ୟୁନିୟନ୍ ବ୍ୟାଙ୍କ୍ ରେ ରହିବ ଜଗନ୍ନାଥଙ୍କ ଟଙ୍କା

#ୟୁନିୟନ୍_ବ୍ୟାଙ୍କ୍_ରେ_ରହିବ_ଜଗନ୍ନାଥଙ୍କ_ଟଙ୍କା    ଭୁବନେଶ୍ୱର :  ୟେସ୍ ବ୍ୟାଙ୍କ୍ ରୁ ପ୍ରଭୂ ଜଗନ୍ନାଥଙ୍କ ଜମା ଟଙ୍କା  ୟୁନିୟନ୍ ବ୍ୟାଙ୍କରେ  ରଖାଯିବ । ୫. ୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ୟୁନିୟନ୍ ବ୍ୟାଙ୍କ୍ରେ ଜଗନ୍ନାଥଙ୍କ ଟଙ୍କା ୩ ବର୍ଷ ପାଇଁ ଦୀର୍ଘ ମିଆଦୀ ସ୍ଥାୟୀ ଜମା ରଖାଯିବ । ସୂଚନା ଅନୁଯାୟୀ ଶ୍ରୀମନ୍ଦିର କର୍ପସ ଫଣ୍ଡ୍ ସହିତ ଟେମ୍ପଲ ଫଣ୍ଡ୍ […]

Continue Reading