୦_ପଜିଟିଭ୍     ଭୁୁବନେଶ୍ୱର  :     କରୋନା ସଂକ୍ରମଣ ଆଶଙ୍କାରେ ଓଡିଶାରେ ବର୍ତମାନ ସୁଦ୍ଧା ମୋଟ୍ ୧୩୯୫ ଟି ନମୂନା ଯାଂଚ କରାଯାଇଛି । ସେଥିମଧ୍ୟରୁ ୨୦ ଟି ନମୂନା ପଜିଟିଭ୍ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇସାରିଛନ୍ତି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ପଜିଟିଭ୍ ମାନଙ୍କ ମଧ୍ୟରୁ ତୃତୀୟ ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ […]

Continue Reading