ହୋମ୍ କ୍ୱାରାଣ୍ଟାଇନରେ ୯ କେରଳ ଫେରାନ୍ତା

ହୋମ୍ କ୍ୱାରାଣ୍ଟାଇନରେ ୯ କେରଳ ଫେରାନ୍ତା

#ହୋମ୍_କ୍ୱାରାଣ୍ଟାଇନରେ_୯_କେରଳ_ଫେରାନ୍ତା      ରାୟଗଡ଼ା :  (ଗୁରୁ ପ୍ରସାଦ ସାହୁ) ରାୟଗଡ଼ାର ଏକ ହୋଟେଲରେ ଥିବା ୯ କେରଳ ଫେରାନ୍ତଙ୍କୁ ହୋମ୍ କ୍ବାରାଣ୍ଟାଇନରେ ରଖିଛି ସ୍ବାସ୍ଥ୍ୟ ବିଭାଗ। ଆସନ୍ତାକାଲି ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ଧାନବାଦ-ଆଲେପି ଟ୍ରେନରେ  ଏମାନେ ଫେରିବା ପରେ ଏକ ହୋଟେଲରେ ରହିଥିଲେ । କେରଳରେ ବିଭିନ୍ନ ହୋଟେଲରେ କାମ କରୁଥିବା କାଶୀପୁର ଅଞ୍ଚଳର ୯ ଯୁବକ ବୁଧବାର ଟ୍ରେନରେ ଆସି ରାୟଗଡ଼ାରେ ପହଞ୍ଚିବା ପରେ ଏକ ଘରୋଇ ହୋଟେଲରେ ରହିଥିଲେ। […]

Continue Reading