୧୦ ବର୍ଷ ହେଲା ଶିକୁଳୀରେ ବନ୍ଧା ହୋଇଛନ୍ତି ଯୁବକ, ସହାୟତା ପାଇଁ ନିବେଦନ

୧୦ ବର୍ଷ ହେଲା ଶିକୁଳୀରେ ବନ୍ଧା ହୋଇଛନ୍ତି ଯୁବକ, ସହାୟତା ପାଇଁ ନିବେଦନ

#୧୦_ବର୍ଷ_ହେଲା_ଶିକୁଳୀରେ_ବନ୍ଧା_ହୋଇଛନ୍ତି_ଯୁବକ          କେନ୍ଦ୍ରାପଡା  : (ମହମ୍ମଦ ଏଲିୟାସ)  ଜଣେ ୨୮ ବର୍ଷ ବୟସ୍କ ଯୁବକ ମାନସିକ ଭିନ୍ନକ୍ଷମ ହୋଇ ଥିବାରୁ ୧୦ ବର୍ଷ ହେଲା ତାଙ୍କୁ ହାତକଡି ପକାଇ ଘର ଭିତରେ ବାନ୍ଧି ରଖା ଯାଇଥିବା ଖବର ମିଳିଛି । ଆଳି ପତ୍ରପୁର ଅଞ୍ଚଳର ଚିରଞ୍ଜିବି ସୁତାରଙ୍କ ପୁଅ ଅମର କୁମାର ସୁତାର (୨୮) ଦୀର୍ଘ ଦିନ ହେଲା ମାନସିକ ବିକୃତି ରୋଗରେ ଅକ୍ରାନ୍ତ ହୋଇଛନ୍ତି । ବୁଧବାର ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ […]

Continue Reading